ଆଶାରାମ ଭୋଇ

ଉଇକିପିଡ଼ିଆ‌ରୁ
ଆଶାରାମ ଭୋଇ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଅର୍ଜୁନ ଦାସ, ଗଣେଶ ରାମ ବରିହା
ପର ଅଧିକାରୀଶୋଭାକର ବରିହା
ନିର୍ବାଚନ ମଣ୍ଡଳୀପାଟଣାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1907-06-30)୩୦ ଜୁନ ୧୯୦୭
ମୃତ୍ୟୁ୩ ଜୁନ ୧୯୭୪(1974-06-03) (ବୟସ ୬୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀପ୍ରଭା ଭୋଇ ଓ ସୁଭଦ୍ରା ଭୋଇ
ବାପା/ବୋଉକିର୍ତ୍ତନ ଭୋଇ (ବାପା)
ବୃତ୍ତିରାଜନୀତିଜ୍ଞ

ଆଶାରାମ ଭୋଇ (୩୦ ଜୁନ ୧୯୦୭ - ୩ ଜୁନ ୧୯୭୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଆଶାରାମ ଭୋଇ ୧୯୦୭ ମସିହାର ଜୁନ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କିର୍ତ୍ତନ ଭୋଇ ଏବଂ ପତ୍ନୀଙ୍କ ନାମ ପ୍ରଭା ଭୋଇ ଓ ସୁଭଦ୍ରା ଭୋଇ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଆଶାରାମ ଭୋଇ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଆଶାରାମ ଭୋଇ ୧୯୭୪ମସିହାର ଜୁନ ୩ ତାରିଖରେ ୬୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Asharam Bhoi". odishaassembly.nic.in. Odisha Assembly. Retrieved 18 September 2021.