ବ୍ୟବହାରକାରୀଙ୍କ ଆଲୋଚନା:MKar/ଅଭିଲେଖ ୬

Page contents not supported in other languages.
ଉଇକିପିଡ଼ିଆ‌ରୁ

ପୁରୁଣା ଆଲୋଚନା: ୨୦୧୧ | ୨୦୧୨ | ୨୦୧୩ | ୨୦୧୪ | ୨୦୧୫ | ୨୦୧୬ | ୨୦୧୭

Geographical Indications in India Edit-a-thon[ସମ୍ପାଦନା]

​Hello,

Sorry for writing in English
CIS-A2K is going to organize an edit-a-thon between 25 and 31 January this year. The aim of this edit-a-thon is creating and improving List of Geographical Indications in India related articles.

We welcome all of you to join this edit-a-thon.
Please see the event and add your name as a participant: meta:CIS-A2K/Events/Geographical Indications in India Edit-a-thon

Feel free to ask if you have question(s).
Regards. --Titodutta (ମୋ ଆଲୋଚନା) ୦୩:୨୭, ୨୩ ଜାନୁଆରୀ ୨୦୧୬ (IST)[reply]

Acknowledged. Thanks for the Initiative.--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୧୪, ୨୩ ଜାନୁଆରୀ ୨୦୧୬ (IST)[reply]

ମଧୁସୂଦନ କାନୁନଗୋ[ସମ୍ପାଦନା]

ମୃତ୍ୟୁଞ୍ଜୟ ଭାଇ, ମଧୁସୂଦନ କାନୁନଗୋ ଲେଖାରେ photo ଦେଖାଉନି । photo ଟି ଆସିଗଲେ ଭଲ ଲାଗନ୍ତା । ଟିକେ ଚେଷ୍ଟା କର ।--Subharajit Jena (ମୋ ଆଲୋଚନା) ୨୩:୧୨, ୨୩ ଜାନୁଆରୀ ୨୦୧୬ (IST)[reply]

 Done ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ନିମନ୍ତେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୦୦, ୨୪ ଜାନୁଆରୀ ୨୦୧୬ (IST)[reply]

ନିର୍ବାଚନ ମଣ୍ଡଳୀ ଛାଞ୍ଚ[ସମ୍ପାଦନା]

ମୃତ୍ୟୁଞ୍ଜୟ ଭାଇ, ଭୁବନେଶ୍ଵର ସେଣ୍ଟ୍ରାଲ (ମଧ୍ୟ) (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ଲେଖାଟି ଗଡ଼ବଡ଼ ହେଇଯାଇଛି । ଛାଞ୍ଚ ଭୁଲ ଦେଖଉଛି । ଟିକେ ଠିକ କରିଦିଅନ୍ତୁ ।--Subharajit Jena (ମୋ ଆଲୋଚନା) --Subharajit Jena (ମୋ ଆଲୋଚନା) ୧୭:୩୫, ୨ ମାର୍ଚ୍ଚ ୨୦୧୬ (IST) ୨୦୧୪ ନିର୍ବାଚନ ଫଳାଫଳ ଟେବୁଲ ଟିକୁ ଠିକ କରିଦିଅନ୍ତୁ । ତାକୁ ଓଡ଼ିଆ ମୁଁ କରିଦେବି ।[reply]

 Done ଦରକାରୀ ଛାଞ୍ଚ ଠିକ କରାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୦୪, ୧୨ ମାର୍ଚ୍ଚ ୨୦୧୬ (IST)[reply]

Please have a look at this message and share your opinion ଉଇକିପିଡ଼ିଆ:ଆଲୋଚନା_ସଭା#Policy_portal_improvement_project. --Titodutta (ମୋ ଆଲୋଚନା) ୦୨:୦୨, ୯ ମଇ ୨୦୧୬ (IST)[reply]

ଉଇକିପିଡ଼ିଆ ପୃଷ୍ଠାରେ ଛବି ଯୋଡ଼ିବା ପାଇଁ ଅନୁରୋଧ[ସମ୍ପାଦନା]

  • ଫଲ୍‌ସ ପଏଣ୍ଟ ପୃଷ୍ଠାରେ ନିମ୍ନ ୱେବ୍‌ସାଇଟ୍‌ରୁ ଛବିଟି ଯୋଡ଼ିବା ପାଇଁ ଅନୁରୋଧ ।
http://www.tribuneindia.com/2010/20100509/spectrum/main6.htm
☒N ଉଇକି ନୀତି ବିରୁଦ୍ଧ, (ମୂଳ ନୀତି: ମୁକ୍ତ ଭାବେ ଉପଲବ୍ଧ ଛବି ଅପଲୋଡ଼ ହେବାର ସମ୍ଭାବନା ଅଛି)
http://www.nandankanan.info/
☒N ଉଇକି ନୀତି ବିରୁଦ୍ଧ, (ମୂଳ ନୀତି: ଏହା ଅତି ପୁରୁଣା ପତ୍ରିକା ନୁହେଁ ଓ କମନ୍ସରେ ଛବି ଅଛି)
ପ୍ରିୟ ରାଜଶ୍ରୀ ପ୍ରଚଳିତ ଉଇକିନୀତି ଅନୁସାରେ ତୁମର ଅନୁରୋଧ ରକ୍ଷା କରିହେଉନି । ଅନ୍ୟ କାହାର (ଯେପରିକି କୌଣସି ୱେବସାଇଟ/ ପ୍ରକାଶକ/ ବ୍ୟକ୍ତିଙ୍କ) ସ୍ଵତ୍ତ୍ଵାଧିକାରରେ ଥିବା ଛବିଗୁଡ଼ିକୁ କମନ୍ସରେ ରଖାଯାଏ ନାହିଁ । ସ୍ଵତ୍ତ୍ଵାଧିକାର (copy right) ବାବଦରେ ଅଧିକ ଜାଣିବା ନିମନ୍ତେ ଭାରତରେ ପ୍ରଚଳିତ ସ୍ଵତ୍ତ୍ଵାଧିକାର ନିୟମ ପୃଷ୍ଠାଟି ଦେଖ । ଇଂରାଜୀ ଉଇକିରେ ପ୍ରଚଳିତ ନୀତି ଆଧାରରେ, ସ୍ଵତ୍ତ୍ଵାଧିକାରଯୁକ୍ତ ଛବି ଓଡ଼ିଆ ଉଇକିପିଡ଼ିଆରେ ଅପଲୋଡ଼ କରାଯାଏ (ସମସ୍ତେ ସମ୍ମତି ଦେଲେ, ଆଲୋଚନା କରି ଏଥିରେ ଅଳ୍ପକିଛି ବଦଳ କରାଯାଇପାରେ ।) । ଏବାବଦରେ ଅଧିକ ଆଲୋଚନା ଆସନ୍ତା ଉଇକି ଜନ୍ମଦିନ ପାଳନ ବେଳେ (୪ ଜୁନ ୨୦୧୬) କରାଯିବ ।
ସଦାବେଳେ କୌଣସି ଆଲୋଚନା ପୃଷ୍ଠାରେ କିଛି ଲେଖି ସାରିବା ପରେ (Edit Toolbar)ରେ ଥିବା ଦସ୍ତଖତ ଚିହ୍ନରେ କ୍ଲିକ କରି କିମ୍ବା ଚାରିଟି ଟିଲଡ଼େ ଚିହ୍ନ ~~~~ ଦେଇ ମତଟିକୁ ସାଇତିବାକୁ ଅନୁରୋଧ, ଏହାଫଳରେ ବ୍ୟବହାରକାରୀ ନାମ (ଦସ୍ତଖତ) ଓ ସମୟ ଆପେଆପେ ଆସିଯାଏ । ଓଡ଼ିଆ ଉଇକିପିଡ଼ିଆରେ ତୁମର ଅବଦାନ ନିମନ୍ତେ ତୁମକୁ ସାଧୁବାଦ ଜଣାଉଛି ଓ ଆଶା କରୁଛି ତୁମେ ତୁମ ଅବଦାନ ଜାରି ରଖି ଏହାକୁ ସମୃଦ୍ଧ କରି ଚାଲିବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୧୮, ୨୨ ମଇ ୨୦୧୬ (IST)[reply]
ଠିକ୍ ଅଛି ମୃତ୍ୟୁଞ୍ଜୟ ଭାଇ । ଧନ୍ୟବାଦ । --Rajalaxmi Mishra (ମୋ ଆଲୋଚନା) ୦୪:୫୧, ୨୨ ମଇ ୨୦୧୬ (IST)[reply]

ଛବି ଯୋଡ଼ିବା ପାଇଁ ଅନୁରୋଧ[ସମ୍ପାଦନା]

ଭାଇ ନମସ୍କାର !
http://www.internetdict.com/
ଉପରୋକ୍ତ ଲିଙ୍କ୍‌ରେ URL ସମ୍ପର୍କିତ ଏକ ଛବି ଅଛି । ଛବିଟିର ଲିଙ୍କ୍‌ଟି ହେଲା:
http://www.internetdict.com/wp-content/uploads/related_images/2016/01/21/what-is-url_3.jpg
ଯଦି ଛବିଟି copyright protected ହୋଇନଥାଏ, ତେବେ ଦୟା କରି ଏହାକୁ ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (Uniform Resource Locator) ପୃଷ୍ଠାଟିରେ ଯୋଡ଼ିଦେବେ । --Rajalaxmi Mishra (ମୋ ଆଲୋଚନା) ୨୧:୨୪, ୭ ଜୁନ ୨୦୧୬ (IST)[reply]

ସ୍ଵତ୍ତ୍ଵାଧିକାର ନ'ଥିବା ଛବି ତୁମେ (ଓ ଅନ୍ୟ ଯେକୌଣସି ଉଇକିଆଳି) ନିଜେ ଉଇକିକମନ୍ସରେ ଅପଲୋଡ଼ କରିପାରିବ । ସ୍ଵତ୍ତ୍ଵାଧିକାର ମୁକ୍ତ ଛବି ମିଳୁଥିବା କେତେକ ୱେବସାଇଟର ଠିକଣା ସ୍ଵତ୍ତ୍ଵାଧିକାର ନଥିବା ଛବି ଭଣ୍ଡାର ପୃଷ୍ଠାରେ ଦେଖିପାରିବ ।
'ୟୁନିଫର୍ମ ରିସୋର୍ସ ଲୋକେଟର' ପ୍ରସଙ୍ଗରେ ବ୍ୟବହାର ନିମନ୍ତେ ଆବଶ୍ୟକ ହେଉଥିବା ଭଳି କିଛି ଛବି ଉଇକିମିଡ଼ିଆ କମନ୍ସରେ ପୂର୍ବରୁ ଅଛି, ତେଣୁ ମୋ ମତରେ ଅନ୍ୟ ୱେବସାଇଟରୁ ନୂଆ ଛବି ଅପଲୋଡ଼ କରିବାର ଆବଶ୍ୟକତା ନାହିଁ । ତେବେ ମଲୟାଲମ ଉଇକି ୟୁଆରଏଲ (ଅପେରା)ମଲୟାଲମ ଉଇକି ୟୁଆରଏଲ (ଫାୟାରଫକ୍ସ) ଭଳି ଓଡ଼ିଆ ଉଇକିପିଡ଼ିଆର ଗୋଟିଏ ୟୁଆରଏଲ (ଫାୟାରଫକ୍ସ) ଛବି ଅପଲୋଡ଼ କରି ବ୍ୟବହାର କଲେ ମୋ ମତରେ ଭଲ ହେବ ।
ସେହିଭଳି ଛବି ଅପଲୋଡ଼ କରିବା ଓ ପ୍ରସଙ୍ଗରେ ଯୋଡ଼ିବା କାମ ତୁମେ ନିଜେ କରିପାରିବ ବୋଲି ମୋର ବିଶ୍ଵାସ, କିଛି ଅସୁବିଧା ହେଲେ ଜଣାଇବା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୫୦, ୮ ଜୁନ ୨୦୧୬ (IST)[reply]
ଉଇକିମିଡିଆ କମନ୍ସ୍‌ରେ ସଠିକ୍ ନାମରେ ସର୍ଚ୍ କରିନଥିବାରୁ ମୁଁ ଛବି ପାଇପାରି ନ ଥିଲି । ତ‌ଥ୍ୟଗୁଡ଼ିକ ପାଇଁ ଧନ୍ୟବାଦ ଭାଇ । --Rajalaxmi Mishra (ମୋ ଆଲୋଚନା) ୧୯:୩୮, ୮ ଜୁନ ୨୦୧୬ (IST)[reply]

ପତ୍ରିକା ବାବଦରେ[ସମ୍ପାଦନା]

  • ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଉଇକିଆଳିଙ୍କ ନାମ ପୂର୍ବରୁ ସୁଶ୍ରୀ, ଶ୍ରୀମାନ ପ୍ରଭୃତି ଲାଗିବ ନା ନାହିଁ ।
  • ପ୍ରତି ମାସରେ କେତେ ଜଣ ନୂଆ ଉଇକିଆଳି ଯୋଗ ଦେଲେ ତଥା କେତୋଟି ନୂଆ ପ୍ରସଙ୍ଗ ଗଢାଗଲା ବା ଛବି ଅପଲୋଡ ହେଲା, ତାହା କିପରି ଜାଣିହେବ ।--Abha S Pradhan (ମୋ ଆଲୋଚନା) ୦୫:୦୦, ୫ ଜୁଲାଇ ୨୦୧୬ (IST)[reply]

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଅନୁବାଦରେ ଓଡ଼ିଆ ଓ ପ୍ରସଙ୍ଗ ସଂଖ୍ୟା[ସମ୍ପାଦନା]

ପ୍ରିୟ ବନ୍ଧୁ କର ବାବୁ , ସମସ୍ତ ଉଇକିଆଳି ବନ୍ଧୁ ମାନଙ୍କୁ ମୋର ଅଭିନନ୍ଦନ । ଭଗବାନଙ୍କ କୃପାରୁ ଆଜି ଓଡ଼ିଆ ଉଇକିପିଡ଼ିଆରେ ୧୦୦ ତମ ଅନୁବାଦ ଭାବରେ 'ସୁଦାମା' ସ୍ଥାନିତ ହେଲା ଏବଂ ଗତ ୧୦ ଦିନ ମଧ୍ୟରେ ନୂତନ ଅନୁବାଦ ସାରଣୀରେ ଓଡ଼ିଆ ଭାଷା ପ୍ରାୟ ୧୧ ଟି ସ୍ଥାନ ର ଉନ୍ନତି ଘଟେଇ ସରିଲାଣି । ଗତ ସପ୍ତାହର ପରିସଙ୍ଖ୍ୟନ ଅନୁସାରେ ସମସ୍ତ ଭାଷାର ଅନୁବାଦ ସଂଖ୍ୟାରେ -୦୪ % ପରିବର୍ତନ ହେଇଥିବା ବେଳେ ଓଡ଼ିଆରେ ତାହା +୩୬% ପରିବର୍ଦ୍ଧନ ହେଇଥିବା ନିଶ୍ଚୟ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଉଦ୍ୟମ ଜାରି ରହୁ । ସମସ୍ତ ସକ୍ରିୟ ଉଇକିଆଳି ମାନଙ୍କ ସହଯୋଗ ଓ ସମ୍ପାଦକ ମାନଙ୍କ ଦିଗଦର୍ଶନ ଦେବା ଜାରି ରହୁ । Susant purohit (ମୋ ଆଲୋଚନା) ୧୨:୧୫, ୨୭ ସେପ୍ଟେମ୍ବର ୨୦୧୬ (IST)[reply]

ସାର ନମସ୍କାର, ସର୍ବପ୍ରଥମେ ଓଡ଼ିଆ ଉଇକିପିଡ଼ିଆରେ ଯୋଗ ଦେଇ ଅବଦାନ ଜାରି ରଖିଥିବାରୁ ସାଧୁବାଦ । ଠିକ ସମାନ ପରିସ୍ଥିତି ଦେଇ ଗତି କରିଥିବାରୁ ମୁଁ ଆପଣଙ୍କ ଖୁସି ବୁଝିପାରୁଛି । ତେବେ ବ୍ୟକ୍ତିଗତ ଭାବେ ଆରମ୍ଭର କିଛିମାସ ପରଠାରୁ ପ୍ରସଙ୍ଗ ସଂଖ୍ୟା ନେଇ ମୁଁ ପୂର୍ବଭଳି ରୋମାଞ୍ଚିତ ବା ଆଗ୍ରହୀ ହେଇପାରୁନି । ଅନେକ ପୁରୁଖା ଉଇକିଆଳି, ମୋ ଭଳି ପ୍ରସଙ୍ଗ ସଂଖ୍ୟା ବଦଳରେ ପ୍ରସଙ୍ଗର ଗୁଣାତ୍ମକ ମାନକୁ ଗୁରୁତ୍ଵ ଦିଅନ୍ତି । ମୋର ଦୃଢ଼ ବିଶ୍ଵାସ ଆଉ କିଛିଦିନ ପରେ ଆପଣ ମଧ୍ୟ ଏପରି ସଂଖ୍ୟା ବଦଳରେ ଗୁଣାତ୍ମକ ମାନକୁ ଗୁରୁତ୍ଵ ଦେବେ । ଏହାର ଅନେକ କାରଣ ରହିଛି, ଦେଖା-ସାକ୍ଷାତ ହେଲେ ସେ ବାବଦରେ ଆଲୋଚନା କରିବା ।
ଆପଣ ଜାଣିବାକୁ ଚାହିଁଛନ୍ତି ଆପଣ କରୁଥିବା ବଦଳ ଓ ଅନୁବାଦ ଅନ୍ୟମାନେ ଦେଖୁଛନ୍ତି କି ନାହିଁ ?
ଉତ୍ତର ହେଲା 'ହଁ' । ଆପଣ କରୁଥିବା ବଦଳ ଅନେକ ପୁରୁଖା ଉଇକିଆଳି ଦେଖୁଛନ୍ତି ଓ ନିଜ ନିଜର ସୁବିଧା ଅନୁସାରେ ସେସବୁକୁ ସଂଶୋଧନ ଓ ସମୃଦ୍ଧ କରୁଅଛନ୍ତି । ଆପଣ ପ୍ରଥମେ ତିଆରି କରିଥିବା ପ୍ରସଙ୍ଗ ବିନୋଦ ଚନ୍ଦ୍ର ନାୟକ ଦେଖିଲେ ଏହା ବୁଝିପାରିବେ ।
ଓଡ଼ିଆ ଉଇକି ନିମନ୍ତେ ନୂଆ ପ୍ରସଙ୍ଗ ତିଆରି ଯେତିକି ଦରକାରୀ, ଓଡ଼ିଶାର ଐତିହାସିକ କୀର୍ତିରାଜିକେଷ୍ଟୋ ମୁଖାର୍ଜୀ ଭଳି ଅଧାଗଢ଼ା ପ୍ରସଙ୍ଗ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ମଧ୍ୟ ସେତିକି ଦରକାରୀ । ବାକି ସବୁ ପରେ; ଆପଣଙ୍କ ଆଗ୍ରହ ଓ ଅବଦାନ ଏହିଭଳି ଥାଉ ଏହାହିଁ ମୋର କାମନା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୨, ୨୮ ସେପ୍ଟେମ୍ବର ୨୦୧୬ (IST)[reply]