ଉଇକିପିଡ଼ିଆ:ମାସର ବଛା ଲେଖା

ଉଇକିପିଡ଼ିଆ ରୁ
(ଉଇକିପିଡ଼ିଆ:Featured article ରୁ ଲେଉଟି ଆସିଛି)
Jump to navigation Jump to search
ଅକ୍ଟୋବର ମାସର ବଛାଲେଖା

୨୦୧୨ ମସିହାର ମାଲେସିଆ ଗ୍ରଁ-ପ୍ରିରେ ମୋଟର ଦୌଡ଼ ଆରମ୍ଭ ବେଳର ଚିତ୍ର

ଫର୍ମୁଲା ୱାନ୍ ବା ଫର୍ମୁଲା-୧ (ଇଂରାଜୀରେ Formula One ବା Formula 1 ବା F1,ଇଂରାଜୀ ଉଚ୍ଚାରଣ ଫୋର୍ମ୍ୟୁଲା ୱନ୍) ବିଶ୍ୱର ସର୍ବୋତ୍କୃଷ୍ଟ ଓ ବ୍ୟୟବହୁଳ ମୋଟର ଦୌଡ଼ ପ୍ରତିଯୋଗିତା । ଦୌଡ଼ରେ ଭାଗ ନେଉଥିବା ଏହି ଖୋଲା ଚାରି-ଚକିଆ ମୋଟର ଗାଡ଼ିଗୁଡ଼ିକରେ ଜଣେ ଚାଳକ ବସିପାରୁଥିବା ଭଳି ବ୍ୟବସ୍ଥା ଥାଏ ଓ ଏମାନେ ଅତି ଦ୍ରୁତ ବେଗରେ ଗତି କରନ୍ତି । ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘ (Fédération Internationale de l'Automobile – FIA) ଏହି ଦୌଡ଼ ପ୍ରତିଯୋଗିତାର ନିୟମ ପ୍ରଣୟନ, ସଞ୍ଚାଳନ ଓ ନିୟନ୍ତ୍ରଣ କରିଥାଏ । ୧୯୫୦ ମସିହାରେ ପ୍ରଥମେ ଏହି ମୋଟର ଦୌଡ଼ ଆୟୋଜିତ ହୋଇଥିଲା ଏବଂ ତାହା ପରଠାରୁ ଏହି ପ୍ରତିଯୋଗିତାକୁ ଉଚ୍ଚତମ ମାନର ମୋଟର ଦୌଡ଼ ପ୍ରତିଯୋଗିତା ଭାବେ ବିବେଚନା କରାଯାଇଥାଏ । ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘଦ୍ୱାରା ପ୍ରଣିତ ନିୟମାବଳୀକୁ ଫର୍ମୁଲା (ଯାହା ସବୁ ନିର୍ମାତା ଓ ଚାଳକ ମାନିବାକୁ ବାଧ୍ୟ) ଏବଂ ମାନରେ ଉତ୍କୃଷ୍ଟତା ପାଇଁ କ୍ରମାଙ୍କ ୧କୁ ମିଶାଇ ଏହି ମୋଟର ଦୌଡ଼କୁ ଫର୍ମୁଲା-୧ ବୋଲି କୁହାଯାଇଥାଏ । ପ୍ରତିବର୍ଷ ହେଉଥିବା ମୋଟର ଦୌଡ଼ ପ୍ରତିଯୋଗିତାକୁ “ଫର୍ମୁଲା-୧ କ୍ରୀଡ଼ାବର୍ଷ” ବା “ଫର୍ମୁଲା-୧ ସିଜନ୍” ବୋଲି କୁହାଯାଏ । ଗୋଟିଏ କ୍ରୀଡ଼ାବର୍ଷରେ ଅନେକ ଦେଶରେ ଗୋଟିଏ ଲେଖାଏଁ ମୋଟର ଦୌଡ଼ ଅନୁଷ୍ଠିତ ହୁଏ ଯାହାକୁ ଗ୍ରାଁ-ପ୍ରି (ଇଂରାଜୀରେ Grands Prix) ବୋଲି କୁହାଯାଏ । ଏହି ଦୌଡ଼ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଦୌଡ଼ ପରିକ୍ରମଣ ସଡ଼କ (ରେସିଂ ସର୍କିଟ୍) କିମ୍ବା କିଛି ଦେଶରେ ସାଧାରଣ ଯାତାୟତ ପାଇଁ ଉଦ୍ଦୀଷ୍ଟ ସଡ଼କ ବ୍ୟବହୃତ ହୋଇଥାଏ ।

ପୁରା ପଢନ୍ତୁ...


ଆଗାମୀ ମାସର ବଛା ଲେଖା ଅନୁରୋଧ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆର କୌଣସି ପ୍ରସଙ୍ଗକୁ ଆସନ୍ତା ଏକ ମାସର ବଛାଲେଖା ଭାବେ ପ୍ରଧାନ ପୃଷ୍ଠାରେ ସ୍ଥାନିତ କରିବାକୁ ଚାହୁଁଥିଲେ, ତଳେ ଥିବା ତାଲିକାରେ ସେହି ମାସ ନିମନ୍ତେ ନିଜ ମନୋନୀତ ପ୍ରସଙ୍ଗଟିର ନାମ ଲେଖନ୍ତୁ ।

ମାସର ବଛା ଲେଖା ଅନୁରୋଧ, ୨୦୧୬[ସମ୍ପାଦନା]

ଜାନୁଆରୀ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ଫେବୃଆରୀ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ: ହ୍ଵାଟ୍ସଅପ୍ --T3knikalteenager (ମୋ ଆଲୋଚନା) ୦୭:୦୮, ୨ ଫେବୃଆରୀ ୨୦୧୬ (IST)

N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)

ପ୍ରସଙ୍ଗର ନାମ: ଗାନ୍ଧୀ ତିରୋଧାନ--Aliva Sahoo ୨୩:୫୨, ୨ ଫେବୃଆରୀ ୨୦୧୬ (IST)

N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)

ମାର୍ଚ୍ଚ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ: ଦୋଳପର୍ବ

N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)

ଅପ୍ରେଲ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ: ଓଡ଼ିଶା ବିଷୟଟି କାରଣ ଅପ୍ରେଲ ମାସରେ ଓଡ଼ିଶା ଦିବସ ପାଳନ କରାଯାଏ - ମୋର ମନୋନୀତ ବଛା ଲେଖା । -Pmsarangi (ମୋ ଆଲୋଚନା) ୧୪:୦୯, ୨୩ ମାର୍ଚ୍ଚ ୨୦୧୬ (IST)

Rajalaxmi Mishra ପ୍ରସଙ୍ଗଟିକୁ ଆର ମାସକୁ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୫୩, ୨୮ ମାର୍ଚ୍ଚ ୨୦୧୬ (IST)
ରାଜଲକ୍ଷ୍ମୀ, ଜ୍ଞାନ ଭାଇଙ୍କ ସହ ସହମତ, ମଇ ମାସର ବଛାଲେଖା ପାଇଁ ସମର୍ଥନ, ଏମିତିରେ ବି ପ୍ରସଙ୍ଗର କିଛି ଭାଗଲେଖା ବାକି ଅଛି ପରି ଲାଗୁଛି, ସେତେବେଳକୁ ସରିଯାଇଥିବ । --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)
ଠିକ୍ ଅଛି। No problem। --Rajalaxmi Mishra (ମୋ ଆଲୋଚନା) ୧୨:୩୫, ୨୮ ମାର୍ଚ୍ଚ ୨୦୧୬ (IST)
Symbol support vote.svg ସମର୍ଥନ, ୟା ପର ମାସରେ ଆନି ବେସାନ୍ତ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୪୯, ୨୮ ମାର୍ଚ୍ଚ ୨୦୧୬ (IST)
Symbol support vote.svg ସମର୍ଥନ --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)

ମଇ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:ଓଡ଼ିଆ ନୂଆବର୍ଷ ବା ପଣା ସଂକ୍ରାନ୍ତି ଅଥବା ହନୁମାନ ଜୟନ୍ତୀ - ମୋର ମନୋନୀତ ବଛା ଲେଖା । --Pmsarangi (ମୋ ଆଲୋଚନା) ୧୪:୧୮, ୨୩ ମାର୍ଚ୍ଚ ୨୦୧୬ (IST)

ଜୁନ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ: ଅଟାରୀ--Adyasha1994 (ମୋ ଆଲୋଚନା)

 :N ବଛା ଲେଖା ନିମନ୍ତେ ଉପଯୁକ୍ତ ମାନର ପ୍ରସଙ୍ଗ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୫, ୧ ଜୁନ ୨୦୧୬ (IST)

ଜୁଲାଇ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:ବନ୍ଧୁତା--Abha S Pradhan (ମୋ ଆଲୋଚନା) ୦୩:୨୫, ୨୮ ମଇ ୨୦୧୬ (IST)

ଅଗଷ୍ଟ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:ସରବଜିତ ସିଂ--Subharajit Jena (ମୋ ଆଲୋଚନା)

ସେପ୍ଟେମ୍ବର ପାଇଁ ମନୋନୟନ[ସମ୍ପାଦନା]

ଅକ୍ଟୋବର ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ନଭେମ୍ବର ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ଡିସେମ୍ବର ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ: