ନାନା ପାଟେକର

ଉଇକିପିଡ଼ିଆ‌ରୁ

ବିଶ୍ୱନାଥ ନାନା ପାଟେକର ( ଜନ୍ମ ୧ ଜାନୁୟାରୀ ୧୯୫୧ ) ଜଣେ ଭାରତୀୟ ଅଭିନେତା , ଲେଖକ ଓ ଫିଲ୍ମ ନିର୍ମାତା । 


ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ବିଶ୍ୱନାଥ ନାନା ପାଟେକରଙ୍କ  ଜନ୍ମ ୧, ଜାନୁୟାରୀ ୧୯୫୧ରେ ମହାରାଷ୍ଟ୍ର ମୁରାଦ ଜିଲ୍ଲାରେ ହେଇଥିଲା । ତାଙ୍କ ପିତା ଦିନକର ପାଟେକର ଜଣେ କାର୍ପାସ ବ୍ୟବସାୟୀ ଥିଲେ । ମୁମ୍ବାଇର  ଜେ॰ଜେ ॰ ଇନ୍ସଟିଟିଉଟରେ  ବ୍ୟବହାରିକ କଳା ( Applied Art )ରେ ପଢ଼ି ଥିବା ନାନା, ନୀଳକାନ୍ତି ପଟେକରଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁତ୍ର ସନ୍ତାନ ମଧ୍ୟ ଅଛି । ତେବେ ପରେ ତାଙ୍କର ବିବାହ ବିଚ୍ଛେଦ ହେଇଥିଲା । 

ନାନା ପାଟେକର

ଫିଲ୍ମ ଅଭିନୟ ଜୀବନ [ସମ୍ପାଦନା]

ନାନା ପାଟେକର ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରନ୍ତି  । ଏପରିକି ଖଳନାୟକର ଭୂମିକା ଭି ସେ ଅଭିନୟ କରିଛନ୍ତି । ହିନ୍ଦୀ ଛଡା ସେ ଅନେକ ମରାଠି ଫିଲ୍ମରେ ଭି ଅଭିନୟ କରିଛନ୍ତି ।ତାଙ୍କର ଫିଲ୍ମ 'ଗମନ' , 'ପ୍ରତିଘାତ', 'ମୋହରେ', 'ସାଲାମ ବମ୍ବେ' ଖୁବ ଲୋକପ୍ରିୟ । ଖଳନାୟକ ଭୂମିକାରେ ସେ 'ପରିନ୍ଦା'ରେ ଅଭିନୟ କରି 'ଜାତୀୟ ଫିଲ୍ମ ପୁରସ୍କାର' ଲାଭ କରିଥିଲେ ।  

ସେ ଖେଳ କୁଦରେ ମଧ୍ୟ ପାରଦର୍ଶିତା ଲାଭ କରିଥିଲେ । ରାଇଫଲ ଶୁଟିଙ୍ଗରେ ତାଙ୍କର ରୁଚି ରହିଛି । ଏଥିରେ ସେ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ମଧ୍ୟ ଯୋଗଦାନ କରିଛନ୍ତି ।

ଗାୟକ ହିସାବରେ ନାନା [ସମ୍ପାଦନା]

ନାନା ପାଟେକାର ଫିଲ୍ମ 'ଜସବନ୍ତ' , 'ବାଜୁଦ'ଓ 'ଆଞ୍ଚ'ରେ ଗୀତ ମଧ୍ୟ ଗାଇଥିଲେ । 

ଫିଲ୍ମ ନିର୍ଦ୍ଦେଶନା [ସମ୍ପାଦନା]

ନାନା ପାଟେକର 'ପ୍ରହାର' ନାମକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।'ପ୍ରହାର ' ଏକ ସାଧାରଣ ଧାରା ଚଳଚ୍ଚିତ୍ର ନ ହେଇ ଏକ ନୂଆ ଧାରାର ଚିତ୍ର ଭାବରେ ବହୁଳ ଆଦୃତ ହେଇଥିଲା ।

ପୁରସ୍କାର ଓ ସମ୍ମାନ [ସମ୍ପାଦନା]

ଭାରତର ୪ତମ ଶ୍ରେଷ୍ଠ ନାଗରିକ ସମ୍ମାନ 'ପଦ୍ମଶ୍ରୀ '
  • ନାନା ତାଙ୍କ ଅଭିନୟ ପାଇଁ ପଦ୍ମଶ୍ରୀ ଉପାଧି ପାଇଥିଲେ ୨୦୧୩ ରେ 
  • ଫିଲ୍ମ ଫେୟାର ପୁରସ୍କାର ସେ ଶ୍ରେଷ୍ଠ ଅଭିନେତା , ଖଲାଭିନେତା , ସହ ଅଭିନେତା ସବୁ ବିଭାଗ ପାଇଁ ହାସଲ କରିଛନ୍ତି । 
Award Film Year Status
  • ଜାତୀୟ ପୁରସ୍କାର ସମୂହ
National Film Award for Best Supporting Actor Parinda 1990
National Film Award for Best Actor Krantiveer 1995
National Film Award for Best Supporting Actor Agni Sakshi 1997
  • ଫିଲ୍ମଫେୟାର ପୁରସ୍କାର ସମୂହ
Filmfare Best Supporting Actor Award Andha Yudh 1989
Filmfare Best Supporting Actor Award Parinda 1990
Filmfare Best Villain Award Angaar 1992
Filmfare Best Supporting Actor Award Raju Ban Gaya Gentleman 1993
Filmfare Best Supporting Actor Award Tirangaa 1994
Filmfare Best Actor Award Krantiveer 1995
Filmfare Best Villain Award Shakti: The Power 2003
Filmfare Best Villain Award Apaharan 2006
Filmfare Best Supporting Actor Award Raajneeti 2011
  • ଷ୍ଟାର ପୁରସ୍କାର ସମୂହ
Star Screen Award Best Actor Krantiveer 1995
Star Screen Award Best Villain Apaharan 2006
  • Bengal Film Journalists' Association Awards
Bengal Film Journalists' Association - Best Actor Award (Hindi) Ab Tak Chhappan 2004
  • ଜି ସିନେ ପୁରସ୍କାର
Zee Cine Award for Best Actor (Marathi) Natsamrat 2015

ଫିଲ୍ମୋଗ୍ରାଫୀ [ସମ୍ପାଦନା]

ନିର୍ଦ୍ଦେଶକ ଭାବେ 
Year Film
୧୯୯୧ Prahaar: The Final Attack
ଅଭିନେତା ଭାବେ 
Year Film Role Notes
1978 Gaman Vasu
1979 Sinhasan Marathi film
1980 Bhalu Marathi film
1982 Raghu Maina Marathi film
1983 Savitri Marathi film
1984 Aaj Ki Awaaz Jagmohandas
1985 Gad Jejuri Jejuri Marathi film
1986 Ankush Ravindra Kelkar 'Ravi'
Lord Mountbatten: The Last Viceroy Nathuram Godse
Maaficha Sakshidar Rajendra Jakkal Marathi film

based on Joshi-Abhyankar serial murders

Phansi Ka Phanda Raghvendra
1987 Sutradhar Kumar
Mohre Abdul
Andhaa Yudh S.P. Suhas Dandekar
Pratighaat Ex-Constable Karamveer
1988 Trishagni
Salaam Bombay! Baba
1990s Jungle Book Shōnen Mowgli (Hindi) Shere Khan (Voice)
1990 Parinda Anna Seth
Thodasa Roomani Ho Jaayen Natwarlal aka Dhrushtadyumna Padmanabh

Prajapati Neelkant Dhumketu Barish Kar

1991 Prahaar: The Final Attack Major Chauhan
Disha Vasant D. Mandre
Diksha Koga Pandit
1992 Tirangaa Shivajirao Wagle
Raju Ban Gaya Gentleman Jai
Angaar Majid Khan
1994 Krantiveer Pratap Narayan Tilak
Abhay Ghost
1995 Hum Dono Vishal Saigal
1996 Agni Sakshi Vishwanath
Khamoshi: The Musical Joseph Braganza
1997 Ghulam-E-Mustafa Ghulam-E-Mustafa
Yeshwant Yeshwant Lohar
1998 Yugpurush: A Man Who Comes Just Once in a Way Anirudh
Wajood Malhar Gopaldas Agnihotri/Col. Latti
1999 Hu Tu Tu Bhau
Kohram Maj. Ajit Arya
2000 Gang Abdul
Tarkieb CBI Inspector Jasraj Patel
2002 Vadh Dr. Arjun Singh
Shakti: The Power Narasimha
2003 Bhoot Inspector Liyaqat Qureshi
Darna Mana Hai John Rodrigues
Aanch Mahadev
2004 Ab Tak Chhappan Inspector Sadhu Agashe
2005 Apaharan Tabrez Alam
Pak Pak Pakaak Bhutya Marathi film
Bluffmaster! Chandru Parekh
2006 Taxi No. 9211 Raghav Shastri
2007 Hattrick Doctor
Dus Kahaniyaan Man Carrying balloons for dead wife in the story "Gubbare"
Welcome Don Uday Shetty
Yatra Dasrath Joglekar
The Pool Bunglow Owner
2008 Ek: The Power of One CBI Officer Rane
Bommalattam Film Director Tamil Film
2009 Horn 'Ok' Pleassss Govinda
2010 Paathshaala Principal Aditya Sahay
Raajneeti Brij Gopal
Tum Milo Toh Sahi Subramanium
Yaksha Police Officer Kannada Film
2011 Shagird Hanumant Singh
Deool Bhau Galande Marathi film
2012 Kamaal Dhamaal Malamaal brother
2013 The Attacks of 26/11 Rakesh Maria, Joint Commissioner of Police (Crime).
It's My Life Businessman
Hungame Pe Hungama Jigar Bhaiya
2014 Dr. Prakash Baba Amte: The Real Hero Dr. Prakash Amte Marathi film
Yashwantrao Chavan– Bakhar Eka Vaadalaachi Pratap Deshmukh Marathi film
2015 Ab Tak Chhappan 2 Inspector Sadhu Agashe
Welcome Back Uday Shetty
2016 Natsamrat Ganpatrao Ramchandra Belwalkar Marathi film
The Jungle Book (Hindi) Shere Khan (Voice)
Tadka (film) Tukaram Hindi film

ଦାତବ୍ୟତା ଓ ସମାଜସେବା  [ସମ୍ପାଦନା]

 ସରଲ ଓ ନିରାଡମ୍ବର ଜୀବନ ଜାପନ କରୁଥିବା ନାନା ପାଟେକର ବହୁତ ସମାଜସେବା କାର୍ଯ୍ୟ ମଧ୍ୟ କରିଥାନ୍ତି ।ଦେଶର ଲୌଣସି ଅଞ୍ଚଳରେ ପ୍ରକୃତିକ ଦୁର୍ବିପାକ ହେଲେ ନାନା ନିଜ ସାଧ୍ୟ ମତେ ସହାୟତା କରିଥାନ୍ତି । ସେ ବିହାର ବନ୍ୟା ପରେ ପୁନର୍ନିର୍ମାଣ ପାଇଁ ଅର୍ଥ ଦାନ କରିଥିଲେ । ସେ ତାଙ୍କର ରାଜ କପୁର ପୁରସ୍କାର ପାଇଁ ପାଇଥିବା ୧୦ ଲକ୍ଷ୍ ତାଙ୍କ ମଧ୍ୟ ମହାରାଷ୍ଟ୍ର ବନ୍ୟା ବିପିଡୀତଙ୍କ ପାଇଁ ଦାନ କରିଥିଲେ. ।


References[ସମ୍ପାଦନା]

External links[ସମ୍ପାଦନା]