ରାଜ୍ୟ ସଭା
ଦେଖଣା
(Rajya Sabhaରୁ ଲେଉଟି ଆସିଛି)
| ରାଜ୍ୟ ସଭା Council of States | |
|---|---|
| ପ୍ରକାର | |
| ପ୍ରକାର | ଉଚ୍ଚ ସଦନ of the ଭାରତୀୟ ସଂସଦ |
| ନେତୃତ୍ୱ | |
| ସଭାପତି (ଉପ ରାଷ୍ଟ୍ରପତି) | ଜଗଦୀପ ଧଙ୍କର, ଭାଜପା ୧୧ ଅଗଷ୍ଟ ୨୦୨୨ [୧]ରୁ |
| ରାଜ୍ୟସଭା ଉପାଧ୍ୟକ୍ଷ | ହରିବଂଶ ନାରାୟଣ ସିଂହ, ଜନତା ଦଳ (ୟୁ) ୯ ଅଗଷ୍ଟ ୨୦୧୮[୨]ରୁ |
| ଗୃହ ମୂଖ୍ୟନେତା | ଖାଲି ଅଛି ୪ ଜୁନ ୨୦୨୪ [୩]ରୁ |
| ବିରୋଧୀ ଦଳ ମୂଖ୍ୟନେତା | ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ୧୬ ଫେବୃଆରୀ ୨୦୨୧ [୩]ରୁ |
| ଗଠନ | |
| ଆସନ ସଂଖ୍ୟା | ସମୁଦାୟ ୨୪୫
|
| ରାଜନୈତିକ ଦଳ | ସରକାର ଜାତୀୟ ଗଣତାନ୍ତ୍ରିକ ମହାମେଣ୍ଟ (୧୧୩) ବିପକ୍ଷ
ଖାଲି (୧୫) |
| ନିର୍ବାଚନ | |
| ମାତ୍ର ଗୋଟିଏ ମତ ବିନିମୟ | |
| ଶେଷ ନିର୍ବାଚନ | ଫେବୃଆରୀ ୨୦୨୪ |
| ସାକ୍ଷାତକକ୍ଷ | |
| ରାଜ୍ୟ ସଭା ଗୃହ, ସଂସଦ, ନୂଆ ଦିଲ୍ଲୀ, ଭାରତ | |
| Website | |
| rajyasabha | |
ସଦସ୍ୟ ହେବା ପାଇଁ ଯୋଗ୍ୟତା
[ସମ୍ପାଦନା]୧) ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।
୨) ତାଙ୍କର ବୟସ ୩୦ରୁ କମ୍ ହୋଇ ନ ଥିବ ।
୩) ସେ କୌଣସି ସରକାରୀ ପଦବିରେ ନ ଥିବେ ।
୪) ସେ କୌଣସି ଫୌଜଦାରି ମାମଲାରେ ଲିପ୍ତ ନ ଥିବେ ।
୫) ସଂସଦଦ୍ୱାରା ନିର୍ଦ୍ଧାରିତ ଅନ୍ୟାନ୍ୟ ଯୋଗ୍ୟତା ତାଙ୍କର ଥିବ ।