ଭାରତୀୟ ଜାତୀୟ କଂଗ୍ରେସ
ଭାରତୀୟ ଜାତୀୟ କଂଗ୍ରେସ | |
---|---|
ଅଧକ୍ଷ | ମଲ୍ଲିକାର୍ଜୁନ ଖଡଗେ |
Secretary-General | କେ ସି ବେଣୁଗୋପାଳ |
ସଂସଦରେ ଅଧକ୍ଷ | ଅଘୋଷିତ |
ଲୋକସଭା ନେତା | ଅଧିର ରଞ୍ଜନ ଚୌଧୁରୀ |
ରାଜ୍ୟସଭା ନେତା | ମଲ୍ଲିକାର୍ଜୁନ ଖଡଗେ (ବିପକ୍ଷ ଦଳର ନେତା) |
ଗଠନ | ୨୮ ଡିସେମ୍ବର ୧୮୮୫ |
ମୁଖ୍ୟ କାର୍ଯ୍ୟାଳୟ | ୨୪ ଆକବର ରୋଡ଼, ନୂଆ ଦିଲ୍ଲୀ, ୧୧୦୦୧୧ |
ଛାତ୍ର ଶାଖା | ଜାତୀୟ ଛାତ୍ର କଂଗ୍ରେସ |
ଯୁବକ ଶାଖା | ଜାତୀୟ ଯୁବ କଂଗ୍ରେସ |
ମହିଳା ଶାଖା | ମହିଳା କଂଗ୍ରେସ |
ଶ୍ରମିକ ଶାଖା | ଜାତୀୟ ଶ୍ରମିକ କଂଗ୍ରେସ |
ବିଚାରଧାରା | ମହାମେଣ୍ଟ] ଅର୍ଥନୈତିକ ଉଦାରବାଦ ସାମାଜିକ ଗଣତନ୍ତ୍ର ଧର୍ମନିରପେକ୍ଷତା ନାଗରିକ ଜାତୀୟତାବାଦ |
ରାଜନୈତିକ ଅବସ୍ଥାନ | କେନ୍ଦ୍ର- ବାମପନ୍ଥୀ[୧] |
ଅନ୍ତର୍ଜାତୀୟ ଅନୁବନ୍ଧନ | ଗଣତାନ୍ତ୍ରିକ ମହାମେଣ୍ଟ[୨] |
ରଙ୍ଗ | |
ଭା. ନି. କ. ସ୍ଥିତି | ଜାତୀୟ ଦଳ |
ମେଣ୍ଟ | ଭାରତୀୟ ଜାତୀୟ ବିକାଶଶୀଳ ସମାବେଶୀ ମହାମେଣ୍ଟ (ଇଣ୍ଡିଆ) |
ଲୋକସଭାରେ ଆସନ ସଂଖ୍ୟା | ୯୮ / ୫୪୩ |
ରାଜ୍ୟସଭାରେ ଆସନ ସଂଖ୍ୟା | ୨୭ / ୨୪୫ |
ସଂସଦରେ ଆସନ ସଂଖ୍ୟା | ୬୭୬ / ୪,୦୩୬ |
ନିର୍ବାଚନ ଚିହ୍ନ | |
ୱେବସାଇଟ | |
www |
ଭାରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା ।[୩]
ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ ।
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ. (United Progressive Alliance) ଭାରତରେ ସରକାର ଗଠନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ରୂପେ ମନମୋହନ ସିଂହ ଥିଲେ ।
ଇତିହାସ
[ସମ୍ପାଦନା]କଂଗ୍ରେସର ଇତିହାସକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରୁ ।
- ପ୍ରାକ-ସ୍ୱାଧୀନତା ସମୟ
- ସ୍ୱାଧୀନତା ପର ସମୟ
ପ୍ରାକ-ସ୍ୱାଧୀନତା ସମୟ
[ସମ୍ପାଦନା]ଭାରତର କିଛି ଲୋକଙ୍କୁ ପ୍ରତିନିଧି ବନେଇ ଦେଶରେ କଣ ଘଟୁଛି ଜାଣିବା ନିମିତ୍ତ ୧୮୮୫ ମସିହାରେ ବ୍ରିଟିଶ ସରକାର ଭାରତୀୟ ଜାତୀୟ କଂଗ୍ରେସ ନାମକ ଏକ ଦଳ ଗଠନ କରିଥିଲେ । ଯେବେ ବ୍ରିଟିଶ ସରକାର ଭାରତବାସୀଙ୍କର ମୌଳିକ ଆବଶ୍ୟକତା ପୁରାଣ କରିବାରେ ପଛଘୁଞ୍ଚା ଦେଲେ, ସମୟାନୁକ୍ରମେ କଂଗ୍ରେସର ଲକ୍ଷ୍ୟ ଏକ ସ୍ୱତନ୍ତ୍ର ଏବଂ ସ୍ୱାଧୀନ ଭାରତ ଗଠନରେ ନିବେଶିତ ହେଲା । ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହୁରୁ, ସୁଭାଷ ଚନ୍ଦ୍ର ବୋଷ, ବଲ୍ଲଭ ଭାଇ ପଟେଲ ଭଳି ବଳିଷ୍ଠ ନେତାମାନେ ସ୍ୱାଧୀନତା ପ୍ରାପ୍ତି ନିମିତ୍ତ କଂଗ୍ରେସଦଳରେ ରହି ବହୁ ଉଲ୍ଲେଖନୀୟ ଅବଦାନ କରିଥିଲେ । ଏହିଭଳି ଅନେକ କଂଗ୍ରେସକର୍ମୀ ଏବଂ ଅନ୍ୟାନ୍ୟ ଦଳର ଲୋକମାନଙ୍କ ସହାୟତାରେ ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା ।
ସ୍ୱାଧୀନତା ପର ସମୟ
[ସମ୍ପାଦନା]ସ୍ୱାଧିନତାପରେ ଏହି ଦଳ ଭାରତର କିଛି ବର୍ଷଧରି ସଂଖ୍ୟାଗରିଷ୍ଠ ଦଳ ରୂପେ ରହିଥିଲା । ୧୯୫୨ ମସିହାରେ ଦେଶରେ ପ୍ରଥମ ନିର୍ବାଚନ ହୋଇଥିଲା । ୧୯୭୭ ମସିହା ପର୍ଯ୍ୟନ୍ତ ଏକ ଅପରାଜୟ ଦଳ ରୂପେ ଏହା କେନ୍ଦ୍ରରେ ସରକାର ଗଢିଚାଲୁଥିଲା । ୧୯୭୭ ମସିହାରେ ଜନତା ଦଳ ପ୍ରଥମ ଥର ନିମିତ୍ତ କଂଗ୍ରେସକୁ ନିର୍ବାଚନରେ ପରାସ୍ତ କରିଥିଲା । ସ୍ୱାଧୀନତା ପରର କାଂଶକୁ ଆମେ ନିମ୍ନ ବିଭାଗରେ ବିଭକ୍ତ କରିପାରିବା:
- ନେହେରୁ/ଶାସ୍ତ୍ରୀ କାଳ (୧୯୪୭-୧୯୬୬)
- ଇନ୍ଦିରା କାଳ (୧୯୬୬-୧୯୮୪)
- ରାଜୀବ/ରାଓ କାଳ (୧୯୮୫-୧୯୮୮)
- ମନମୋହନ କାଳ (୨୦୦୪-୨୦୧୪)
- ରାହୁଲ କାଳ (୨୦୧୪-ବର୍ତ୍ତମାନ)
ସାଧାରଣ ନିର୍ବାଚନ
[ସମ୍ପାଦନା]Year | Legislature | Leader | Seats won | Change in # of seats | Percentage of vote | Vote swing | Outcome |
---|---|---|---|---|---|---|---|
1934 | 5th Central Legislative Assembly | Bhulabhai Desai | ୪୨ / ୧୪୭ |
42 | N/A | ||
1945 | 6th Central Legislative Assembly | Sarat Chandra Bose | ୫୯ / ୧୦୨ |
17 | Interim Government of India (1946-1947) | ||
1951 | 1st ଲୋକ ସଭା | Jawaharlal Nehru | ୩୬୪ / ୪୮୯ |
44.99% | Government | ||
1957 | 2nd ଲୋକ ସଭା | Jawaharlal Nehru | ୩୭୧ / ୪୯୪ |
7 | 47.78% | 2.79% | Government |
1962 | 3rd ଲୋକ ସଭା | Jawaharlal Nehru | ୩୬୧ / ୪୯୪ |
10 | 44.72% | 3.06% | Government |
1967 | 4th ଲୋକ ସଭା | Indira Gandhi | ୨୮୩ / ୫୨୦ |
78 | 40.78% | 2.94% | Government |
1971 | 5th ଲୋକ ସଭା | Indira Gandhi | ୩୫୨ / ୫୧୮ |
69 | 43.68% | 2.90% | Government |
1977 | 6th ଲୋକ ସଭା | Indira Gandhi | ୧୫୩ / ୫୪୨ |
199 | 34.52% | 9.16% | Opposition |
1980 | 7th ଲୋକ ସଭା | Indira Gandhi | ୩୫୧ / ୫୪୨ |
198 | 42.69% | 8.17% | Government |
1984 | 8th ଲୋକ ସଭା | Rajiv Gandhi | ୪୧୫ / ୫୩୩ |
64 | 49.01% | 6.32% | Government |
1989 | 9th ଲୋକ ସଭା | Rajiv Gandhi | ୧୯୭ / ୫୪୫ |
218 | 39.53% | 9.48% | Opposition |
1991 | 10th ଲୋକ ସଭା | P.V. Narasimha Rao | ୨୪୪ / ୫୪୫ |
47 | 35.66% | 3.87% | Government |
1996 | 11th ଲୋକ ସଭା | P. V. Narasimha Rao | ୧୪୦ / ୫୪୫ |
104 | 28.80% | 7.46% | Opposition, later outside support for UF |
1998 | 12th ଲୋକ ସଭା | Sitaram Kesri | ୧୪୧ / ୫୪୫ |
1 | 25.82% | 2.98% | Opposition |
1999 | 13th ଲୋକ ସଭା | Sonia Gandhi | ୧୧୪ / ୫୪୫ |
27 | 28.30% | 2.48% | Opposition |
2004 | 14th ଲୋକ ସଭା | Sonia Gandhi | ୧୪୫ / ୫୪୩ |
32 | 26.7% | 1.6% | Government |
2009 | 15th ଲୋକ ସଭା | Manmohan Singh | ୨୦୬ / ୫୪୩ |
61 | 28.55% | 2.02% | Government |
2014 | 16th ଲୋକ ସଭା | Rahul Gandhi | ୪୪ / ୫୪୩ |
162 | 19.3% | 9.25% | Opposition |
ଆଧାର
[ସମ୍ପାଦନା]- ↑ Strong Victory For Center-Left Congress Party In India—World’s Two Largest Democracies Now Firmly Reject Conservatives, Texas Liberal,
- ↑ Political Parties, International Organizations and Individuals joining the Alliance of Democrats, Alliance of Democrats
- ↑ https://www.britannica.com/topic/Indian-National-Congress
ଅଧିକ ତଥ୍ୟ
[ସମ୍ପାଦନା]- Indian National Congress — Official website
- Indian National Congress Discussion Group Archived 2007-08-14 at the Wayback Machine.
- Congress Archives
- Congress Media Archived 2013-08-27 at the Wayback Machine.
- Congress Sandesh Archived 2017-07-25 at the Wayback Machine.
- National Students Union of India Archived 2013-01-14 at the Wayback Machine.
- Indian Youth Congress Archived 2012-01-30 at the Wayback Machine.
- Indian National Congress at Curlie