ଉଇକିପିଡ଼ିଆ:ଜନ୍ମତିଥି/୧୪
ଦେଖଣା
ବିବରଣୀ / ରିପୋର୍ଟ
ଇଥରପ୍ୟାଡ / Etherpad
ନିର୍ଘଣ୍ଟ
୪ ଜୁନ ୨୦୧୬, ଶନିବାର
| ସମୟ | ବିଷୟ | ନେତୃତ୍ଵ |
|---|---|---|
| ୦୯.୦୦-୧୦.୦୦ | ପଞ୍ଜିକରଣ | ଶୈଳେଶ ପଟ୍ଟନାୟକ |
| ୧୦.୦୧-୧୦.୧୫ | ଚିହ୍ନା ପରିଚୟ | |
| ୧୦.୧୬-୧୦.୩୦ | ପ୍ରାରମ୍ଭିକ ସୂଚନା | ମୃତ୍ୟୁଞ୍ଜୟ କର |
| ୧୦.୩୧-୧୧.୧୫ | ମୂଳନୀତି (ପାଞ୍ଚଟି ସ୍ତମ୍ଭ) | ସୁବାସ ଚନ୍ଦ୍ର ରାଉତ |
| ୧୧.୧୬-୧୨.୦୦ | ଉଇକିପିଡିଆ ପୃଷ୍ଠା ସଜା ବିବରଣୀ | ଜ୍ଞାନରଞ୍ଜନ ସାହୁ |
| ୧୨.୦୧- ୧୨.୪୫ | ପସନ୍ଦ | ମୃତ୍ୟୁଞ୍ଜୟ କର |
| ୧୨.୪୬-୦୨.୦୦ | ବିରତି | |
| ୦୨.୧୫-୦୩.୦୦ | ପ୍ରସଙ୍ଗ ଲେଖିବା ଶୈଳି | ମୃତ୍ୟୁଞ୍ଜୟ କର |
| ୦୩.୦୧-୦୩.୪୫ | ଆଧାର | ଆଦିତ୍ୟ ମହାର |
| ୦୩.୪୬-୦୪.୩୦ | ଛାଞ୍ଚ (ତଥ୍ୟପେଡ଼ି, ଯୋଗସୂତ୍ରପେଡ଼ି) | ଶିତିକଣ୍ଠ ଦାଶ |
| ୦୪.୩୦-୦୫.୦୦ | ବିରତି | |
| ୦୫.୦୦-୦୫.୪୫ | ଉଉକିମିଡ଼ିଆ କମନ୍ସ | ଶ୍ରୀକାନ୍ତ କେଡ଼ିଆ, ମୃତ୍ୟୁଞ୍ଜୟ କର |
| ୫.୪୫-୬.୩୦ | ଉଇକିଅଭିଧାନ | ଶିତିକଣ୍ଠ ଦାଶ |
| ୦୬.୩୦-୦୭.୧୫ | ଉଇକିପାଠାଗାର | ସୁବାସ ଚନ୍ଦ୍ର ରାଉତ |
| ୦୭.୧୫-୦୭.୪୫ | ଉଇକିକଥା | ମୃତ୍ୟୁଞ୍ଜୟ କର |
| ୦୭.୪୬-୦୮.୦୦ | ବିରତି | |
| ୦୮.୦୧-୦୯.୦୦ | ନୂଆ ଉଇକିଆଳିଙ୍କ ସମସ୍ୟା ସମାଧାନ | ସବୁ ପୁରୁଣା ଉଇକିଆଳି |
୫ ଜୁନ ୨୦୧୬, ରବିବାର
| ସମୟ | ବିଷୟ | ନେତୃତ୍ଵ |
|---|---|---|
| ୧୦.୦୦-୧୦.୪୫ | ଉଇକିଡାଟା | ମୃତ୍ୟୁଞ୍ଜୟ କର |
| ୧୦.୪୬-୧୧.୩୦ | ସୋସିଆଲ ମିଡ଼ିଆରେ ପ୍ରଚାର | ନିଷ୍ଠା ରଞ୍ଜନ ଦାଶ |
| ୧୧.୩୧-୧୨.୪୫ | ଗଣ ସମ୍ପାଦନା, ଅନୁବାଦ ପ୍ରତିଯୋଗିତା | ନିଷ୍ଠା ରଞ୍ଜନ ଦାଶ, ଶିତିକଣ୍ଠ ଦାଶ |
| ୧୨.୪୬-୦୨.୦୦ | ବିରତି | |
| ୦୨.୦୦-୦୪.୦୦ | କୋଠ ବୈଠକ | ଶୈଳେଶ ପଟ୍ଟନାୟକ |
| ୦୪.୦୦-୦୪.୪୫ | ସାଧରଣ ସଭା ପ୍ରସ୍ତୁତି | ସବୁ ଉଇକିଆଳି |
| ୦୫.୦୦-୦୭.୦୦ | ସାଧାରଣ ସଭା | |
- ନିଜ ଇଚ୍ଛା ମୁତାବକ ଜଣେ ସମସ୍ତ ବା ଯେକୌଣସି ଅଧିବେଶନରେ ଭାଗ ନେଇପାରିବେ ।
- ୪୫ ମିନିଟ ମଧ୍ୟରୁ ପ୍ରଥମ ୩୦ମିନିଟ ପ୍ରେଜେଣ୍ଟେସନ ନିମନ୍ତେ ଓ ଶେଷ ୧୫ମିନିଟ ପ୍ରଶ୍ନୋତ୍ତର ଓ ଆଲୋଚନା କରାଯିବ
- ଉଇକିଆଳିଙ୍କ ଆଗ୍ରହ ଅନୁସାରେ କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇପାରେ
ଯୋଗାଯୋଗ
- ଅବସ୍ଥିତି

ଇନଷ୍ଟଚ୍ୟୁଟ ଅନ ମ୍ୟାନେଜମେଣ୍ଟ ଅଫ ଆଗ୍ରିକଲଚୁରାଲ ଏକ୍ସଟେନସନ,
ସିରିପୁର, (ଓଇଉଏଟି ପାଖରେ)
ବରମୁଣ୍ଡା, ଭୁବନେଶ୍ୱର
ଫୋନ ନମ୍ବର:
- ଜ୍ଞାନରଞ୍ଜନ ସାହୁ (ଭୁବନେଶ୍ଵର, କେନ୍ଦ୍ରାପଡ଼ା):
- ଶୈଲେଶ ପଟ୍ଟନାୟକ (ଭୁବନେଶ୍ଵର): ୭୫୩୭୦୯୭୭୭୦
- ମୃତ୍ୟୁଞ୍ଜୟ କର (ଅନୁଗୁଳ/ନାଲକୋ, ଫୁଲବାଣୀ): ୯୪୩୭୧୧୨୩୭୧
odiawiki
gmail.com
/groups/OdiaWiki
@odiawiki
- ଏହି କାର୍ଯ୍ୟକ୍ରମର ପରିଚାଳନା ବାବଦରେ ଜାଣିବା, ଭାଗନେବା ଅଥବା ଗମନାଗମନ ପାଇଁ ସାହାଯ୍ୟ ଚାହୁଁଥିଲେ "/ପରିଚାଳନା" ପୃଷ୍ଠାଟି ଦେଖନ୍ତୁ ।
ଉଇକିମିଡ଼ିଆ କମନ୍ସରେ Odia_Wikipedia 14
ବାବଦରେ ମାଧ୍ୟମ ରହିଛି ।