ଆଶାରାମ ଭୋଇ
Appearance
ଆଶାରାମ ଭୋଇ | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଅର୍ଜୁନ ଦାସ, ଗଣେଶ ରାମ ବରିହା |
ପର ଅଧିକାରୀ | ଶୋଭାକର ବରିହା |
ନିର୍ବାଚନ ମଣ୍ଡଳୀ | ପାଟଣାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩୦ ଜୁନ ୧୯୦୭ |
ମୃତ୍ୟୁ | ୩ ଜୁନ ୧୯୭୪ | (ବୟସ ୬୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ପ୍ରଭା ଭୋଇ ଓ ସୁଭଦ୍ରା ଭୋଇ |
ବାପା/ବୋଉ | କିର୍ତ୍ତନ ଭୋଇ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଆଶାରାମ ଭୋଇ (୩୦ ଜୁନ ୧୯୦୭ - ୩ ଜୁନ ୧୯୭୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଆଶାରାମ ଭୋଇ ୧୯୦୭ ମସିହାର ଜୁନ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କିର୍ତ୍ତନ ଭୋଇ ଏବଂ ପତ୍ନୀଙ୍କ ନାମ ପ୍ରଭା ଭୋଇ ଓ ସୁଭଦ୍ରା ଭୋଇ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଆଶାରାମ ଭୋଇ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଆଶାରାମ ଭୋଇ ୧୯୭୪ମସିହାର ଜୁନ ୩ ତାରିଖରେ ୬୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Asharam Bhoi". odishaassembly.nic.in. Odisha Assembly. Retrieved 18 September 2021.