ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି

ଉଇକିପିଡ଼ିଆ‌ରୁ
(Scheduled Castes and Scheduled Tribesରୁ ଲେଉଟି ଆସିଛି)
Jump to navigation Jump to search

ଅନୁସୂଚିତ ଜାତି ଭାରତୀୟ ସମ୍ବିଧାନର ଅନୁସୂଚିତ ଧାରା ଅନୁସାରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ବୁଝାଏ । ଜାତିଗତ ଦୃଷ୍ଟିରୁ ଦଳିତ ଓ ହରିଜନ ଆଦି ନାମ ମଧ୍ୟ ଅନୁସୂଚିତ ଜାତି ପାଇଁ ବ୍ୟବହାର କରାଯାଏ ।

ଓଡ଼ିଶାର ଜଣେ କନ୍ଧ ମହିଳା

ଅନୁସୂଚିତ ଜନଜାତି: ଅନୁସୂଚିତ ଜନଜାତି ବା ଆଦିବାସୀ ସାମୁହିକ ଭାବେ ଆଦିମ ଅଧିବାସୀମାନଙ୍କୁ ବୁଝାଏ । ଓଡ଼ିଶାରେ ୬୨ଟି ଅନୁସୂଚିତ ଜନଜାତିର ଲୋକ ବାସକରନ୍ତି ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]