କୃପାସିନ୍ଧୁ ଭୋଇ

ଉଇକିପିଡ଼ିଆ‌ରୁ
(Krupasindhu Bhoiରୁ ଲେଉଟି ଆସିଛି)
କୃପାସିନ୍ଧୁ ଭୋଇ
ସାଂସଦ: ଲୋକ ସଭା
ନିର୍ବାଚନ ମଣ୍ଡଳୀସମ୍ବଲପୁର, ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1942-08-05) ୫ ଅଗଷ୍ଟ ୧୯୪୨ (ବୟସ ୮୦)
ତାମ୍ପରା, ସମ୍ବଲପୁର ଜିଲ୍ଲା, ଓଡ଼ିଶା, ବ୍ରିଟିଶ ଭାରତ
ଜାତୀୟତାଭାରତୀୟ

କୃପାସିନ୍ଧୁ ଭୋଇ (ଜନ୍ମ: ୫ ଅଗଷ୍ଟ ୧୯୪୨; ଜନ୍ମସ୍ଥାନ: ତାମ୍ପର, ସମ୍ବଲପୁର, ଓଡ଼ିଶା) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ସମ୍ବଲପୁରରୁ ୮ମ୧୦ମ ଏବଂ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଆଧାର[ସମ୍ପାଦନା]

  1. "Lok Sabha Members Bioprofile-". Retrieved 13 December 2017.