Jump to content

ବ୍ୟବହାରକାରୀଙ୍କ ଆଲୋଚନା:Snip1

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ

ଅଭିଲେଖାଗାର
ଅଭିଲେଖ ୧

ଇଂରାଜୀ ଶବ୍ଦର ଓଡ଼ିଆ

[ସମ୍ପାଦନା]

ବାକିମାନଙ୍କୁ ଟିକେ ଦେଖାଇଦେବ, କାଳେ କିଛି ଭୁଲ ରହିଯାଇଥିବ, ସେମାନେ ବି ସୁଧାରିଦେବେ । --ସୁଭାସିସ ପାଣିଗାହି (ଆଳାପ) ୦୮:୪୪, ୩୦ ସେପ୍ଟେମ୍ବର ୨୦୧୫ (UTC)

  1. C.M.C: City Municipal Council (ନଗର ପୋରପାଳିକା)
  2. C.T: Census town (ଜନଗଣନା ସହର)
  3. E.O: Estate Office (ଇଷ୍ଟେଟ ଅଫିସର)
  4. G.P: Gram Panchayat (ଗ୍ରାମପଞ୍ଚାୟତ)
  5. I.N.A: Industrial Notified Area
  6. I.T.S: Industrial Township (
  7. M: Municipality (ପୌରପାଳିକା)
  8. M.B: Municipal board (ପୋର ବୋର୍ଡ଼)
  9. M.C: Municipal Committee (ପୌର କମିଟି)
  10. M.Cl: Municipal Council (ପୌରପାଳିକା)
  11. M.Corp: Municipal Corporation / Corporation (ପୌର ପରିଷଦ)
  12. N.A: Notified area (ଅଧିସୂଚିତ ଅଞ୍ଚଳ)
  13. N.A.C: Notified area committee / Notified Area Council (ସଦର ମହକୁମା)
  14. N.P: Nagar Panchayat (ନଗର ପଞ୍ଚାୟତ)
  15. N.P.P: Nagar Palika Parishad (ନଗର ପାଳିକା ପରିଷଦ)
  16. N.Pd: Nagar Parishad (ନଗର ପରିଷଦ)
  17. N.T: Notified Town (ଅଧିସୂଚିତ ସହର)
  18. N.T.A: Notified Town Area (ଅଧିସୂଚିତ ସହର ଅଞ୍ଚଳ)
  19. O.T.: Out Growth (ଅଭିବୃଦ୍ଧି)
  20. S.T.C: Small Town Committee (କ୍ଷୁଦ୍ର ସହର କମିଟି)
  21. T.C: Town Committee / Town Area Committee (ସହର କମିଟି/ସହର ଅଞ୍ଚଳ କମିଟି)
  22. T.M.C: Town Municipal Council (ସହର ପୌରପରିଷଦ)
  23. T.P: Town Panchayat (ସହର ପଞ୍ଚାୟତ)
ନିଶ୍ଚୟ ଭାଇ ଅନ୍ୟମାନଙ୍କୁ ବି ମତାମତ ଦେବା ପାଇଁ ଅନୁରୋଧ । --ଶିତିକଣ୍ଠ (ଆଲୋଚନା) ୧୪:୫୬, ୩୦ ସେପ୍ଟେମ୍ବର ୨୦୧୫ (UTC)
Industrial Notified area ku "ବିଜ୍ଞାପିତ ଶିଳ୍ପାଞ୍ଚଳ" ଓ Notified Area Council କୁ "ବିଜ୍ଞାପିତ ଅଞ୍ଚଳ ପରିଷଦ " କୁହାଯାଇ ପାରିବ । Susant purohit (ମୋ ଆଲୋଚନା) ୧୭:୫୩, ୭ ଜାନୁଆରୀ ୨୦୧୭ (IST)Reply
ମତାମତ ପାଇଁ ଧନ୍ୟବାଦ Susant purohit ସାର । ଏଠାରେ କେବଳ ଆଲୋଚନା କରାଯାଇଛି । ଏହା ଏହି ଛାଞ୍ଚରେ ପ୍ରୟୋଗ କରାଯାଇଛି । ଯଦି ଆଉ କିଛି ପରିବର୍ତ୍ତନ ଚାହୁଁଛନ୍ତି ଜଣାନ୍ତୁ ।--ଶିତିକଣ୍ଠ (ଆଲୋଚନା) ୨୨:୩୪, ୨୨ ଜାନୁଆରୀ ୨୦୧୭ (IST)Reply

Your temporary access has expired

[ସମ୍ପାଦନା]
Hello, the temporary access you requested on this wiki has expired. Just to let you know that If you want it back, feel free to make a local announcement and open a new request on stewards' permission request page on Meta-Wiki later. Moreover, if you think the community is big enough to elect a permanent administrator, you can place a local request here for a permanent adminship, so stewards can grant you the permanent access. Please ask me or any other steward if you have any questions. Thank you! Jusjih (ମୋ ଆଲୋଚନା) ୦୦:୦୪, ୭ ଅକ୍ଟୋବର ୨୦୧୫ (UTC)

Request for comments

[ସମ୍ପାଦନା]

Please have a look at this message and share your opinion ଉଇକିପିଡ଼ିଆ:ଆଲୋଚନା_ସଭା#Policy_portal_improvement_project. --Titodutta (ମୋ ଆଲୋଚନା) ୦୨:୧୩, ୯ ମଇ ୨୦୧୬ (IST)Reply

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ

[ସମ୍ପାଦନା]
ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଧନ୍ୟବାଦ

[ସମ୍ପାଦନା]

ଶ୍ରର୍ଧେୟ ଶିତିକଣ୍ଠ ବାବୁ ।

ମୋ ଭଳି ଅନଭିଜ୍ଞ , ଅଜଣା , ନୂତନ ଵିକିପିଆଳି କୁ ବର୍ନଷ୍ଟର ଦେଇ ସମ୍ମାନିତ କରିଥିବାରୁ ଅଶେଷ ଧନ୍ୟବାଦ । ମୁ ତ ବିଶେଷ କିଛି ଅବଦାନ ଦେଇ ନାହି । କେବଳ ଯାହି ତାହି କିଛି ଅନୁବାଦ କରି ଶିଖିବାକୁ ଚେଷ୍ଟା ମାତ୍ର କରିଛି । ମୁ ଆପଣ ଓ ଅନନ୍ୟ ସମସ୍ତ ସକ୍ରିୟ ୱିକିପିଆଳି ମାନଙ୍କୁ ଧନ୍ୟବାଦ ଦେବି ଯେ ସେମାନେ ଓଡିଆ ଭାଷା ର ଉନ୍ନତି ଓ ଟେକ ରଖିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ଓ ମୁ ସେଥିରେ ଭାରି ଖୁସି ।

Dear Sitikantha , please see one of my recent translation and point out any mistake / omission sa that I can know whether it is as per wikimedia standard or not . thanking you susant purohit

କ୍ଷମା କରିବେ Susant purohit ସାର, କାର୍ଯ୍ୟବ୍ୟସ୍ତତା ହେତୁ ମୁଁ ବହୁତ ଦିନ ଧରି ସକ୍ରିୟ ରହିପାରିନାହିଁ । ଠିକ ସମୟରେ ପ୍ରତ୍ୟୁତ୍ତର ଦେଇପାରିଲି ନାହିଁ କିମ୍ବା ସାହାଯ୍ୟ ବି କରିପାରିଲିନାହିଁ- ଦୁଃଖିତ । ମୁଁ ଯାହା ସହଯୋଗ କରିପାରିବି ନିଶ୍ଚୟ କରିବି ।--ଶିତିକଣ୍ଠ (ଆଲୋଚନା) ୨୨:୪୦, ୨୨ ଜାନୁଆରୀ ୨୦୧୭ (IST)Reply

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ

[ସମ୍ପାଦନା]
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ।

--ଶୈଳେଶ (ପଚାରିବେ କିଛି?)

ଦଶରଥ ବିୟୋଗ

[ସମ୍ପାଦନା]

ଏବେ ପାଇଁ ଏଇଠି User:ଶିତିକଣ୍ଠ ଦାଶ/ଦଶରଥ ବିୟୋଗ ରହିଲା । ପରେ ମୁଖ୍ୟ Namespaceକୁ ନେବା । -- ଅଂଶୁମାନ ତାର ଯୋଡ଼ିବେ? ୧୭:୫୬, ୪ ମାର୍ଚ୍ଚ ୨୦୧୮ (IST)Reply

ଆଉ କିଛି ଲେଖାକୁ ନଲିଭାଇ ଏଠାକୁ ଆଣିଲି, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଉଷା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ମହେନ୍ଦ୍ରଗିରି (କବିତା), ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ପାର୍ବତୀ (କବିତା), ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ମହାଯାତ୍ରା -- ଅଂଶୁମାନ ତାର ଯୋଡ଼ିବେ? ୨୦:୫୪, ୨୬ ଜୁନ ୨୦୧୮ (IST)Reply
ସମୟ ପାଇଲେ ଦେଖିବେ; ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଆଫ୍ରିକୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଏସୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଇଉରୋପୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଉତ୍ତର ଆମେରିକୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଦକ୍ଷିଣ ଆମେରିକୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଅଷ୍ଟ୍ରେଲୀୟ ଓ ଆଣ୍ଟ୍ରାକାଟିକାର ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/Sinopliosaurus, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଡାଇଆପ୍‌ସିଡ୍‌, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ପଦାର୍ଥର ଅବସ୍ଥା ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/କଣିକା ପଦାର୍ଥ ବିଜ୍ଞାନ, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଅବଦୁସ ସଲାମ, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଓସେନିଆ, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ସାଇହା.. -- ଅଂଶୁମାନ ବାଡ଼େଇବେ! ୧୭:୧୪, ୧୯ ଜୁନ ୨୦୨୦ (IST)Reply

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ

[ସମ୍ପାଦନା]
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)Reply

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ

[ସମ୍ପାଦନା]
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।


ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ

[ସମ୍ପାଦନା]
ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।


WikiConference India 2023: Program submissions and Scholarships form are now open

[ସମ୍ପାଦନା]

Dear Wikimedian,

We are really glad to inform you that WikiConference India 2023 has been successfully funded and it will take place from 3 to 5 March 2023. The theme of the conference will be Strengthening the Bonds.

We also have exciting updates about the Program and Scholarships.

The applications for scholarships and program submissions are already open! You can find the form for scholarship here and for program you can go here.

For more information and regular updates please visit the Conference Meta page. If you have something in mind you can write on talk page.

‘‘‘Note’’’: Scholarship form and the Program submissions will be open from 11 November 2022, 00:00 IST and the last date to submit is 27 November 2022, 23:59 IST.

Regards

MediaWiki message delivery (ମୋ ଆଲୋଚନା) ୧୬:୫୫, ୧୬ ନଭେମ୍ବର ୨୦୨୨ (IST)Reply

(on behalf of the WCI Organizing Committee)

WikiConference India 2023: Help us organize!

[ସମ୍ପାଦନା]

Dear Wikimedian,

You may already know that the third iteration of WikiConference India is happening in March 2023. We have recently opened scholarship applications and session submissions for the program. As it is a huge conference, we will definitely need help with organizing. As you have been significantly involved in contributing to Wikimedia projects related to Indic languages, we wanted to reach out to you and see if you are interested in helping us. We have different teams that might interest you, such as communications, scholarships, programs, event management etc.

If you are interested, please fill in this form. Let us know if you have any questions on the event talk page. Thank you MediaWiki message delivery (ମୋ ଆଲୋଚନା) ୨୦:୫୧, ୧୮ ନଭେମ୍ବର ୨୦୨୨ (IST)Reply

(on behalf of the WCI Organizing Committee)

WikiConference India 2023: Open Community Call and Extension of program and scholarship submissions deadline

[ସମ୍ପାଦନା]

Dear Wikimedian,

Thank you for supporting Wiki Conference India 2023. We are humbled by the number of applications we have received and hope to learn more about the work that you all have been doing to take the movement forward. In order to offer flexibility, we have recently extended our deadline for the Program and Scholarships submission- you can find all the details on our Meta Page.

COT is working hard to ensure we bring together a conference that is truly meaningful and impactful for our movement and one that brings us all together. With an intent to be inclusive and transparent in our process, we are committed to organizing community sessions at regular intervals for sharing updates and to offer an opportunity to the community for engagement and review. Following the same, we are hosting the first Open Community Call on the 3rd of December, 2022. We wish to use this space to discuss the progress and answer any questions, concerns or clarifications, about the conference and the Program/Scholarships.

Please add the following to your respective calendars and we look forward to seeing you on the call

Furthermore, we are pleased to share the email id of the conference contact@wikiconferenceindia.org which is where you could share any thoughts, inputs, suggestions, or questions and someone from the COT will reach out to you. Alternatively, leave us a message on the Conference talk page. Regards MediaWiki message delivery (ମୋ ଆଲୋଚନା) ୨୧:୫୧, ୨ ଡିସେମ୍ବର ୨୦୨୨ (IST)Reply

On Behalf of, WCI 2023 Core organizing team.

WikiConference India 2023:WCI2023 Open Community call on 18 December 2022

[ସମ୍ପାଦନା]

Dear Wikimedian,

As you may know, we are hosting regular calls with the communities for WikiConference India 2023. This message is for the second Open Community Call which is scheduled on the 18th of December, 2022 (Today) from 7:00 to 8:00 pm to answer any questions, concerns, or clarifications, take inputs from the communities, and give a few updates related to the conference from our end. Please add the following to your respective calendars and we look forward to seeing you on the call.

Furthermore, we are pleased to share the telegram group created for the community members who are interested to be a part of WikiConference India 2023 and share any thoughts, inputs, suggestions, or questions. Link to join the telegram group: https://t.me/+X9RLByiOxpAyNDZl. Alternatively, you can also leave us a message on the Conference talk page. Regards MediaWiki message delivery (ମୋ ଆଲୋଚନା) ୧୩:୪୧, ୧୮ ଡିସେମ୍ବର ୨୦୨୨ (IST)Reply

On Behalf of, WCI 2023 Organizing team