ବ୍ୟବହାରକାରୀଙ୍କ ଆଲୋଚନା:MKar/ଅଭିଲେଖ ୨

Page contents not supported in other languages.
ଉଇକିପିଡ଼ିଆ‌ରୁ

ଭୁବନେଶ୍ଵର କର୍ମଶାଳା ପୃଷ୍ଠା ତିଆରି କରିବା ପାଇଁ ଅନୁରୋଧ[ସମ୍ପାଦନା]

ଭାଇ, ଭୁବନେଶ୍ଵରରେ ଉତ୍କଳ ଦିବସ, ଦୟାକରି ଏପ୍ରିଲ ପହିଲା ସକାଳ ୧୦.୩୦ରେ ଉଇକି କର୍ମଶାଳା ପାଇଁ ପୃଷ୍ଠାଟିଏ ତିଆରି କରିଦେବ, ତଳେ ରହିଲା ଠିକଣା: Webrains Solutions Private Limited, Infocity, Near Gulf Club, Patia, Bhubaneswar - 751010 Odisha , India http://webrains.com

--ସୁଭାସିସପାଣିଗାହିମୋତେ କହିବେ କିଛି? ୧୦:୩୧, ୧୬ ମାର୍ଚ ୨୦୧୨ (UTC)

ଉଇକି କର୍ମଶାଳା ପୃଷ୍ଠାଟି ବର୍ତ୍ତମାନ ପ୍ରସ୍ତୁତ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୪୨, ୧୭ ମାର୍ଚ ୨୦୧୨ (UTC)

I have promoted you to admin for 1 year per the request on meta. Congratulations and thanks for helping fr33kman ୨୩:୦୩, ୯ ଏପ୍ରିଲ ୨୦୧୨ (UTC)

ଧନ୍ୟବାଦ (Thank You) --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୨୬, ୧୦ ଏପ୍ରିଲ ୨୦୧୨ (UTC)
ମୃୟ୍ତୁଞ୍ଜୟ ଭାଇଙ୍କୁ ନୂଆ ପରିଛାଙ୍କୁ ପାଇ ଆମ୍ଭେ ଅତି ଆନନ୍ଦିତ, ସାଦର ଅଭିନନ୍ଦନ :) --ସୁଭାସିସପାଣିଗାହିମୋତେ କହିବେ କିଛି? ୦୯:୦୬, ୧୦ ଏପ୍ରିଲ ୨୦୧୨ (UTC)
ଧନ୍ୟବାଦ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୪୩, ୧୦ ଏପ୍ରିଲ ୨୦୧୨ (UTC)
It has been brought to my attention that other admins here have permanent admin status. Therefore I has made you a perm admin also. You can ignore the abocve expiry date. Regards, 81.149.229.197 ୧୪:୩୭, ୧୫ ମେ ୨୦୧୨ (UTC)

ଆଉ ପ୍ରତିଦିନ ବଦଳିବାକୁ ପଡ଼ିବନି :-) -- ଅηsuмaη Talk ୧୧:୦୫, ୨୭ ଏପ୍ରିଲ ୨୦୧୨ (UTC)

ଶ୍ରେଣୀ ବିଭାଜନ[ସମ୍ପାଦନା]

ଶ୍ରେଣୀ ଅଧିକ ଯୋଡ଼ିବାର ଆବଶ୍ୟକତା ନାହିଁ । ଯେମିତିକି ଭଗବାନଙ୍କ ବେଶ, ପର୍ବ ପର୍ବାଣୀରେ "ହିନ୍ଦୁ ଧର୍ମ"; ଜିଲ୍ଲା ଓ ବ୍ୟକ୍ତିଙ୍କ ଲେଖାରେ "ଓଡ଼ିଶା"; ଜିଲ୍ଲାମାନଙ୍କରେ "ଜିଲା"; ଅଭିନେତା ଲେଖାରେ "ଓଡ଼ିଆ ସିନେମା" (ଉଦାହରଣ ଭାବେ ଦେଲି) ନ ଯୋଡ଼ି, 'ହିନ୍ଦୁ ଧର୍ମ' ଶ୍ରେଣୀକୁ 'ଜଗନ୍ନାଥ ଧର୍ମ' ଶ୍ରେଣୀରେ 'ଓଡ଼ିଆ ସିନେମା' ଶ୍ରେଣୀକୁ 'ଓଡ଼ିଆ କଥାଚିତ୍ର ଅଭିନେତା' ଶ୍ରେଣୀରେ 'ଜିଲା' ଶ୍ରେଣୀକୁ 'ଓଡ଼ିଶାର ଜିଲ୍ଲା' ଶ୍ରେଣୀରେ ଯୋଡ଼ା ଯିବା ଦରକାର । ଅଧିକ ଜାଣିବା ପାଇଁ Wikipedia:Categorization, Wikipedia:OvercategorizationWikipedia:FAQ/Categorization ଦେଖନ୍ତୁ । ଅନ୍ୟମାନଙ୍କୁ ବି ଜଣାଇବେ, ଏବେଠୁ ଧ୍ୟାନ ଦେଲେ ଭଲ ହେବ । :-) -- ଅଂଶୁମାନ ତାର ଯୋଡ଼ିବେ? ୨୧:୨୪, ୨୪ ଜୁନ ୨୦୧୨ (UTC)

ଧନ୍ୟବାଦ, ନିଶ୍ଚିତ ଭାବେ ଧ୍ୟାନ ଦେବି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୪୮, ୨୫ ଜୁନ ୨୦୧୨ (UTC)

ଶବ୍ଦ ପରିବର୍ତ୍ତନ[ସମ୍ପାଦନା]

ମାସେରୁ ଅଧିକ ସମୟ ବିତିଗଲାଣି; ତ ଅନ୍ତିମ ପରିଣାମ ରଖିଲି । -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୩, ୧୧ ଜୁଲାଇ ୨୦୧୨ (UTC)

ହିନ୍ଦୁ ଧର୍ମ ଛାଞ୍ଚ[ସମ୍ପାଦନା]

ହିନ୍ଦୁ ଧର୍ମ ଛାଞ୍ଚ ରେ କିଛି ସଂଶୋଧନ କରିବାକୁ ପଡ଼ିବ, ହିନ୍ଦୀ ଛାଞ୍ଚ [୧] ଅନୁସାରେ କଲେ ଭଲ ହୁଅନ୍ତା --ସୁକାନ୍ତ ସରକାର ୧୧:୩୮, ୧୦ ସେପ୍ଟେମ୍ବର ୨୦୧୨ (UTC)

ପ୍ରକୃତରେ ମୋର କାମ ସରିନଥିଲା, ବର୍ତ୍ତମାନ ମୁଁ {{ତିଆରି ଚାଲିଛି}} ଛାଞ୍ଚଟି ହଟାଇ ଦେଉଛି । ତମେ ନିଜ ପସନ୍ଦ ମୁତାବକ ବଦଳ କରିପାର, କିଛି ସାହାଯ୍ୟ ଦରକାର ହେଲେ ଜଣାଇବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୦୮, ୧୦ ସେପ୍ଟେମ୍ବର ୨୦୧୨ (UTC)

ବଛା ଛବିର ସଠିକ ଶ୍ରେଣୀ ନାମ[ସମ୍ପାଦନା]

ଭାଇ, ବଛା ଛବି ପାଇଁ ଏବେ ୪ଟି ଶ୍ରେଣୀ ରହିଛି । ଶ୍ରେଣୀ:ଉଇକିପିଡ଼ିଆର ବଛା ଛବି, ଶ୍ରେଣୀ:ବଛା ଛବି, ଶ୍ରେଣୀ:ସପ୍ତାହର ବଛା ଛବି, ଶ୍ରେଣୀ:ଉଇକିପିଡ଼ିଆର ଆଜିର ବଛା ଛବି । ପ୍ରଥମ ଦୁଇଟା ଭିତରୁ ଗୋଟିଏ ହଟାଇବାକୁ ହେବ, କେଉଣ୍ଟାକୁ? ଆଉ ଶେଷଟିକୁ କେବଳ 'ଆଜିର ବଛା ଛବି' କଲେ ମୋ ମତରେ ଭଲ ହୁଅନ୍ତା । କଣ କହୁଛନ୍ତି? -- ଅଂଶୁମାନ ତାର ଯୋଡ଼ିବେ? ୧୫:୩୧, ୧୨ ଅକ୍ଟୋବର ୨୦୧୨ (UTC)

ପ୍ରଥମ ଦୁଇଟିରୁ ଶ୍ରେଣୀ:ବଛା ଛବିଓ ଶେଷ ଦୁଇଟିରୁ ଶ୍ରେଣୀ:ସପ୍ତାହର ବଛା ଛବି (ବଛା ଲେଖା ନିମନ୍ତେ ଶ୍ରେଣୀ:ମାସର ବଛା ଲେଖା ଥିବାରୁ) ରଖିଲେ ଭଲ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୧୩, ୧୩ ଅକ୍ଟୋବର ୨୦୧୨ (UTC)

Bhai, when you import from other wikis, please de-select those two checkboxes, one for revision history, and another one for associated templates. Most of the templates already exist and few are updated after importing. If you import by selecting the second option "Include all templates", unnecessarily the associated templates get updated as it is in source wiki, which is not required and might need to be updated again according to our requirements. Please ask if you have any doubts. In a rush, my apology for the message in English. Thank you! -- ଅଂଶୁମାନ ତାର ଯୋଡ଼ିବେ? ୧୪:୧୭, ୧୭ ଅକ୍ଟୋବର ୨୦୧୨ (UTC)

ଜଣାଇଥିବାରୁ ଧନ୍ୟବାଦ, ଆଗକୁ ନିଶ୍ଚିତ ଭାବେ ଧ୍ୟାନ ଦେବି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୩୨, ୧୭ ଅକ୍ଟୋବର ୨୦୧୨ (UTC)

Transliteration[ସମ୍ପାଦନା]

Hi MKar, I've studied the en:Oriya alphabet and I'm lost. I try to translate for Wiktionary the English surname Conley (IPA: /kɒnlɪ/) that might start with a କ. Do you know how to translate this name? Cheers --ᐊᑭᕈᐊᕈᖅ (ମୋ ଆଲୋଚନା) ୦୨:୪୨, ୬ ନଭେମ୍ବର ୨୦୧୨ (UTC)

 added the oriya translation at Conley.--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୨୨, ୬ ନଭେମ୍ବର ୨୦୧୨ (UTC)

That was fast. Thank you so much. --ᐊᑭᕈᐊᕈᖅ (ମୋ ଆଲୋଚନା) ୧୪:୪୫, ୬ ନଭେମ୍ବର ୨୦୧୨ (UTC)

ସଂସ୍କରଣ ତୁଳନା (Rev Diff)[ସମ୍ପାଦନା]

ଭାଇ, ସଂସ୍କରଣ ତୁଳନା କରି ହେଉଛି ? -- ଅଂଶୁମାନ ତାର ଯୋଡ଼ିବେ? ୦୮:୨୩, ୧୮ ନଭେମ୍ବର ୨୦୧୨ (UTC)

ହେଉଛି, ବଣିଡୋମିନିକା ପ୍ରସଙ୍ଗରେ ଏହା ପରଖ କରି ଦେଖିଲି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୩୬, ୧୮ ନଭେମ୍ବର ୨୦୧୨ (UTC)
କେଉଁ ବ୍ରାଉଜରରେ ଦେଖିଥିଲେ ? OS କଣ ? ମୋର ସପ୍ତାହେ ହେବ ହେଉନି । -- ଅଂଶୁମାନ ତାର ଯୋଡ଼ିବେ?
ଫାୟାରଫକ୍ସ (ଓଡ଼ିଆ) ୧୬.୦.୧, ଉଇଣ୍ଡୋସ ୭ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୫୫, ୧୯ ନଭେମ୍ବର ୨୦୧୨ (UTC)
Windows 7, କୌଣସି ବ୍ରାଉଜରରେ ଆସୁନି! ଟିକେ ଅନ୍ୟମାନଙ୍କୁ ପଚାରନ୍ତୁ ନା ଆସୁଛି କି ନାହିଁ ? -- ଅଂଶୁମାନ ତାର ଯୋଡ଼ିବେ?
ଆଉଥରେ ଦେଖନ୍ତୁ ତ ଏଇଠି କ୍ଲିକ କରି । -- ଅଂଶୁମାନ ତାର ଯୋଡ଼ିବେ? ୦୯:୧୪, ୨୨ ନଭେମ୍ବର ୨୦୧୨ (UTC)
ଦୁଇଟି ସଂସ୍କରଣ ମଧ୍ୟରେ ଥିବା ପାର୍ଥକ୍ୟ ଦେଖାଉଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୩୮, ୨୨ ନଭେମ୍ବର ୨୦୧୨ (UTC)
ଆସୁନଥିଲା, ଦୁଇ ଦିନ ହେବ ଆସୁଛି  :-) । -- ଅଂଶୁମାନ ତାର ଯୋଡ଼ିବେ?

ଢେଙ୍କାନାଳ କର୍ମଶାଳା[ସମ୍ପାଦନା]

ଜ‌ୟ ଜଗନ୍ନାଥ ଭାଇ, ଢେଙ୍କାନାଳ କର୍ମଶାଳା କ‌ଥା କେତେଦୂର ଗଲା? --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୪:୧୧, ୧୨ ଡିସେମ୍ବର ୨୦୧୨ (UTC)

ଜୟ ଜଗନ୍ନାଥ, ଡିସେମ୍ବର ମାସ ପରିକ୍ଷା ଓ ତା'ପରେ ଛୁଟି ଥିବାରୁ ଏ ମାସରେ କର୍ମଶାଳା ସମ୍ଭବ ହେବନି । ଆସନ୍ତା ଜାନୁଆରୀ ମାସ ୮ତାରିଖ (ମଙ୍ଗଳବାର), ଅପରାହ୍ଣ ୦୨.୩୦ ଠାରୁ କର୍ମଶାଳା ଆୟୋଜନ ନିମନ୍ତେ ସମୟ ମିଳିଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୩୨, ୧୨ ଡିସେମ୍ବର ୨୦୧୨ (UTC)
ହେଉ ତାହେଲେ, ଉଇକିପିଡ଼ିଆ:ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପୃଷ୍ଠାରେ ଟିକେ ଅପଡେଟ କରିଦିଅ ଆଉ କର୍ମଶାଳା ପୃଷ୍ଠାଟି ଉଇକିରେ ତିଆରି କରି ଫେସବୁକ ଆଦିରେ ସେଆର କରିଦିଅ, ସଭିଏଁ ଯେମିତି ଜାଣିବେ । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୫:୧୬, ୧୨ ଡିସେମ୍ବର ୨୦୧୨ (UTC)