ଉଇକିପିଡ଼ିଆ:ମେଳଣ/ହାଇଦ୍ରାବାଦ/ହାଇଦ୍ରାବାଦ୧
୧ମ ଓଡ଼ିଆ ଉଇକି ମେଳଣ ଘୋଷଣା କରାଗଲା
ଅପରାହ୍ନ: ୪.୦୦, ଶନିବାର ୨୯ ସେପ୍ଟେମ୍ବର ୨୦୧୨
ଏହି କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏହିଟି ହାଇଦ୍ରାବାଦରେ ହେଉଥିବା ପ୍ରଥମ ମେଳଣ, ତେଣୁ ଇଚ୍ଛୁକ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ କରାଯାଉଛି ।
ଜାଗା ଓ ଠିକଣା ( Venue and Date )
[ସମ୍ପାଦନା]ତାରିଖ: : ଶନିବାର, ୨୯-ସେପ୍ଟେମ୍ବର -୨୦୧୨ ଅପରାହ୍ନ ୪:୦୦ ଟା ଭାରତୀୟ ମାନକ ସମୟ
ସ୍ଥାନ :
ଲମକାନ
ବଞ୍ଜାରା ହିଲ୍ସ, ହାଇଦ୍ରାବାଦ- ୫୦୦୦୩୪
ଆନ୍ଧ୍ର ପ୍ରଦେଶ
Date: : Saturday, 29-September-2012 4:00 PM IST
Venue:
LAMAKAAN
Banjara Hills, Hyderabad- 500034
Andhra Pradesh, India
କେଉଁ ମାନେ ଭାଗ ନେଇପାରିବେ (Who can participate)
[ସମ୍ପାଦନା]ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯିଏ ହାଇଦ୍ରାବାଦ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।
ମୂଳ ପ୍ରସଙ୍ଗ (Agenda)
[ସମ୍ପାଦନା]- ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ, ବିକାଶ ଓ ଓଡ଼ିଆ ଭାଷାର ବିକାଶରେ ଏହାର ଭୂମିକା/ Introducing Wikipedia
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
- ଉଇକିମିଡ଼ିଆର ଅନ୍ୟ ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
- ଏଥିରେ ସାଧାରଣ ଲୋକେ କିପରି ଭାଗନେଇ ଲେଖାଲେଖି କରିପାରିବେ
- ସବୁଯାକ ପ୍ରକଳ୍ପର ଅଧୁନାତନ ସ୍ଥିତି ଓ ଆଗାମୀ ଯୋଜନା/ General status of overall projects and future initiatives
ଆୟୋଜନ କରୁଛନ୍ତି (Organizers)
[ସମ୍ପାଦନା]ଭାଗନେଉଛନ୍ତି (Participants)
[ସମ୍ପାଦନା]ଯଦି ଆପଣଙ୍କର ବ୍ୟବହାରକାରୀ ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ନାଆଁ ଲେଖାଇଥିଲେ (Signed up)
[ସମ୍ପାଦନା]ଶୁଭେଚ୍ଛା (Best wishes)
[ସମ୍ପାଦନା]ବିବରଣୀ
[ସମ୍ପାଦନା]ଦୀର୍ଘ ଚାରି ମାସର ବ୍ୟବଧାର ପରେ କଟକରେ ଉଇକିମେଳି ଅନୁଷ୍ଠିତ ହେଉଥିବାରୁ ଅଧିକ ସଂଖ୍ୟାରେ ଓକିଆଳି ଓ ଆଗ୍ରହୀ ବ୍ୟକ୍ତି ଯୋଗଦେବେ ବୋଲି ଆଶା କରାଯାଇଥିଲା । ଫେସବୁକ ପୃଷ୍ଠାରେ ମଧ୍ୟ ୨୭ଜଣ ଯୋଗଦେବା ନିମନ୍ତେ ନିଶ୍ଚିତ କରିଥିବା ବେଳେ ଆଉ ୧୬ଜଣ ଯୋଗଦେବାର ସମ୍ଭାବନା ଥିଲା । ଉକିକିମେଳିରେ ସର୍ବମୋଟ ଛଅ ଜଣ ଯୋଗଦେଇଥିଲେ । ଯୋଗଦାନକାରୀଙ୍କ ମଧ୍ୟରୁ ଡାକ୍ତର ସୁବାସ ଚନ୍ଦ୍ର ରାଉତ ଓ ଶ୍ରୀ ଶିତିକଣ୍ଠ ଦାଶ ପ୍ରଥମଥର ନିମନ୍ତେ ଏକ ଉଇକିମେଳିରେ ଯୋଗଦେଇଥିଲେ ।
ଖବରରେ (In News)
[ସମ୍ପାଦନା]ଫେସବୁକ (Facebook)
[ସମ୍ପାଦନା]- ଏହିସବୁ କଥାର ତାଜାଖବର ଫେସବୁକରେ/ Find the updates in facebook at ଫେସବୁକରେ ତାଜା ଖବର
ଟ୍ଵିଟ୍ଟର (Twitter)
[ସମ୍ପାଦନା]- Tweet with #WPMHYD1 twitter hashtag ଟୁଇଟରରେ ଏହି କରମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)
ଫଟ (Photos)
[ସମ୍ପାଦନା]ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Hyderabad Odia Workshop 29Sep2012