ଶ୍ରୀତମ ଦାସ
ଦେଖଣା
(Sritam Dasରୁ ଲେଉଟି ଆସିଛି)
ଶ୍ରୀତମ ଦାସ | |
---|---|
ଜନ୍ମ | ଶ୍ରୀତମ ଦାସ |
ବୃତ୍ତି | ଅଭିନେତା (ଓଡ଼ିଆ) |
ସକ୍ରିୟ ବର୍ଷ | ୧୯୯୫-ଏବେଯାଏଁ |
ବୈବାହିକ-ସାଥୀ | ପୁନମ |
ସନ୍ତାନ | ନାନ୍ସୀ[୧] |
ଶ୍ରୀତମ ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ।[୨] ସେ ୬୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ତାଙ୍କର ଜନ୍ମ ଓଡ଼ିଶାର କଟକରେ ହୋଇଥିଲା ।
ସେ ୧୯୯୫ରେ ପ୍ରଥମେ ଓଡ଼ିଆ ସିନେମା ସାବିତ୍ରୀରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୩] ଏଯାବତ ଅନେକ ସଫଳ ସିନେମାରେ ସେ ଅଭିନୟ ଓ ତୁ ଥାଆ ମୁଁ ଯାଉଚି ରୁଷିରେ କାହାଣୀକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ କାମ କରିସାରିଛନ୍ତି ।[୪] "ତୁ ଥା ମୁଁ ଯାଉଛି ରୁଷି" ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା "ଷ୍ଟାର କନସଲଟାନ୍ସୀ"ର ଚିଟଫଣ୍ଡ କାରବାରରେ ଜଡ଼ିତ ଥିବାନେଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀତମଙ୍କୁ ୨୦୧୮ରେ ଜେରା ମଧ୍ୟ କରିଥିଲା ।[୫]
ଶ୍ରୀତମ, ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ମଧ୍ୟ ପାଦ ଦେଇଛନ୍ତି ।[୬]
ଓଡ଼ିଆ କଥାଚିତ୍ରରେ ଅବଦାନ
[ସମ୍ପାଦନା]କଥାଚିତ୍ର ନାମ | ଚରିତ୍ର | ଭୂମିକା | ବର୍ଷ |
---|---|---|---|
ଥୁକୁଲ୍ | ଅଭିନେତା | ୨୦୧୨ | |
ତୁ ଥାଆ ମୁଁ ଯାଉଚି ରୁଷି | ନିର୍ଦ୍ଦେଶକ, କାହାଣୀ, ଅଭିନେତା | ୨୦୧୦ | |
ଜୟ ଜଗନ୍ନାଥ | ଶ୍ରୀ ଜଗନ୍ନାଥ | ଅଭିନେତା | ୨୦୦୭ |
ଲକ୍ଷ୍ମୀ ପ୍ରତିମା | ମନୋଜ | ଅଭିନେତା | ୨୦୦୭ |
ସାଥୀରେ | ନିର୍ଦ୍ଦେଶକ | ୨୦୦୪ | |
ବାହୁଡ଼ିବେ ମୋ ଜଗାବଳିଆ | ଅଭିନେତା | ୨୦୦୩[୭] | |
ରହିଚି ରହିବି ତୋରି ପାଇଁ | ଅଭିନେତା | ୨୦୦୨ | |
ରଙ୍ଗ୍ ନମ୍ବର | ଅଭିନେତା | ୨୦୦୨ | |
ବାଜି | ଅଭିନେତା | ୨୦୦୧ | |
ଧର୍ମ ଦେବତା | ରବି ପ୍ରକାଶ | ଅଭିନେତା | ୨୦୦୧ |
ବାବୁ ପର୍ଶୁରାମ | ଅଭିନେତା | ୨୦୦୦ | |
କାଶିଆ କପିଳା | କପିଳା | ଅଭିନେତା | ୨୦୦୦ |
ସାବିତ୍ରୀ | ସତ୍ୟ | ଅଭିନେତା | ୧୯୯୫ |
ଆଧାର
[ସମ୍ପାଦନା]- ↑ https://timesofindia.indiatimes.com/others/news-interviews/Sritam-Das-blessed-with-a-baby-girl/articleshow/18588065.cms
- ↑ "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.[permanent dead link]
- ↑ "ଶ୍ରୀତମଙ୍କ ଖୁସି". ଧରିତ୍ରୀ ଛୁଟିଦିନ. 3 July 2022. p. ୮. Archived from the original on 3 July 2022. Retrieved 3 July 2022.
- ↑ "ଆର୍କାଇଭ୍ କପି". Archived from the original on 2021-04-15. Retrieved 2018-07-25.
{{cite web}}
: Cite has empty unknown parameter:|1=
(help) - ↑ https://www.telegraphindia.com/states/odisha/actor-quizzed-over-sham-company-links-242275
- ↑ https://www.outlookindia.com/newsscroll/odia-actors-mihir-anu-join-bjp/1234748
- ↑ http://www.newindianexpress.com/states/odisha/2018/may/12/veteran-actor-anita-das-passes-away-1813646.html
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀତମ ଦାସ