ଉଇକିପିଡ଼ିଆ‌ରୁ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଓଡ଼ିଆ ବର୍ଣ୍ଣମାଳାର ୬ଷ୍ଠ ସ୍ୱର ବର୍ଣ୍ଣ । ଏହାର ନାମ "ହ୍ରସ୍ୱ ଋ" । ଏହାର ମାତ୍ରା " ୃ " ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ ।

ଉଚ୍ଚାରଣ[ସମ୍ପାଦନା]

ଏହାର ଉଚ୍ଚାରଣ ସ୍ଥାନ ଓଠ । ଏହାର ଉଚ୍ଚାରଣ କେବଳ ଓଡ଼ିଆରେ "ରୁ" ପରି । ଆଗରୁ ପ୍ରାକୃତରେ ଏହା ଉଭୟ ଭାବରେ ବ୍ୟବହାର ହେଉଥିବାର ଅପଭ୍ରଂଶ ଶବ୍ଦମାନଙ୍କରୁ ଜାଣିବାକୁ ମିଳିଥାଏ । ଯଥା ଘୃତ = ଘିଅ, ଗୃହସ୍ତ = ଗେରଥ/ଗେରସ୍ତ/ଗୁରସ୍ତ/ଗିରସ୍ତ, ମୃଗ = ମିରିଗ, ଶୃଗାଳ = ଶିଆଳ, କୃମି = କୁରୁମି, ମୃତକ = ମୂର୍ତ୍ତିକିଆ, କୃତ = କିଆ ଆଦିକୁ ସାଧାରଣ ଲୋକେ ଲେଖାରେରୁ ସ୍ଥାନରେ ଋ ଓ ଋ ସ୍ଥାନରେରୁ ବ୍ୟବହାର କରିଥାନ୍ତି।[୧]

ବ୍ୟବହାର[ସମ୍ପାଦନା]

ଦେଶଜ ଶବ୍ଦ[ସମ୍ପାଦନା]

ଅବ୍ୟୟ ପଦ[ସମ୍ପାଦନା]

  1. ଦୂରରେ ଥିବା ଲୋକର ଉତ୍ତର ଦେବା ଓ
  2. ହଠାତ ଭୟ
  3. ଆଶ୍ଚର୍ଯ୍ୟ
  4. ହଠାତ କ୍ଲେଶ
  5. ଶିଶୁଙ୍କୁ ନିଆଁ, ବିଛା ଦି ଦେଖାଇ ଭୟ ଦେଖାଇବା

ଋକାର (" ୃ ")[ସମ୍ପାଦନା]

ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆଯିବା ମାତ୍ରା । ଚାହାଳିରେ ଅବଧାନ ଏହାକୁ ବ ପୁଡ଼ିଆ କହନ୍ତି ।[୧]

କମ୍ପ୍ୟୁଟର କୋଡ଼[ସମ୍ପାଦନା]

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B0B ଓ "ଈକାର" (" ୀ ")ର କୋଡ଼ ହେଲା : 0B43[୨]

ଆଧାର[ସମ୍ପାଦନା]