ଆମ ଭିତରେ କିଛି ଅଛି
ଦେଖଣା
ଆମ ଭିତରେ କିଛି ଅଛି | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ସିତାରାମ ଅଗ୍ରୱାଲ |
ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି |
କାହାଣୀ | ବିଜୟ ମିଶ୍ର |
କଳାକାର | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅଜିତ ଦାସ, ଅନିତା ଦାସ |
ସଙ୍ଗୀତ | ବିକାଶ ଦାସ |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୧୩ ଜୁନ ୨୦୧୦ |
ଦେଶ | ![]() |
ଭାଷା | ଓଡ଼ିଆ |
ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଆମ ଭିତରେ କିଛି ଅଛି [୧] ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ଆମ ଭିତରେ କିଛି ଅଛି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଅନୁଭବ ମହାନ୍ତି
- ବର୍ଷା ପ୍ରିୟଦର୍ଶିନୀ[୨]
- ଶ୍ରୀୟା ଝା[୩]
- ଅଜିତ ଦାସ[୪]
- ଅନିତା ଦାସ[୫]
- ଗ୍ଲୋରିଆ ମହାନ୍ତି
- ହରିହର ମହାପାତ୍ର
- ଶ୍ରେୟା ଗାଙ୍ଗୁଲୀ
- ରତନ ମେହେର
- ସାତ୍ୟକି ମିଶ୍ର
- ସ୍ମିତା ମହାନ୍ତି
ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ ଇଣ୍ଟରନେଟ ମୁଭି ଡାଟାବେସରେ ଆମ ଭିତରେ କିଛି ଅଛି
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
- ↑ "ବଙ୍ଗଳା ଛବିରେ ଏହି ଓଲିଡଡ୍ ନାୟିକାଙ୍କ ସାଥ୍ ପାଇଥିଲେ ଅରିନ୍ଦମ". Sambad (in ଆମେରିକୀୟ ଇଂରାଜୀ). 2018-03-21. Retrieved 2023-08-20.
- ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link) - ↑ "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.