Jump to content

ଫକୀର ମୋହନ ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
(Fakir Mohan Universityରୁ ଲେଉଟି ଆସିଛି)
ଫକୀର ମୋହନ ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟସତ୍ୟ, ସାଧନା, ସ୍ୱାଭିମାନ
ସ୍ଥାପିତ୩ ଜୁଲାଇ,୧୯୯୯
ପ୍ରକାରସାର୍ବଜନିକ
କୁଳାଧିପତିଏସ. ସି. ଜମିର ଓଡ଼ିଶା ରାଜ୍ୟପାଳ
କୁଳପତିମଧୁମିତା ଦାସ[୧]
ଅବସ୍ଥାନବାଲେଶ୍ୱର, ଓଡ଼ିଶା, ଭାରତ India
ପରିସରବ୍ୟାସବିହାର, ଗ୍ରାମାଞ୍ଚଳ
ଅନୁବନ୍ଧନଇଉ.ଜି.ସି., Association of Commonwealth Universities
ୱେବସାଇଟhttp://www.fmuniversity.nic.i


ଫକୀର ମୋହନ ବିଶ୍ୱବିଦ୍ୟାଳୟ

ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ୫ମ ବିଶ୍ୱବିଦ୍ୟାଳୟ । ୧୯୯୯[୨] ମସିହାରେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବାଲେଶ୍ୱର ଭଦ୍ରକ ଜିଲ୍ଲାର ମହାବିଦ୍ୟାଳୟମାନଙ୍କୁ ନେଇ ଗଠିତ ହେଇଥିଲା। ଏହାର ପରିସର ବାଲେଶ୍ୱର ରେମୁଣା ଗୋଲେଇ ଛକ ନିକଟବର୍ତ୍ତୀ ବ୍ୟାସବିହାରଠାରେ ଅବସ୍ଥିତ।

  1. "Official Website of Fakir Mohan University". www.fmuniversity.nic.in.
  2. "ଆର୍କାଇଭ୍ କପି". Archived from the original on 2014-05-20. Retrieved 2014-05-20. {{cite web}}: Cite has empty unknown parameter: |1= (help)