Jump to content

"ଆର୍ଯ୍ୟନ ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୨୩ କ ଧାଡ଼ି: ୨୩ କ ଧାଡ଼ି:

==ଅଭିନୟ ଜୀବନ==
==ଅଭିନୟ ଜୀବନ==
ଆର୍ଯ୍ୟନ ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ [[ନାନା ପାଟେକର]]ଙ୍କର ସହକାରୀ ଭାବରେ ଏକ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ସ‌ହ ସେ କିଛି ଚଳଚ୍ଚିତ୍ରର ସ‌ହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଆର୍ଯ୍ୟନ ଓଡ଼ିଆ ଆଲବମ୍‌ ଭିଡ଼ିଓରେ ମଧ୍ୟ ଅଭିନୟ କରିଥିଲେ । ସେ ସାଥିୟା, ପ୍ରେମରେ ତୋର ଦିଓ୍ଵାନ ହେଲି ଓ ମୋର ମାଆ ଆଦି ଆଲବମ୍‌ ଭିଡ଼ିଓରେ ଅଭିନୟ କରିଥିଲେ ।<ref name="ନୂଆ ନାୟକ ଆର୍ଯ୍ୟନ"/>
ଆର୍ଯ୍ୟନ ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ [[ନାନା ପାଟେକର]]ଙ୍କର ସହକାରୀ ଭାବରେ ଏକ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ ।<ref name="ଓଲିଉଡ ଜଗତରେ ଆଉ ଏକ ନୂଆ ମୁହଁ">{{cite news|title=ଓଲିଉଡ ଜଗତରେ ଆଉ ଏକ ନୂଆ ମୁହଁ, ଆଗାମୀ ଓଡିଆ ସିନେମା ଯୋଗୀରେ ସେ ମୁଖ୍ୟ ନାୟକ|url=http://enewsodia.com/a-new-face-in-ollywood-industry/|accessdate=1 November 2017|newspaper=E News ଓଡ଼ିଆ|date=28 October 2017}}</ref> ଏହି ସ‌ହ ସେ କିଛି ଚଳଚ୍ଚିତ୍ରର ସ‌ହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଆର୍ଯ୍ୟନ ଓଡ଼ିଆ ଆଲବମ୍‌ ଭିଡ଼ିଓରେ ମଧ୍ୟ ଅଭିନୟ କରିଥିଲେ । ସେ ସାଥିୟା, ପ୍ରେମରେ ତୋର ଦିଓ୍ଵାନ ହେଲି ଓ ମୋର ମାଆ ଆଦି ଆଲବମ୍‌ ଭିଡ଼ିଓରେ ଅଭିନୟ କରିଥିଲେ ।<ref name="ନୂଆ ନାୟକ ଆର୍ଯ୍ୟନ"/>

ଆର୍ଯ୍ୟନ ଓଡ଼ିଆ କଥାଚିତ୍ର [[ଯୋଗୀ (ଓଡ଼ିଆ କଥାଚିତ୍ର)|ଯୋଗୀ]] ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀଧର ମାର୍ଥା ଆର୍ଯ୍ୟନଙ୍କୁ ଫୋନ କରି ଚଳଚ୍ଚିତ୍ରଟିରେ ଅଭିନୟ ପାଇଁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ଆର୍ଯ୍ୟଙ୍କ ସ‌ହ ନିକିତା ଅଭିନୟ କରିଥିଲେ । ନିକିତା ପୂର୍ବରୁ ଶିଶୁ କଳାକାର ଭାବରେ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।<ref>{{cite news|title=ନବାଗତା ନିକିତା|url=http://samajaepaper.in/epaperimages/15102017/15102017-md-sn-8/14102017184425266.jpg|accessdate=15 October 2017|newspaper=[[ସମାଜ]]|date=15 October 2017}}</ref> [[ବିଜୟ ମହାନ୍ତି]], [[ମନୋଜ ମିଶ୍ର]], ସ୍ମିତା ମହାନ୍ତି, [[ହର ରଥ]], [[ଜୟୀରାମ ସାମଲ]], [[ଦେବୁ ବ୍ରହ୍ମା]], [[ଚକ୍ରଧର ଜେନା]], [[ରବି ମିଶ୍ର]], [[ହାଡୁ]], ଥିନ୍‌, ସୁମନ୍‌, [[ପ୍ରଜ୍ଞା ଖଟୁଆ]] ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।<ref name="ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚିତ୍ର">{{cite news|title=ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚିତ୍ର|url=https://www.wwgossip.com/2017/10/31/%E0%AC%8F%E0%AC%95-%E0%AC%A8%E0%AD%82%E0%AC%86-%E0%AC%B6%E0%AD%80%E0%AC%B0%E0%AD%8D%E0%AC%B7%E0%AC%95-%E0%AC%A8%E0%AD%82%E0%AC%86-%E0%AC%95%E0%AC%BE%E0%AC%B9%E0%AC%BE%E0%AC%A3%E0%AD%80-%E0%AC%A4/|accessdate=1 November 2017|newspaper=wwgossip|date=31 October 2017}}</ref>

୧୧:୫୪, ୧ ନଭେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଆର୍ଯ୍ୟନ ଦାଶ
ଜନ୍ମ
ଆର୍ଯ୍ୟନ ଦାଶ

ବୃତ୍ତିଅଭିନେତା

ଆର୍ଯ୍ୟନ ଦାଶ ଜଣେ ଓଡ଼ିଆ କଥାଚିତ୍ର ଏବଂ ହିନ୍ଦୀ ଥିଏଟର ଅଭିନେତା ।[] ଆର୍ଯ୍ୟନ ଅଭିନେତା ଅନୁପମ ଖେରଙ୍କ ସ‌ହ ଏକ ଥିଏଟରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ।[] ସେ ଓଡ଼ିଆ କଥାଚିତ୍ର ଜଗତରେ ଯୋଗୀ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଆର୍ଯ୍ୟନଙ୍କର ଘର ପୁରୀ ସ‌ହରରେ । ତାଙ୍କର ପିତା ଜଣେ ବାୟୁସେନା ଅଧିକାରୀ । ସେଥିପାଇଁ ସେ ମୁମ୍ବାଇରେ ଅବସ୍ଥାନ କରୁଛନ୍ତି । ଆର୍ଯ୍ୟନ ଏୟାର କ୍ରାଫ୍ଟ ଇଂଜିନିୟରିଂରେ ସ୍ନାତକ କରିଥିଲେ । ଏହାପରେ ସେ ମୁମ୍ବାଇର କିଶୋର ନମିତ୍‌ ଆକ୍ଟିଂ ଇନ୍‌ଷ୍ଟିଚ୍ୟୁଟରେ ଯୋଗ ଦେଇଥିଲେ । ସେଠାରେ ସେ ଅଭିନୟ ଶିକ୍ଷା କରିଥିଲେ । ଏହାପରେ ସେ ଅଭିନେତା ଅନୁପମ ଖେରଙ୍କ ସ‌ହ ଏକ ଥିଏଟରରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ଆର୍ଯ୍ୟନ ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ନାନା ପାଟେକରଙ୍କର ସହକାରୀ ଭାବରେ ଏକ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ ।[] ଏହି ସ‌ହ ସେ କିଛି ଚଳଚ୍ଚିତ୍ରର ସ‌ହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଆର୍ଯ୍ୟନ ଓଡ଼ିଆ ଆଲବମ୍‌ ଭିଡ଼ିଓରେ ମଧ୍ୟ ଅଭିନୟ କରିଥିଲେ । ସେ ସାଥିୟା, ପ୍ରେମରେ ତୋର ଦିଓ୍ଵାନ ହେଲି ଓ ମୋର ମାଆ ଆଦି ଆଲବମ୍‌ ଭିଡ଼ିଓରେ ଅଭିନୟ କରିଥିଲେ ।[]

ଆର୍ଯ୍ୟନ ଓଡ଼ିଆ କଥାଚିତ୍ର ଯୋଗୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀଧର ମାର୍ଥା ଆର୍ଯ୍ୟନଙ୍କୁ ଫୋନ କରି ଚଳଚ୍ଚିତ୍ରଟିରେ ଅଭିନୟ ପାଇଁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ଆର୍ଯ୍ୟଙ୍କ ସ‌ହ ନିକିତା ଅଭିନୟ କରିଥିଲେ । ନିକିତା ପୂର୍ବରୁ ଶିଶୁ କଳାକାର ଭାବରେ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[] ବିଜୟ ମହାନ୍ତି, ମନୋଜ ମିଶ୍ର, ସ୍ମିତା ମହାନ୍ତି, ହର ରଥ, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ଚକ୍ରଧର ଜେନା, ରବି ମିଶ୍ର, ହାଡୁ, ଥିନ୍‌, ସୁମନ୍‌, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[]

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୧୮ ଯୋଗୀ ନିରଞ୍ଜନ ବେହେରା ପ୍ରଭୁ ପ୍ରଥମ ଓଡ଼ିଆ କଥାଚିତ୍ର

ଆଧାର

  1. "ଓଲିଉଡରେ ପ୍ରବେଶ କରିବେ ଆଉ ଜଣେ ନୂଆ ନାୟକ : ଫିଲ୍ମ 'ଯୋଗୀ'ରେ ଆସିବେ ନଜର". କନକ ନ୍ୟୁଜ. 27 October 2017. Retrieved 1 November 2017.
  2. ୨.୦ ୨.୧ "ଚିହ୍ନନ୍ତୁ ଓଡ଼ିଆ ସିନେମା 'ଯୋଗୀ'ର ନୂଆ ନାୟକ ଆର୍ଯ୍ୟନଙ୍କୁ". sambad.in. 27 October 2017. Retrieved 1 November 2017.
  3. "ଓଲିଉଡ ଜଗତରେ ଆଉ ଏକ ନୂଆ ମୁହଁ, ଆଗାମୀ ଓଡିଆ ସିନେମା ଯୋଗୀରେ ସେ ମୁଖ୍ୟ ନାୟକ". E News ଓଡ଼ିଆ. 28 October 2017. Retrieved 1 November 2017.
  4. "ନବାଗତା ନିକିତା". ସମାଜ. 15 October 2017. Retrieved 15 October 2017.
  5. "ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚିତ୍ର". wwgossip. 31 October 2017. Retrieved 1 November 2017.

ବାହାର ଆଧାର