ବଳରାମ

ଉଇକିପିଡ଼ିଆ ରୁ
ବଳରାମ

ବଳରାମ
ଉପାଧି ଶେଷନାଗଙ୍କ ଅବତାର
ଅସ୍ତ୍ର ଲଙ୍ଗଳ

ଶ୍ରୀକୃଷ୍ଣଙ୍କ ବୈମାତ୍ରେୟ ଜ୍ୟେଷ୍ଠ ଭ୍ରାତା ବଳରାମ ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ର ରୂପେ ପରିଚିତ୤ ସୁଭଦ୍ରା ବଳରାମଙ୍କ ଭଗିନୀ । ବସୁଦେବଙ୍କ ଔରସରେ ରୋହିଣିଙ୍କ ଗର୍ଭରୁ ଶ୍ରାବଣପୂର୍ଣ୍ଣିମା (ଗହ୍ମାପୂର୍ଣ୍ଣମୀ) ଦିନ ବଳରାମ ଜାତ ହୋଇଥିଲେ ୤ ବଳରାମ ରେବତ ରାଜାଙ୍କ କନ୍ୟା ରେବତୀଙ୍କୁ ବିବାହ କରିଥିଲେ ୤ ରେବତୀଙ୍କ ଗର୍ଭରେ ଜନ୍ମିତ ବଳରାମଙ୍କ ଦୁଇପୁତ୍ର ହେଲେ ନିଶଠ ଓ ଉଲ୍ମୁକ ୤

[ଏହାକୁ ବଦଳାନ୍ତୁ] ଆହୁରି ଦେଖନ୍ତୁ

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା