ମାତଙ୍ଗୀ
ମାତଙ୍ଗୀ | |
---|---|
![]() Late 19th century lithograph depicting the goddess with a sword, shield, goad and club | |
Goddess of the spoken word and supernatural powers | |
Devanagari | मातङ्गी |
Sanskrit Transliteration | Mātaṅgī |
Affiliation | ଦେବୀ, ମହାବିଦ୍ୟା |
ଲୋକ | On the periphery of traditional society and in speech |
Mantra | Aim, Aum Hring Kling Hum Matangaiye Phat Swaha |
ଦେବୀ ମାତଙ୍ଗୀ ଦଶ ମହାବିଦ୍ୟାଙ୍କ ମଧ୍ୟରୁ ଅନ୍ୟତମ । ସେ ହେଉଛନ୍ତି ଶ୍ୟାମବର୍ଣ୍ଣା, ତ୍ରିନୟନା, ଲଲାଟରେ ଅର୍ଦ୍ଧଚନ୍ଦ୍ରା, ଦେବୀ ହାସ୍ୟମୟୀ, ହସ୍ତରେ ଅଙ୍କୁଶ, ପାଶ ଧାରଣ କରି ଥାଆନ୍ତି । କୁବ୍ଜିକା ତନ୍ତ୍ରରେ ବର୍ଣ୍ଣିତ ଯେ ଦେବୀ ମତଙ୍ଗାସୁରକୁ ବଧ କରିଥିବାରୁ ମାତଙ୍ଗୀ ନାମରେ ପରିଚିତା । ଦେବୀ ଭକ୍ତକୁ ସମସ୍ତ ବିପଦରୁ ପରିତ୍ରାଣ କରି ଥାଆନ୍ତି । ପୁରାକାଳରେ ନାନା ବୃକ୍ଷ ଶୋଭିତ କଦମ୍ବ କାନନରେ ସମସ୍ତ ପ୍ରାଣୀମାନଙ୍କୁ ବଶୀଭୂତ କରିବା ପାଇଁ ମାତଙ୍ଗ ମୁନି ଏକଶତ ହଜାର ବର୍ଷ ତପସ୍ୟାରତ ଥିଲେ । ତାଙ୍କର ତପସ୍ୟା ଫଳରେ ଦେବୀ ମାତଙ୍ଗୀଙ୍କ ନେତ୍ରରୁ ତେଜ ଉତ୍ପନ ହେଲା । ସେହି ତେଜରାଶିରୁ ଶ୍ୟାମଳ ରୂପିଣୀ ରାଜମାତଙ୍ଗୀ ଉତ୍ପନ ହେଲେ । ଦେବୀ- ମାତଙ୍ଗିନୀ, ଉଚ୍ଚିଷ୍ଟା ମାତଙ୍ଗୀ, ସୁର୍ମୁଖୀ ମାତଙ୍ଗୀ, ବଶ୍ୟ ମାତଙ୍ଗୀ ଏବଂ କର୍ଣ୍ଣମାତଙ୍ଗୀ ନାମରେ ପୂଜିତା । [୧] ସାଧକ ନିଜର କାର୍ଯ୍ୟ ସାଧନ ପାଇଁ ବିଭିନ୍ନ ମାତଙ୍ଗୀଙ୍କୁ ଆରାଧନା କରିଥାଏ । ସର୍ବକାର୍ଯ୍ୟ ସିଦ୍ଧି ପାଇଁ ଉଚ୍ଛିଷ୍ଟ ମାତଙ୍ଗୀ, ବଶୀକରଣ ପାଇଁ ବଶ୍ୟମାତଙ୍ଗୀ, କର୍ଣ୍ଣରେ ଶୁଣିବା ପାଇଁ କର୍ଣ୍ଣମାତଙ୍ଗୀ ପ୍ରଭୃତି ସାଧନା କରାଯାଏ । [୨]
କିମ୍ବଦନ୍ତୀ[ସମ୍ପାଦନା]
ପୂଜା[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Kinsley (1997) p. 217
- ↑ Foulston, Lynn; Abbott, Stuart (2009). Hindu goddesses: beliefs and practices. Sussex Academic Press. p. 123. ISBN 978-1-902210-43-8.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |