ବ୍ୟବହାରକାରୀଙ୍କ ଆଲୋଚନା:Subharajit Jena

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Subharajit Jena, ଧନ୍ୟବାଦଶିତିକଣ୍ଠ (ଆଲୋଚନା) ୧୨:୫୨, ୨୩ ସେପ୍ଟେମ୍ବର ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--ଆଦିତ୍ୟ ମହାର (ଆଲୋଚନା) ୦୫:୧୮, ୨୧ ଅକ୍ଟୋବର ୨୦୧୫ (UTC)

A barnstar for you![ସମ୍ପାଦନା]

The Editor's Barnstar
ଶୁଭ୍ରଜିତ ଭାଇ, ଖୁବ କମ ଦିନରେ ତମ ଅବଦାନ ପାଇଁ ମୋ ତରଫରୁ ଏ ଛୋଟିଆ ଉପହାର, ଆଶାକରେ ଆଗକୁ ମଧ୍ୟ ଏମିତି ଅବଦାନ ନିଶ୍ଚୟ ଜାରି ରଖିବ :) ଆଦିତ୍ୟ ମହାର (ଆଲୋଚନା) ୦୪:୩୦, ୧୧ ଜାନୁଆରୀ ୨୦୧୬ (UTC)

ଧନ୍ୟବାଦ ଆଦିତ୍ୟ ଭାଇ--Subharajit Jena (ମୋ ଆଲୋଚନା) ୨୨:୫୩, ୧୧ ଜାନୁଆରୀ ୨୦୧୬ (IST)[reply]

ଦରକାରୀ ଲେଖାର ତାଲିକା[ସମ୍ପାଦନା]

ହୁଏତ ଏହି ତାଲିକା ଉଇକିପିଡ଼ିଆ:ଦରକାରୀ ଲେଖାର ତାଲିକା ତୁମ କାମରେ ଆସିପାରେ :) --ଶିତିକଣ୍ଠ (ଆଲୋଚନା) ୨୩:୨୪, ୨୨ ଜାନୁଆରୀ ୨୦୧୬ (IST)[reply]

Some kheer for you![ସମ୍ପାଦନା]

ଖିରୀ ଉପରେ ପ୍ରସଙ୍ଗ ଲେଖିଥିବାରୁ ଟିକିଏ ଖିରୀ ଖାଇନିଅ । :) -- ଶିତିକଣ୍ଠ (ଆଲୋଚନା) ୨୧:୩୫, ୨୬ ଜାନୁଆରୀ ୨୦୧୬ (IST)[reply]

ଯୋଡ଼ା ସମ୍ପାଦନା ଯେଉଁଠି, ତାକ ଧିନାଧିନ ସେଇଠି![ସମ୍ପାଦନା]

ଶୁଭ୍ର ବାବୁ, ଏକ ସଙ୍ଗେ ଆମେ ଏକା ଲେଖାଟି ସମ୍ପାଦନା କରୁଛୁ । ଟିକେ ସମୟ ଛାଡ଼ି ସମ୍ପାଦନା କଲେ ଭଲ ହେବ । ନହେଲେ ଜଣଙ୍କ ଲେଖା ଆଉ ଜଣଙ୍କ ଉପରେ ଚଢ଼ାପଡ଼ା ହୋଇଯିବ । ଆଉ ପରିଶ୍ରମ ବୃଥା ଯିବ । ମୁଁ ଟିକେ ଲେଖାଟା ସାରିଦେଲା ପରେ ତମେ ଯୋଡ଼ାଯୋଡ଼ି କଲେ ଚଳିବ? ଏକା ବାଗେ ବାକିମାନେ ବି କରିଲେ ଭଲ । ମାନେ ଯେବେ ଲେଖାଟିଏ ଜଣଙ୍କ ଦେଇ ଲେଖାଚାଲିଛି ବାକିମାନେ ସେତକ ସମୟ ଛାଡ଼ି ଦେଲେ ଭଲ । ତା' ପରେ ଭୁଲ ସୁଧରା ଆଦି କଲେ ଭଲ । ନହେଲେ ତମେ ଏତେ ପରିଶ୍ରମ କରି ଯୋଡ଼ିଥିବା ମୋ ଅଜାଣତରେ ବାହାରିଗଲା ।--ସୁଭାସିସ ପାଣିଗାହି (ଆଳାପ) ୧୧:୫୦, ୨୯ ଫେବୃଆରୀ ୨୦୧୬ (IST) ସୁଭାସିସ ଭାଇ ମୁଁ ଦେଖିନଥିଲି କି ଆପଣ ସମ୍ପାଦନା କରୁଛନ୍ତି ବୋଲି । ଅସୁବିଧା ପାଇଁ ଦୁଃଖିତ ।--Subharajit Jena (ମୋ ଆଲୋଚନା) ୧୧:୫୪, ୨୯ ଫେବୃଆରୀ ୨୦୧୬ (IST)[reply]

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)