ଧରଣୀଧର ଜେନା

ଉଇକିପିଡ଼ିଆ‌ରୁ
ଧରଣୀଧର ଜେନା
ସାଂସଦ ଲୋକ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀକାହ୍ନୁ ଚରଣ ଜେନା
ପର ଅଧିକାରୀଅର୍ଜୁନ ଚରଣ ସେଠୀ
ନିର୍ବାଚନ ମଣ୍ଡଳୀଭଦ୍ରକ, ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀବସନ୍ତପ୍ରସଭା ଜେନା

ଧରଣୀଧର ଜେନା ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ୧୯୬୭ ମସିହାରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱତନ୍ତ୍ର ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ।[୧][୨][୩][୪]

ରାଜନୈତିକ ଜୀବନ[ସମ୍ପାଦନା]

ଧରଣୀଧର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ସାଧାରଣ ନିର୍ବାଚନରେ ସେ ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହି ଲୋକ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହଯାଏଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. India. Parliament. Lok Sabha (2003). Indian Parliamentary Companion: Who's who of Members of Lok Sabha. Lok Sabha Secretariat. p. 206. Retrieved 29 December 2018.
  2. Times of India (Firm) (1970). The Times of India Directory and Year Book Including Who's who. Bennett, Coleman & Company. p. 357. Retrieved 29 December 2018.
  3. Reference India. Tradesman & Men India. 1969. p. 84. Retrieved 29 December 2018.
  4. Hindustan Year-book and Who's who. M. C. Sarkar. 1967. p. 95. Retrieved 29 December 2018.
  5. ନାୟକ, ଉଦ୍ଧବ ଚରଣ. ଓଡ଼ିଶା ରାଜନୀତିର ଇତିହାସ (ଜାନୁଆରୀ ୨୦୧୪ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୭୬.

ବାହାର ଆଧାର[ସମ୍ପାଦନା]