ବ୍ୟବହାରକାରୀଙ୍କ ଆଲୋଚନା:MKar/ଅଭିଲେଖ ୩
This is an archive of past discussions. Do not edit the contents of this page. If you wish to start a new discussion or revive an old one, please do so on the current talk page. |
ଉଇକିପିଡ଼ିଆ:ଉଇକିପ୍ରକଳ୍ପ_ଓଡ଼ିଶାର_ସ୍ଥାନ ପାଇଁ ଛାଞ୍ଚ ତିଅରି
[ସମ୍ପାଦନା]http://or.wikipedia.org/s/1xm ଜୟ ଜଗନ୍ନାଥ ଭାଇ, ଆମ ଭୁବନେଶ୍ୱର ମେଳିରେ ଅନେକ କଥା ଭିତତରୁ ଯେଉଁ ମୂଳ କଥାଟି ଆଲୋଚନା ହେଲା ସେ ହେଉଛି ଉଇକିପିଡ଼ିଆ:ଉଇକିପ୍ରକଳ୍ପ_ଓଡ଼ିଶାର_ସ୍ଥାନ ମାଧ୍ୟମରେ ନୂଆ ପୁରୁଣା ଉଇକିଆଳି ସଭିଙ୍କୁ ଯୋଡ଼ି ଏ ବର୍ଷ ଶେଷ ସୁଦ୍ଧା ଓଡ଼ିଆ ଉଇକିପିଡ଼ିଆର ମୋଟ ପ୍ରସଙ୍ଗ ସଙ୍ଖ୍ୟା ୨୦୦୦୦ ରେ ପହଞ୍ଚାଇବା, ତମେ ଦେଖୁଥିବ ଅନେକେ କାମ ଆରମ୍ଭ କରିସାରିଲେଣି । ମୁଁ ସବିଶେଷ ଉଇକିପିଡ଼ିଆ:ଉଇକିପ୍ରକଳ୍ପ_ଓଡ଼ିଶାର_ସ୍ଥାନକୁ ଆଉଥରେ ତିଆରି କରି ଲେଖିବି । ତେବେ କିଛି ଛାଞ୍ଚ ତିଆରି କରିବାକୁ ପଡ଼ିବ । ଯାହାକୁ କପି କରି ଜଣେ ଜାଗାର ସବିଶେଷ ସବୁ ବଦଳାଇ ନୂଆ ପ୍ରସଙ୍ଗଟିଏ ସହଜରେ ତିଆରି ପାରିବ । ସର୍ବନିମ୍ନ ତଥ୍ୟ ଥିବା ଗୋଟେ ଏମିତି ଛାଞ୍ଚ ତିଆରି କରିପାରିବ କି ଗୋଟେ ଗାଁ ପାଇଁ ଯାହା ବାକି ଗାଁ ପାଇଁ ବି ବ୍ୟବହାର ହୋଇପାରିବ? ଏଥିରେ ତଥ୍ୟପେଡ଼ି (ଇନଫୋବକ୍ସ), ଅନ୍ତତ ଧାଡ଼ିଏ ସୂଚନା, ଆଧାରଟିଏ ଆଉ "ସମ୍ବନ୍ଧିତ ପ୍ରସଙ୍ଗ" (ଉଦାହରଣ: ନିମାପଡ଼ା)ରେ ଜିଲ୍ଲା, ପଞ୍ଚାୟତ, ପଞ୍ଚାୟତ ସମିତି, ଆଦି ଉପରେ ଥିବା ପ୍ରସଙ୍ଗକୁ ଲିଙ୍କ ତଥା ଶ୍ରେଣୀ ଓ ପରିଶେଷରେ ଜିଲ୍ଲା ଛାଞ୍ଚ ଥିବ । ମୁଁ ଟିକେ ଭଲଭାବେ ପ୍ରକଳ୍ପ ପୃଷ୍ଠାଟି ଗଢ଼ିଦେଲେ ତମ ତିଆରି ଛାଞ୍ଚଟି ଏଥିରେ ରଖିହେବ ଯାହା ଗୋଟେ ମାଙ୍କ ଛାଞ୍ଚ ଭାବେ ସବୁ ଗାଁ ପାଇଁ ବ୍ୟବହାର ହୋଇପାରିବ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୩:୨୬, ୨୦ ମାର୍ଚ୍ଚ ୨୦୧୩ (UTC)
- ନିଶ୍ଚିତ ଭାବେ ଚେଷ୍ଟା କରିବି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୧୨, ୨୦ ମାର୍ଚ୍ଚ ୨୦୧୩ (UTC)
- ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ"' ନାଁ ଟା ଟିକେ ବୋରିଙ୍ଗ ଶୁଭୁଛି, ମୋ ଗାଁ, ମୋ ସହର" ବା ସେମିତି କିଛି କ୍ରିଏଟିଭ ନାଁ ପାଇଁ ଆଲୋଚନା ଆରମ୍ଭ କର । ଆଉ ନାଁ ଛଡ଼ା ସମସ୍ତଙ୍କ ମତାମତ ପାଇଁ ଆଲୋଚନା ସଭାରେ ପ୍ରସ୍ତାବଟିଏ ବାଢ଼ । ଆଉ ତା ପରେ ପୁରା ଦମରେ କାମଟା ହାତକୁ ନେବା ;-) --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୦:୫୭, ୨୧ ମାର୍ଚ୍ଚ ୨୦୧୩ (UTC)
Novak Djokovic
[ସମ୍ପାଦନା]Hi, could you do an article about Serbian tennis player Novak Djokovic, en:Novak Djokovic.--Soundwaweserb (ମୋ ଆଲୋଚନା) ୦୨:୦୧, ୧୬ ଅପ୍ରେଲ ୨୦୧୩ (UTC)
- Article started by ଶିତିକଣ୍ଠ ଦାଶ.--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୮, ୨୧ ଅପ୍ରେଲ ୨୦୧୩ (UTC)
ନାମ ବାବଦରେ
[ସମ୍ପାଦନା]ଜୟ ଜଗନ୍ନାଥ ଭାଇ, ଷ୍ଟ୍ରୋକ ତଥା ଆଉ କିଛି ପ୍ରସଙ୍ଗରେ ବନାନ ବାବଦରେ ମୁଁ ପଚାରିଥିଲି, ନଜରରେ ପଡ଼ିନି ବୋଧେ? ;)
A2K କାର୍ଯ୍ୟପନ୍ଥା ଏପ୍ରିଲ ୨୦୧୩ - ଜୁନ ୨୦୧୪ରେ ତମ ମତାମତ ପାଇଁ ବି ଅପେକ୍ଷାରେ ରହିଲି । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୨୦:୦୯, ୨୨ ଅପ୍ରେଲ ୨୦୧୩ (UTC)
- ଜୟ ଜଗନ୍ନାଥ, ସ୍ଟ୍ରୋକ ପ୍ରସଙ୍ଗଟିକୁ ଆରମ୍ଭ କରି ଏପର୍ଯ୍ୟନ୍ତ ସର୍ବାଧିକ ତଥ୍ୟ ଯୋଡ଼ିଥିବା ସୁବାସ ସାରଙ୍କ ମତ ଅପେକ୍ଷାରେ ଥିଲି, ମୁଁ ଜାଣିବାରେ ସେ ତଥ୍ୟ ଯୋଡ଼ିବା ବେଳେ ବନାନ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇଥାନ୍ତି, ତେଣୁ ମତ ଦେଇନି ।
- ଓଡ଼ିଆ ଉଇକିପିଡ଼ିଆର ସମସ୍ତ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ପ୍ରତି ମୋର ସମର୍ଥନ ରହିଛି ଓ ରହିଥିବ । ବିଭିନ୍ନ କାରଣ ବଶତଃ ଇଚ୍ଛାଥିଲେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସମ୍ଭବ ହେଉନି । ତେବେ A2K କାର୍ଯ୍ୟପନ୍ଥା ବାବଦରେ ମୋର ସେଭଳି କିଛି ଉଲ୍ଲେଖଯୋଗ୍ୟ ମତ ନଥିବାରୁ ମୁଁ ମତାମତ ଦେଇନି :( --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୦୦, ୨୩ ଅପ୍ରେଲ ୨୦୧୩ (UTC)
ଧନ୍ୟବାଦ
[ସମ୍ପାଦନା]ଧନ୍ୟବାଦ ।--Tarun Kumar Pani (ମୋ ଆଲୋଚନା) ୦୮:୦୧, ୬ ଜୁଲାଇ ୨୦୧୩ (UTC)
ଗୋକୁଳାନନ୍ଦ ମହାପାତ୍ରଙ୍କ ତିରୋଧାନ ତାରିଖ
[ସମ୍ପାଦନା]ଜୟ ଜଗନ୍ନାଥ ଭାଇ,
ଗୋକୁଳାନନ୍ଦ ମହାପାତ୍ରଙ୍କ ତିରୋଧାନ ତାରିଖଟି ଦେଲି ଅଥଚ ଠିକରେ ଆସୁନାହିଁ, ଟିକେ ସଜାଡ଼ି ଦେବ କି? --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୩:୩୬, ୧୧ ଜୁଲାଇ ୨୦୧୩ (UTC)
- Done--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୫୬, ୧୧ ଜୁଲାଇ ୨୦୧୩ (UTC)