ଜଗନ୍ନାଥ ମନ୍ଦିର, ଚେନ୍ନାଇ
ଦେଖଣା
ଜଗନ୍ନାଥ ମନ୍ଦିର ଭାରତର ତାମିଲନାଡୁ ରାଜ୍ୟରେ ଥିବା ଚେନ୍ନାଇ ନଗରରେ ଅବସ୍ଥିତ ଏକ ମନ୍ଦିର। ଏହା କାନାତୁର ନାମକ ସ୍ଥାନରେ ସମୁଦ୍ର କୂଳରେ ଅବସ୍ଥିତ। ଏହି ମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀ ପୂଜା ପାଆନ୍ତି । ପ୍ରତିବର୍ଷ ଏଠି ରଥ ଯାତ୍ରା ମଧ୍ୟ ପାଳନ କରାଯାଏ।
ଛବିସମୂହ
[ସମ୍ପାଦନା]-
ରାତିରେ ମନ୍ଦିରର ଦୃଶ୍ୟ
-
ରଥ ଯାତ୍ରା ଚେନ୍ନାଇ
-
ମନ୍ଦିର ପାଖ ସମୁଦ୍ର କୂଳ
-
ମୁଖ୍ୟ ମନ୍ଦିର ଭିତରଛାତରେ ଅଙ୍କାହୋଇଥିବା ପଟ୍ଟଚିତ୍ର
-
ଅରୁଣ ସ୍ତମ୍ଭ