ଶୀଲା ଦୀକ୍ଷିତ

ଉଇକିପିଡ଼ିଆ‌ରୁ
ଶିଳା ଦିକ୍ଷିତ
କେରଳର ରାଜ୍ୟପାଳ
କାର୍ଯ୍ୟକାଳ
୧୧ ମାର୍ଚ୍ଚ ୨୦୧୪ – ୨୫ ଅଗଷ୍ଟ ୨୦୧୪
ପୂର୍ବ ଅଧିକାରୀନିଖିଳ କୁମାର
ପର ଅଧିକାରୀପି ସଥାଶିବମ [୧]
ଦିଲ୍ଲୀର ୬ଷ୍ଠ ମୁଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୩ ଡିସେମ୍ବର ୧୯୯୮ – ୨୮ ଡିସେମ୍ବର ୨୦୧୩
ପୂର୍ବ ଅଧିକାରୀସୁଷମା ସ୍ୱରାଜ
ପର ଅଧିକାରୀଅରବିନ୍ଦ କେଜରିୱାଲ
Member of Legislative Assembly
New Delhi
Gole Market (1998–2008)
କାର୍ଯ୍ୟକାଳ
୩ ଡିସେମ୍ବର ୧୯୯୮ – ୨୮ ଡିସେମ୍ବର ୨୦୧୩
ପୂର୍ବ ଅଧିକାରୀକୀର୍ତ୍ତି ଆଜାଦ
ସାଂସଦ, କନୌଜ
କାର୍ଯ୍ୟକାଳ
୧୯୮୪ – ୮୯
ପୂର୍ବ ଅଧିକାରୀଛୋଟେ ସିଂହ ଯାଦବ
ପର ଅଧିକାରୀଛୋଟେ ସିଂହ ଯାଦବ
Member of Indian delegation
United Nations Commission on the Status of Women
କାର୍ଯ୍ୟକାଳ
୧୯୮୪ – ୮୯
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ରାଜୀବ ଗାନ୍ଧୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1938-03-31) ୩୧ ମାର୍ଚ୍ଚ ୧୯୩୮ (ବୟସ ୮୫)
କପୁରଥଲା, ପଞ୍ଜାବ ପ୍ରଦେଶ, ଭାରତ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବିନୋଦ ଦିକ୍ଷିତ
ସନ୍ତାନସନ୍ଦିପ ଦିକ୍ଷିତ, ଲତିକା ଦିକ୍ଷିତ ସୟିଦ
ଶିକ୍ଷାନୁଷ୍ଠାନମିରନ୍ଦା ହାଉସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ
୧୩ ଅଗଷ୍ଟ, 2012 ସୁଦ୍ଧା
ଆଧାର: ଦିଲ୍ଲୀ ରାଜ୍ୟପାଳ

ଶୀଳା ଦିକ୍ଷିତ ୩୧ ମାର୍ଚ୍ଚ ୧୯୩୮ରେ ଜନ୍ମିତ ଜଣେ ଭାରତୀୟ ରାଜନେତ୍ରୀ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ । କଂଗ୍ରେସ ତରଫରୁ ତିନିଥର ଲଗାତର ମୁଖ୍ୟମନ୍ତ୍ରୀ ପଦ ଜିଣିଥିଲେ । ଡିସେମ୍ବର ୨୦୧୩ରେ ଆମ ଆଦମୀ ପାର୍ଟିର ଅରବିନ୍ଦ କେଜରିୱାଲଙ୍କଠାରୁ ପରାସ୍ତ ହେବା ପରେ କେରଳର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ପରେ ସେଠାରୁ ୧୧ ମାର୍ଚ୍ଚ ୨୦୧୪ରେ ଇସ୍ତଫା ଦେଇଥିଲେ । [୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶିଳା ଦିକ୍ଷିତ ୩୧ ମାର୍ଚ୍ଚ ୧୯୩୮ରେ ପଞ୍ଜାବର କପୁରଥଲାଠାରେ ଏକ କ୍ଷତ୍ରିୟ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । [୩] ସେ ଦିଲ୍ଲୀର ଜିସୁ ଏଣ୍ଡ ମେରୀ ବିଦ୍ୟାଳୟରେ କନଭେଣ୍ଟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରନ୍ଦା ହାଉସରୁ କଳାରେ (ଇତିହାସ) ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢ଼ିଥିଲେ । [୪]



ପୁରସ୍କାର ଓ ସମ୍ମାନ[ସମ୍ପାଦନା]

=

ଆଧାର[ସମ୍ପାଦନା]

  1. "Sathasivam becomes Kerala governor, to take oath on September 5". India Today. 3 September 2014. Retrieved 29 January 2016.
  2. "Kerala Governor Sheila Dikshit resigns". 26 August 2014. Retrieved 31 August 2014.
  3. Iyer, Lakshmi (15 December 2003). "Metro Mater". India Today. Archived from the original on 2 December 2013.
  4. "Sheila Dikshit: Profile". Express India. 10 December 2003. Archived from the original on 11 October 2012. Retrieved 13 August 2012.
  5. "Delhi CM Sheila Dikshit honoured with Dara Shikoh award". Indiatoday. PTI. 11 Apr 2010. Retrieved 4 July 2014.
  6. "'21st century is going to be the century of women'". The Hindu. 24 Jul 2013. Retrieved 4 Jul 2014.

ବାହ୍ୟ ଲିଙ୍କ[ସମ୍ପାଦନା]

ଛାଞ୍ଚ:S-gov
Preceded by
ନିଖିଳ କୁମାର
କେରଳର ରାଜ୍ୟପାଳ
୪ ମାର୍ଚ୍ଚ ୨୦୧୪ - ୨୫ ଅଗଷ୍ଟ ୨୦୧୪
Succeeded by
ପି ସଥାଶିବମ
Political offices
Preceded by
ସୁଷମା ସ୍ୱରାଜ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ
୧୯୯୮–୨୦୧୩
Succeeded by
ଅରବିନ୍ଦ କେଜରିୱାଲ