"ବର୍ଷା ପ୍ରିୟଦର୍ଶିନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ →‎ବାହାର ଆଧାର: DEFAULTSORT replacement, replaced: {{DEFAULTSORT: → {{Hide text|
୫୬ କ ଧାଡ଼ି: ୫୬ କ ଧାଡ଼ି:


<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->

{{Hide text|Priyadarshini, Barsha}}


{{Persondata <!-- Metadata: see [[Wikipedia:Persondata]]. -->
{{Persondata <!-- Metadata: see [[Wikipedia:Persondata]]. -->
୬୬ କ ଧାଡ଼ି: ୬୮ କ ଧାଡ଼ି:
| PLACE OF DEATH =
| PLACE OF DEATH =
}}
}}
{{DEFAULTSORT:Priyadarshini, Barsha}}
[[ଶ୍ରେଣୀ:ଭାରତୀୟ ସିନେ ଅଭିନେତ୍ରୀ]]
[[ଶ୍ରେଣୀ:ଭାରତୀୟ ସିନେ ଅଭିନେତ୍ରୀ]]
[[ଶ୍ରେଣୀ:ଓଲିଉଡ଼]]
[[ଶ୍ରେଣୀ:ଓଲିଉଡ଼]]

୧୮:୧୦, ୨୨ ଅପ୍ରେଲ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ବର୍ଷା ପ୍ରିୟଦର୍ଶିନୀ
ଜନ୍ମ
ବର୍ଷା ପ୍ରିୟଦର୍ଶିନୀ

(1984-08-07) ଅଗଷ୍ଟ ୭, ୧୯୮୪ (ବୟସ ୩୯)
ବୃତ୍ତିଓଡ଼ିଆବଙ୍ଗଳା କଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୭-ଏବେଯାଏଁ

ବର୍ଷା ପ୍ରିୟଦର୍ଶିନୀ ଜଣେ ଓଡ଼ିଆବଙ୍ଗଳା କଥାଚିତ୍ର ଅଭିନେତ୍ରୀ ।

ପରିବାର

ବର୍ଷା ପ୍ରିୟଦର୍ଶିନୀ (ଜନ୍ମ: ୭ ଅଗଷ୍ଟ ୧୯୮୪) ଓଡ଼ିଆ ସିନେମା ଜଗତର ଅନ୍ୟତମ ଜଣାଶୁଣା ଅଭିନେତ୍ରୀ 'ଦୀପା'ଙ୍କ କନ୍ୟା ।[୧]

କଥାଚିତ୍ର ଜୀବନ

୨୦୦୭ ମସିହାରେ ସେ ଏ ଯୁଗର କୃଷ୍ଣ ସୁଦାମା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ବର୍ଷା, ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଓଡ଼ିଆବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ମୋ' ଦୁନିଆ ତୁ ହିଁ ତୁ[୨] ୨୦୧୩ ସୁଧାକର ବସନ୍ତ
ମେଟ୍ରିକ୍ ଫେଲ୍ ୨୦୧୨ ସୁଧାକର ବସନ୍ତ
କିଏସେ ଡାକୁଛି କୋଉଠି ମତେ ୨୦୧୧ ସୁଧାକର ବସନ୍ତ
ଛାତିରେ ଲେଖିଛି ତୋରି ନାଁ ୨୦୧୧
ଆମ ଭିତରେ କିଛି ଅଛି ୨୦୧୦ ସୁଶାନ୍ତ ମଣି
ତୁ ଥିଲେ ମୋ ଡର କାହାକୁ ୨୦୧୦
ଥ୍ୟାଙ୍କ ୟୁ ଭଗବାନ
ଛାତିରେ ଲେଖିଛି ତୋରି ନାଁ
ଏ ଯୁଗର କୃଷ୍ଣ ସୁଦାମା ୨୦୦୭

ମାନସମ୍ମାନ

ଆଧାର

  1. incredibleorissa.com: barsha-priyadarshini
  2. "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013. Release Date – 11th January 2013

ବାହାର ଆଧାର