ମହିଳା ମୁଖ୍ୟମନ୍ତ୍ରୀଙ୍କ ତାଲିକା

ଉଇକିପିଡ଼ିଆ‌ରୁ
ବର୍ତ୍ତମାନ ପଦରେ ଥିବା ତିନି ଜଣ ମହିଳା ମୁଖ୍ୟମନ୍ତ୍ରୀ । —ବସୁନ୍ଧରା ରାଜେ ସିନ୍ଧିଆ, ମମତା ବାନାର୍ଜୀ  ଓ ମେହବୂବା ମଫ୍ଟୀ 

ସ୍ୱାଧୀନତା ପରଠୁ ଭାରତର ବିଭିନ୍ନ ରାଜ୍ୟ ଗୁଡିକରେ ୧୬ ଜଣ ମହିଳା ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ବର୍ତ୍ତମାନ ବସୁନ୍ଧରା ରାଜେ (ରାଜସ୍ଥାନ), ମମତା ବାନାର୍ଜୀ (ପଶ୍ଚିମ ବଙ୍ଗ) ଓ ମେହବୂବା ମଫ୍ତୀ (ଜାମୁ ଓ କାଶ୍ମୀର) ଭାରତର ତିନିଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ୨୯ଟି ରାଜ୍ୟ ମଧ୍ୟରୁ ୧୩ଟି ରାଜ୍ଯରେ ମହିଳାମାନେ ମୁଖ୍ୟମନ୍ତ୍ରୀର ପଦ ପାଇଛନ୍ତି । ସର୍ବାଧିକ ଭାବେ ଭାରତୀୟ ଜାତୀୟ କଂଗ୍ରେସରୁ ୫ ଜଣ ମହିଳା ମୁଖ୍ୟମନ୍ତ୍ରୀ ହେଇଛନ୍ତି ।

ଶାସନକାଳ କ୍ରମେ ମହିଳା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକା[ସମ୍ପାଦନା]

Key
କ୍ରମ ନାମ ଚିତ୍ର ରାଜ୍ୟ କାର୍ଯ୍ୟ ଭାର Total tenure ପାର୍ଟି
1 ସୁଚେତା କୃପାଲାନି 128x128_px ଉତ୍ତର ପ୍ରଦେଶ 2 October 1963 – 13 March 1967 1258 days ଭାରତୀୟ ଜାତୀୟ କଂଗ୍ରେସ
2 ନନ୍ଦିନୀ ଶତପଥୀ ଓଡ଼ିଶା 14 June 1972 – 3 March 1973

6 March 1974 – 16 December 1976

1278 days ଭାରତୀୟ ଜାତୀୟ କଂଗ୍ରେସ
3 ଶଶିକଳା କକୋଦକର 148x148_px ଗୋଆ 12 August 1973 – 27 April 1979 2084 days Maharashtrawadi Gomantak Party
4 ସୈଦା ଅନ‌ୱାରା ତୈମୁର ଆସାମ ୬ ଡିସେମ୍ବର ୧୯୮୦ – ୩୦ ଜୁନ ୧୯୮୧ 206 days ଭାରତୀୟ ଜାତୀୟ କଂଗ୍ରେସ
5 ଜାନକୀ ରାମଚନ୍ଦ୍ରନ ତାମିଲନାଡୁ ୭ ଜାନୁଆରୀ ୧୯୮୮ – ୩୦ ଜାନୁୟାରୀ ୧୯୮୮ 23 days All India Anna Dravida Munnetra Kazhagam
6 ଜୟଲଳିତା 133x133_ପିକସେଲ ତାମିଲନାଡୁ 24 June 1991 – 12 May 1996

14 May 2001 – 21 September 2001
2 March 2002 – 12 May 2006
16 May 2011 – 27 September 2014
23 May 2015 – 5 December 2016

5238 days All India Anna Dravida Munnetra Kazhagam
7 କୁମାରୀ ମାୟାବତି ଉତ୍ତର ପ୍ରଦେଶ 13 June 1995 – 18 October 1995

21 March 1997 – 21 September 1997
3 May 2002 – 29 August 2003
13 May 2007 – 15 March 2012

2562 days ବହୁଜନ ସମାଜ ପାର୍ଟି
8 ରାଜିନ୍ଦର କୌର ପଞ୍ଜାବ, ଭାରତ 21 January 1996 – 12 February 1997 388 days ଭାରତୀୟ ଜାତୀୟ କଂଗ୍ରେସ
9 ରାବଡି ଦେବୀ Bihar 25 July 1997 – 11 February 1999

9 March 1999 – 2 March 2000
11 March 2000 – 6 March 2005

2746 days ରାଷ୍ଟ୍ରୀୟ ଜନତା ଦଳ
10 ସୁଷମା ସ୍ୱରାଜ ଦିଲ୍ଲୀ 12 October 1998 – 3 December 1998 52 days ଭାରତୀୟ ଜନତା ପାର୍ଟି
11 ଶୀଲା ଦୀକ୍ଷିତ ଦିଲ୍ଲୀ 3 December 1998 – 28 December 2013 5504 days ଭାରତୀୟ ଜାତୀୟ କଂଗ୍ରେସ
12 ଉମା ଭାରତୀ ମଧ୍ୟ ପ୍ରଦେଶ 8 December 2003 – 23 August 2004 259 days ଭାରତୀୟ ଜନତା ପାର୍ଟି
13 ବସୁନ୍ଧରା ରାଜେ * 130x130_ପିକସେଲ ରାଜସ୍ଥାନ 8 December 2003 – 18 December 2008

8 December 2013 – present

3018 days ଭାରତୀୟ ଜନତା ପାର୍ଟି
14 ମମତା ବାନାର୍ଜୀ * ପଶ୍ଚିମ ବଙ୍ଗ 20 May 2011 – present 4670 days All India Trinamool Congress
15 Anandiben Patel 125x125_ପିକସେଲ ଗୁଜରାଟ 22 May 2014 – 7 August 2016 808 days ଭାରତୀୟ ଜନତା ପାର୍ଟି
16 ମେହବୂବା ମଫ୍ତି * 127x127_ପିକସେଲ ଜମ୍ମୁ ଓ କଶ୍ମୀର 4 April 2016 – 20 June 2018 807 days Jammu and Kashmir Peoples Democratic Party

ଆଧାର [ସମ୍ପାଦନା]