ଡୋକ୍ରିଚଞ୍ଚଡ଼ା ଜଳପ୍ରପାତ
Appearance
ଅବସ୍ଥାନ | କଳାହାଣ୍ଡି ଜିଲ୍ଲା, ଓଡ଼ିଶା, ଭାରତ |
---|---|
ପ୍ରକାର | ଘୋଡ଼ା ଲାଞ୍ଜ ପରି |
ଉଚ୍ଚତା | 244 ମି[convert: unknown unit] |
ଖାଲମାନଙ୍କ ସଂଖ୍ୟା | ୧ |
ଝରଣା | କୋରାପାଣି ନାଳ |
ଡୋକ୍ରିଚଞ୍ଚଡ଼ା କଳାହାଣ୍ଡି ଜିଲ୍ଲାରେ ଥିବା ଏକ ଜଳପ୍ରପାତ । ଏହା କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଦୁଦକଠେଙ୍ଗା ଗାଁରେ ଅବସ୍ଥିତ ।[୧] ଏଠାରେ ଆଗ୍ନେୟଗିରି ଉଦ୍ଗୀରଣ ଫଳରେ ପ୍ରାକୃତିକ ଗୁମ୍ଫା ତିଆରି ହୋଇ ପରେ ଜଳପ୍ରପାତ ସୃଷ୍ଟି ହୋଇଛି । ଜଳପ୍ରପାତକୁ ଲାଗିଥିବା ଡୋକ୍ରିଚଞ୍ଚଡ଼ା ଅଞ୍ଚଳ ଅଧୀନରେ ଥିବା ଅମ୍ପାନି, ଟେମରା, କଭଦଳ, ଡାବ୍ରିଗଡ଼, ପୋଢ଼ାଗୁଡ଼ା, କୁତ୍ରୁ, ଘଣ୍ଟିଗୁଡ଼ା, ସିଉଣି ଓ ବିରିମାଲ ଆଦି ଅଞ୍ଚଳରେ କନ୍ଧ, ଗଣ୍ଡ, ପରଜା, ଭାଟରା, ଗଢ଼ବା ଓ ସଉରା (ଶବର) ଆଦି ଅଦିମ ଜନଜାତି ବାସ କରିଥାନ୍ତି । ଏହି ଜଳପ୍ରପାତକୁ ଲାଗି ଘନ ବନାନୀ ବେଢ଼ି ରହିଛି । ଏକ କିଲୋମିଟର ବ୍ୟାପୀ ଏକ ଗ୍ରାନାଇଟର ଚଟାଣ ଉପରେ ଏହି ଜଳପ୍ରପାତ ବହିଛି ।[୨]
ଆଧାର
[ସମ୍ପାଦନା]- ↑ "List of Total Habitations with 100% Population Coverage". Ministry of Drinking Water and Sanitation. Retrieved 26 September 2013.
- ↑ "NRO urges Centre to set up 'Indira Gandhi Rastriya Manava Sangrahalay' in Kalahandi". OdishaToday. 20 August 2013. Archived from the original on 7 March 2016. Retrieved 26 September 2013.