Jump to content

ଏସୋମେପ୍ରାଜୋଲ

ଉଇକିପିଡ଼ିଆ‌ରୁ
ଏସୋମେପ୍ରାଜୋଲ
Clinical data
Pronunciation/ˌɛsˈmɛprəˌzl, -ˈm-, -ˌzɒl/[]
Trade namesNexium, others[]
AHFS/Drugs.commonograph
MedlinePlusa699054
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth, IV
    Legal status
    Legal status
    Pharmacokinetic data
    Bioavailability50 to 90%
    MetabolismLiver (CYP2C19, CYP3A4)
    Elimination half-life1–1.5 hours
    Excretion80% Kidney
    20% Faecal
    Identifiers
    • (S)-(−)-5-Methoxy-2-[(4-methoxy-3,5-dimethylpyridin-2-yl)methylsulfinyl]-3H-benzoimidazole
    ECHA InfoCard100.149.048 Edit this at Wikidata
    Chemical and physical data
    FormulaC17H19N3O3S
    Molar mass୩୪୫.୪୨ g·mol−1
    3D model (JSmol)
    • COc1ccc2nc([nH]c2c1)S(=O)Cc1ncc(C)c(OC)c1C
    • InChI=1S/C17H19N3O3S/c1-10-8-18-15(11(2)16(10)23-4)9-24(21)17-19-13-6-5-12(22-3)7-14(13)20-17/h5-8H,9H2,1-4H3,(H,19,20)/t24-/m1/s1 checkY
    • Key:SUBDBMMJDZJVOS-XMMPIXPASA-N checkY
      (verify)
    ଏସୋମେପ୍ରାଜୋଲ
    Clinical data
    Pronunciation/ˌɛsˈmɛprəˌzl, -ˈm-, -ˌzɒl/[]
    Trade namesNexium, others[]
    AHFS/Drugs.commonograph
    MedlinePlusa699054
    data
    Pregnancy
    category
    • AU: B3
    • US: C (Risk not ruled out)
      Routes of
      administration
      By mouth, IV
      Legal status
      Legal status
      Pharmacokinetic data
      Bioavailability50 to 90%
      MetabolismLiver (CYP2C19, CYP3A4)
      Elimination half-life1–1.5 hours
      Excretion80% Kidney
      20% Faecal
      Identifiers
      • (S)-(−)-5-Methoxy-2-[(4-methoxy-3,5-dimethylpyridin-2-yl)methylsulfinyl]-3H-benzoimidazole
      ECHA InfoCard100.149.048 Edit this at Wikidata
      Chemical and physical data
      FormulaC17H19N3O3S
      Molar mass୩୪୫.୪୨ g·mol−1
      3D model (JSmol)
      • COc1ccc2nc([nH]c2c1)S(=O)Cc1ncc(C)c(OC)c1C
      • InChI=1S/C17H19N3O3S/c1-10-8-18-15(11(2)16(10)23-4)9-24(21)17-19-13-6-5-12(22-3)7-14(13)20-17/h5-8H,9H2,1-4H3,(H,19,20)/t24-/m1/s1 checkY
      • Key:SUBDBMMJDZJVOS-XMMPIXPASA-N checkY
        (verify)

      ଏସୋମେପ୍ରାଜୋଲ (ଇଂରାଜୀ ଭାଷାରେ Esomeprazole), ବିକ୍ରୟ ନାମ ନେକ୍ସିଅମ (Nexium), [] ଗୋଟିଏ ଔଷଧ ଯାହା ପାକସ୍ଥଳୀ ଅମ୍ଳ କମେଇଦିଏ । ଏହା ଗ୍ୟାଷ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ରୋଗ, ପେପ୍ଟିକ୍ ଅଲସର୍ ରୋଗ ଏବଂ ଜୋଲିଞ୍ଜର-ଏଲିସନ ସିଣ୍ଡ୍ରୋମ ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] [] ଏହା ପ୍ରୋଟୋନ ପମ୍ପ ଇନହିବିଟର ଭଳି ଫଳପ୍ରଦ ହୁଏ | ଏହାକୁ ପାଟିରେ କିମ୍ବା ଇଞ୍ଜେକସନ ସାହାଯ୍ୟରେ ଦିଆଯାଏ | []

      ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, କୋଷ୍ଠକାଠିନ୍ୟ, କୋଷ୍ଠକାଠିନ୍ୟ, ଶୁଖିଲା ପାଟି ଏବଂ ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ | [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା, କ୍ଲୋଷ୍ଟ୍ରିଡିୟମ୍ ଡିଫାଇସିଲ୍ ସଂକ୍ରମଣ ଏବଂ ନିମୋନିଆ ଅନ୍ତର୍ଭୁକ୍ତ ହୋଇପାରେ। [] ସ୍ତନ୍ୟପାନ ସମୟରେ ନିରାପତ୍ତା ଅସ୍ପଷ୍ଟ ଥିବାବେଳେ ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହୁଏ । ଓମେପ୍ରାଜୋଲର ଏକ ଆଇସୋମର ହେଉଛି ଏସୋମେପ୍ରାଜୋଲ । [] ପାକସ୍ଥଳୀର ପାରାଇଏଟାଲ ଜୀବକୋଷରେ ଥିବା ଏଚକେଏଟିପେଜକୁ (H+/K+-ATPase) ଅବରୋଧ କରି କର୍ମକ୍ଷମ ହୁଏ | []

      ଏହା ୧୯୯୩ରେ ଉପସ୍ଥାପି ହୋଇ ୨୦୦୦ ମସିହାରେ ମେଡିକାଲ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [] ଏହା ଏକ ଜେନେରିକ

      ଔଷଧ ଭାବରେ ଉପଲବ୍ଧ ଏବଂ ଅନେକ ଦେଶରେ ବିନା ପ୍ରେସକ୍ରିପସନରେ ବିକ୍ରି ହୁଏ | [] [] ଯୁକ୍ତରାଜ୍ୟରେ ୨୦୧୯ ମସିହାର ଏକ ମାସର ଯୋଗାଣ ନିମନ୍ତ ଏନଏଚଏସକୁ £ ୩ ମୂଲ୍ୟ ଦେବାକୁ ପଡ଼ୁଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧୦ ଆମେରିକୀୟ ଡଲାର ଅଟେ । ୨୦୧୭ରେ, ଏହା ଆମେରିକାର ୮୮ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା ଯାହାର ନଅ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। ଯୁକ୍ତରାଷ୍ଟ୍ରରେ ଏହା ବିନା ପ୍ରେସକ୍ରିପସନରେ ମଧ୍ୟ ଉପଲବ୍ଧ |  

      1. "Esomeprazole". Merriam-Webster Dictionary. Retrieved 2016-01-21.
      2. 1 2 3 "Esomeprazole brand names". Archived from the original on 2020-06-18. Retrieved 2021-07-02.
      3. 1 2 "1.4 Esomeprazole". Therapeutic Goods Administration (TGA). 15 September 2017. Archived from the original on 19 July 2020. Retrieved 19 July 2020.
      4. "Esomeprazole". Merriam-Webster Dictionary. Retrieved 2016-01-21.
      5. 1 2 3 4 5 6 "Esomeprazole Magnesium Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
      6. British national formulary : BNF 76 (76 ed.). Pharmaceutical Press. 2018. p. 78. ISBN 9780857113382.
      7. Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 445. ISBN 9783527607495.
      8. Learning, Jones & Bartlett (2017). 2018 Nurse's Drug Handbook. Jones & Bartlett Learning. p. 394. ISBN 9781284121346.
      9. 1 2 British national formulary : BNF 76 (76 ed.). Pharmaceutical Press. 2018. p. 78. ISBN 9780857113382.