ବନ୍ତ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ବନ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଜିଲ୍ଲା: ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ବନ୍ତ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଥିଲା । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ଥିଲା: ଭଣ୍ଡାରିପୋଖରୀ ବ୍ଳକ ଓ ବନ୍ତ ବ୍ଳକ ।

ଏହି ନିର୍ବାଚନ ମଣ୍ଡଳୀ ୧୯୫୨ ମସିହରେ ଗଠିତ ହୋଇଥିଲା ଏବଂ ଏହି ନିର୍ବାଚନ ମଣ୍ଡଳୀରେ ଥରେ ମାତ୍ର ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୧] ଏହାପରେ ଏହି ନିର୍ବାଚନ ମଣ୍ଡଳୀର ନାମ ପରିବର୍ତ୍ତନ କରାଯାଇ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରଖାଯାଇଥିଲା ।

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Odisha Legislative Assembly". odishaassembly.nic.in. Retrieved 21 June 2020.