Jump to content

ମିଟେଲ୍ସମର୍ଜ

ଉଇକିପିଡ଼ିଆ‌ରୁ
ମିଟେଲ୍ସମର୍ଜ
Ovulation pain,[] mid-cycle pain[]
Approximate location of abdominal pain based on potential causes
ବିଭାଗGynecology
ଲକ୍ଷଣOne sided lower abdominal pain, spotting[][]
ଆକ୍ରାନ୍ତ ସମୟMid menstrual cycle[]
ଅବଧିMinutes to days[]
କାରଣRelated to ovulation but mechanism unclear[]
ରୋଗ ନିର୍ଣ୍ଣୟ ପଦ୍ଧତିAfter ruling out other potential causes[]
ସଠିକ ରୋଗ ନିର୍ଣ୍ଣୟAppendicitis, endometriosis, ovarian cyst, ectopic pregnancy, sexually transmitted infections[][]
ପ୍ରତିକାରBirth control pills[]
ଚିକିତ୍ସାAcetaminophen, ibuprofen[]
PrognosisNone serious[]
ପୁନଃପୌନିକ40% of women[]

ମିଟେଲ୍ସମର୍ଜ (ଇଂରାଜୀ ଭାଷାରେ Mittelschmerz) ଏକ ଶବ୍ଦ ଯାହା ଡିମ୍ବୋଦୟ ଜନିତ ଯନ୍ତ୍ରଣା ପାଇଁ ବ୍ୟବ‌ହୃତ ହୁଏ ।[] ଋତୁସ୍ରାବର ପ୍ରାୟ ୧୪ ଦିନ ପୂର୍ବରୁ ଏହି ଯନ୍ତ୍ରଣା ଆରମ୍ଭ ହୁଏ ଓ କିଛି ମିନିଟରୁ ୨ ଦିନ ପର୍ଯ୍ୟନ୍ତ ରହିଥାଏ ।[]ତଳ ପେଟର ଗୋଟିଏ ପାର୍ଶ୍ୱରେ ଯନ୍ତ୍ରଣା ହୁଏ ଏବଂ ଏହା ଦୁର୍ବଳ କିମ୍ବା ତୀକ୍ଷ୍ଣ ହୋଇପାରେ ।[] [] ଅନ୍ୟ ଲକ୍ଷଣ ମଧ୍ୟରେ ଯୋନୀପଥ ରକ୍ତସ୍ରାବ ହୋଇପାରେ ।[] ପ୍ରାୟ ଏହା ମାସିକ ଘଟେ ଏବଂ ପାର୍ଶ୍ୱ ବଦଳ ହୋଇପାରେ ।[] []

ଅନ୍ତର୍ନିହିତ ଯନ୍ତ୍ରକୌଶଳ ଅସ୍ପଷ୍ଟ କିନ୍ତୁ ଫୋଲିକଲରୁ ରକ୍ତ ଏବଂ ତରଳ ପଦାର୍ଥ ମୁକ୍ତ ହେବା କିମ୍ବା ଲ୍ୟୁଟିନାଇଜିଂ ହରମୋନର ଉଚ୍ଚ ରକ୍ତ ସ୍ତର ଯୋଗୁ ସ୍ମୁଥ ମାଂସପେଶୀ ସଂକୋଚନ ହୋଇପାରେ ।[] ଏହି ରୋଗ ନିର୍ଣ୍ଣୟ ପାଇଁ ଆପେଣ୍ଡିସାଇଟିସ୍, ଏଣ୍ଡୋମେଟ୍ରିଓସିସ, ଓଭାରିଆନ ସିଷ୍ଟ, ଅଥାନ ଗର୍ଭ ଏବଂ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହର ଅନୁପସ୍ଥିତି ପ୍ରମାଣ ଆବଶ୍ୟକ ହୁଏ ।[] [] []

ଏହାର ଚିକିତ୍ସାରେ ପାରାସେଟାମୋଲ କିମ୍ବା ଆଇବୁପ୍ରୋଫେନ ଦିଆଯାଇପାରେ ।[] ଏହାର ପ୍ରତିରୋଧ ପାଇଁ ଜନ୍ମ ନିୟନ୍ତ୍ରଣ ବଟିକା ବ୍ୟବହୃତ ହୋଇପାରେ ।[] ଏହା ଗମ୍ଭୀର ସମସ୍ୟା ନୁହେଁ; ଯଦିଓ ପୁନର୍ବାର ହୋଇପାରେ ।[] ମିଟେଲ୍ସମର୍ଜ ପ୍ରାୟ ୨୦ରୁ ୪୦% ମହିଳାଙ୍କୁ ପ୍ରଭାବିତ କରେ ।[] [] ଶବ୍ଦଟି "ମଧ୍ୟମ ଯନ୍ତ୍ରଣା" ପାଇଁ ଜର୍ମାନ ଭାଷାରୁ ଆସିଛି ।[] ଏହାର ଉପସ୍ଥିତି ମହିଳା ପ୍ରଜନନ କ୍ଷମତାପରିଚାଳନା ପାଇଁ ବ୍ୟବହୃତ ହୋଇଛି ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Ovulation pain". nhs.uk (in ଇଂରାଜୀ). 19 October 2017. Archived from the original on 4 July 2023. Retrieved 11 January 2024.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Bekaert, Sarah; Bright, Phil (19 April 2018). Women's Health: Medical Masterclass Questions and Explanatory Answers, Pt. 1 (in ଇଂରାଜୀ). 81: CRC Press. ISBN 978-1-4987-9064-2. Archived from the original on 15 January 2024. Retrieved 11 January 2024.{{cite book}}: CS1 maint: location (link)
  3. ୩.୦ ୩.୧ ୩.୨ ୩.୩ ୩.୪ Dolan, Brian; Holt, Lynda (4 June 2013). Accident & Emergency: Theory into Practice (in ଇଂରାଜୀ). Elsevier Health Sciences. p. 452. ISBN 978-0-7020-4315-4. Archived from the original on 15 January 2024. Retrieved 11 January 2024.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Brott, NR; Le, JK (January 2023). "Mittelschmerz". StatPearls. PMID 31747229. Archived from the original on 28 May 2021. Retrieved 11 January 2024.