Jump to content

ଜୟଲଳିତା

ଉଇକିପିଡ଼ିଆ‌ରୁ
ଜେ. ଜୟଲଳିତା
ஜெ ஜெயலலிதா
୨୦୧୪ରେ ଜୟଲଳିତା
ତାମିଲନାଡୁର ମୁଖ୍ୟ ମନ୍ତ୍ରୀ
କାର୍ଯ୍ୟକାଳ
୨୩ ମଇ ୨୦୧୫  ୫ ଡିସେମ୍ବର ୨୦୧୬
ରାଜ୍ୟପାଳସି. ବିଦ୍ୟାସାଗର ରାଓ
ପୂର୍ବ ଅଧିକାରୀଓ.ପନୀରସେଲଭମ
ପର ଅଧିକାରୀଓ.ପନୀରସେଲଭମ
ନିର୍ବାଚନ ମଣ୍ଡଳୀଡ. ରାଧାକୃଷ୍ଣ ନଗର
କାର୍ଯ୍ୟକାଳ
୧୬ ମଇ ୨୦୧୧  ୨୭ ସେପ୍ଟେମ୍ବର ୨୦୧୪
ପୂର୍ବ ଅଧିକାରୀକରୁଣାନିଧି
ପର ଅଧିକାରୀଓ.ପନୀରସେଲଭମ
ନିର୍ବାଚନ ମଣ୍ଡଳୀଶ୍ରୀରଙ୍ଗମ
କାର୍ଯ୍ୟକାଳ
୨ ମାର୍ଚ୍ଚ ୨୦୦୨  ୧୨ ମଇ ୨୦୦୬
ପୂର୍ବ ଅଧିକାରୀଓ.ପନୀରସେଲଭମ
ପର ଅଧିକାରୀକରୁଣାନିଧି
ନିର୍ବାଚନ ମଣ୍ଡଳୀଅଣ୍ଡିପଟ୍ଟି
କାର୍ଯ୍ୟକାଳ
୧୪ ମଇ ୨୦୦୧  ୨୧ ସେପ୍ଟେମ୍ବର ୨୦୦୧
ପୂର୍ବ ଅଧିକାରୀକରୁଣାନିଧି
ପର ଅଧିକାରୀଓ.ପନୀରସେଲଭମ
ନିର୍ବାଚନ ମଣ୍ଡଳୀDid not contest
କାର୍ଯ୍ୟକାଳ
୨୪ ଜୁନ ୧୯୯୧  ୧୨ ମଇ ୧୯୯୬
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
ପର ଅଧିକାରୀକରୁଣାନିଧି
ନିର୍ବାଚନ ମଣ୍ଡଳୀବର୍ଗୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଜୟଲଳିତା କୋମଳବଲ୍ଲୀ

(1948-02-24)୨୪ ଫେବୃଆରୀ ୧୯୪୮
ମାଣ୍ଡ୍ୟା, ମଇଶୁର ରାଜ୍ୟ, ଭାରତ
ମୃତ୍ୟୁ୫ ଡିସେମ୍ବର ୨୦୧୬(2016-12-05) (ବୟସ ୬୮)
ଚେନ୍ନାଇ, ତାମିଲନାଡୁ
ରାଜନୀତିକ ଦଳଅଖିଳ ଭାରତୀୟ ଅନ୍ନା ଦ୍ରାବିଡ଼ ମୁନେତ୍ର କଡ଼ଗମ
ପେଷାଅଭିନେତ୍ରୀ, ରାଜନେତା

ଜୟଲଳିତା ଜୟରାମ [a] (୨୪ ଫେବୃଆରୀ ୧୯୪୮ - ୫ ଡିସେମ୍ବର ୨୦୧୬) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଓ ରାଜନେତ୍ରୀ ଥିଲେ । ସେ ତାମିଲନାଡୁରେ ୫ ଥର ମୁଖ୍ୟମନ୍ତ୍ରୀ ୧୯୯୧ରୁ ୨୦୧୬ ଭିତରେ ଚଉଦ ବର୍ଷ ଧରି ଭାବେ କାମ କରିଥିଲେ । ୧୯୮୯ରୁ ସେ ଏକ ଦ୍ରାବିଡ଼ ଦଳ ଏ.ଆଇ.ଡି.ଏମ୍.କେର ସଭାପତି ଥିଲେ । ତାଙ୍କ ସମର୍ଥକମାନେ ତାଙ୍କୁ "ଆମ୍ମା" (ମା), "ପୁରଚି ତାଳାଇବି" (ବୈପ୍ଳବିକ ନେତା) ଓ "ତାମିଲନାଡୁର ଲୌହମାନବୀ" ଭାବେ ସମ୍ବୋଧନ କରନ୍ତି ।

୨୦୧୧ ବିଧାନ ସଭା ନିର୍ବାଚନରେ ଜୟଲଳିତାଙ୍କ ନେତୃତ୍ୱାଧୀନ ଏଆଇଏଡିଏମକେ ସରକାର ଓ ତାଙ୍କ ସହ-ଦଳ ଡିଏମକେ ସହ ସମ୍ପର୍କ ଛିନ୍ନ କରି ଜିତିଥିଲେ । ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବେ ଜିତିବା ପରେ ସାମାଜିକ ବିକାଶ ନିମନ୍ତେ ବିଶାଳ ଯୋଜନାମାନ ଘୋଷଣା କରିଥିଲେ । ତେବେ ତାଙ୍କ ତିନି ବର୍ଷ ଶାସନ ପରେ ଏକ ବିଚାର ନ୍ୟାୟାଳୟ ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ୨୦୧୪ ମସିହାରେ ଦୋଷୀ ସାବ୍ୟସ୍ତ କରି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ରଦ୍ଦ କରିଥିଲେ । ଆଠ ମାସ ପରେ ତେଇଶ ଦିନ ଜେଲରେ ରହିବା ପରେ କର୍ଣ୍ଣାଟକ ହାଇକୋର୍ଟରୁ ଜୟଲଳିତା ସମସ୍ତ ଦୋଷରୁ ମୁକ୍ତ ହୋଇ ଆଉଥରେ ୨୦୧୫ ମଇରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୬ ବିଧାନ ସଭା ନିର୍ବାଚନରେ ସେ ୧୯୮୪ରେ ଏମଜିଆରଙ୍କ ପରେ ଆଉଥରେ ମୁଖ୍ୟମନ୍ତ୍ରୀ ହେବାରେ ପ୍ରଥମ ମୁଖ୍ୟମନ୍ତ୍ରୀ । ସେହି ବର୍ଷ ସେ ଗୁରୁତର ଭାବେ ଅସୁସ୍ଥ ହୋଇ ୭୫ ଦିନ କାଳ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ୨୦୧୬ ଡିସେମ୍ବର ୫ ତାରିଖରେ ଏକ ହୃଦ୍‌ରୋଧର ଶୀକାର ହୋଇ ମୃତ୍ୟୁବରଣ କରିଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଚଳଚ୍ଚିତ୍ର ଜୀବନ

[ସମ୍ପାଦନା]

ଅଧିକ ଦେଖନ୍ତୁ: ଜୟଲଳିତାଙ୍କ ଅଭିନୀତ କଥାଚିତ୍ର

ରାଜନୈତିକ ଜୀବନ

[ସମ୍ପାଦନା]
  1. "'Scrabble' in real life". The Hindu.
  2. "Chasing The Poll Stars". Tehelka. Archived from the original on 2016-10-22. Retrieved 2016-12-07.
  1. ଜ୍ୟୋତିଷ କାରଣ ସକାଶେ ୨୦୦୧ ମସିହାରେ ଜୟଲଳିତା ତାଙ୍କ ନାମର ଇଂରାଜୀ ବନାନରେ ଅଧିକ ଏକ "a" ଯୋଡ଼ିଥିଲେ ।[][]

ବାହାର ତଥ୍ୟ

[ସମ୍ପାଦନା]