ଉଇକିପିଡ଼ିଆ:ମାସର ବଛା ଲେଖା

ଉଇକିପିଡ଼ିଆ‌ରୁ
(ଉଇକିପିଡ଼ିଆ:FAରୁ ଲେଉଟି ଆସିଛି)
ଫେବୃଆରୀ ମାସର ବଛାଲେଖା

ସୁନ୍ଦରବନ ଜାତୀୟ ଉଦ୍ୟାନରେ ଏକ ବାଘ

ସୁନ୍ଦରବନ ଜାତୀୟ ଉଦ୍ୟାନ ଏକ ଜାତୀୟ ଉଦ୍ୟାନ, ବ୍ୟାଘ୍ର ଅଭୟାରଣ୍ୟ ଓ ସଂରକ୍ଷିତ ଜୈବଗୋଲକ । ଭାରତର ପଶ୍ଚିମବଙ୍ଗ ରାଜ୍ୟରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଗାଙ୍ଗେୟ ତ୍ରିକୋଣଭୂମିରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ବ୍ୟାପ୍ତ ସୁନ୍ଦରବନ ଜଙ୍ଗଲର ଭାରତୀୟ ଅଂଶରେ ଏହି ଜାତୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି । ସୀମାରେଖାର ଆର ପାର୍ଶ୍ୱରେ ବଙ୍ଗଳାଦେଶର ସୁନ୍ଦରବନ ସଂରକ୍ଷିତ ଜଙ୍ଗଲ ରହିଛି । ଗାଙ୍ଗେୟ ତ୍ରିକୋଣଭୂମି ଲୁଣା ଜଙ୍ଗଲରେ ଭର୍ତ୍ତି । ବାଘଙ୍କ ପାଇଁ ସ୍ଥାପିତ ସର୍ବବୃହତ ଅଭୟାରଣ୍ୟ ହେଉଛ ସୁନ୍ଦରବନ ।

ଅନେକ ପ୍ରଜାତିର ପକ୍ଷୀ, ସରୀସୃପ, ଅମେରୁଦଣ୍ଡୀ ଜୀବ ସୁନ୍ଦରବନରେ ବସବାସ କରନ୍ତି । ଏଠାରେ ଅନେକ ବଉଳା କୁମ୍ଭୀର ମଧ୍ୟ ରହିଛନ୍ତି । ସୁନ୍ଦରବନକୁ ୧୯୭୩ ମସିହାରେ ଏକ ବ୍ୟାଘ୍ର ଅଭୟାରଣ୍ୟର କୋର୍ ଅଞ୍ଚଳ ଓ ୧୯୭୭ ମସିହାରେ ବନ୍ୟପ୍ରାଣୀ ଅଭୟାରଣ୍ୟ ବୋଲି ଅଭିହିତ କରାଗଲା ।

ପୁରା ପଢନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ଆଗାମୀ ମାସର ବଛା ଲେଖା ଅନୁରୋଧ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆର କୌଣସି ପ୍ରସଙ୍ଗକୁ ଆସନ୍ତା ଏକ ମାସର ବଛାଲେଖା ଭାବେ ପ୍ରଧାନ ପୃଷ୍ଠାରେ ସ୍ଥାନିତ କରିବାକୁ ଚାହୁଁଥିଲେ, ତଳେ ଥିବା ତାଲିକାରେ ସେହି ମାସ ନିମନ୍ତେ ନିଜ ମନୋନୀତ ପ୍ରସଙ୍ଗଟିର ନାମ ଲେଖନ୍ତୁ ।

ମାସର ବଛା ଲେଖା ଅନୁରୋଧ, ୨୦୧୬[ସମ୍ପାଦନା]

ଜାନୁଆରୀ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ଫେବୃଆରୀ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ: ହ୍ଵାଟ୍ସଅପ୍ --T3knikalteenager (ମୋ ଆଲୋଚନା) ୦୭:୦୮, ୨ ଫେବୃଆରୀ ୨୦୧୬ (IST)Reply[reply]

☒N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)Reply[reply]

ପ୍ରସଙ୍ଗର ନାମ: ଗାନ୍ଧୀ ତିରୋଧାନ--Aliva Sahoo ୨୩:୫୨, ୨ ଫେବୃଆରୀ ୨୦୧୬ (IST)

☒N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)Reply[reply]

ମାର୍ଚ୍ଚ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ: ଦୋଳପର୍ବ

☒N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)Reply[reply]

ଅପ୍ରେଲ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ: ଓଡ଼ିଶା ବିଷୟଟି କାରଣ ଅପ୍ରେଲ ମାସରେ ଓଡ଼ିଶା ଦିବସ ପାଳନ କରାଯାଏ - ମୋର ମନୋନୀତ ବଛା ଲେଖା । -Pmsarangi (ମୋ ଆଲୋଚନା) ୧୪:୦୯, ୨୩ ମାର୍ଚ୍ଚ ୨୦୧୬ (IST)Reply[reply]

Rajalaxmi Mishra ପ୍ରସଙ୍ଗଟିକୁ ଆର ମାସକୁ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୫୩, ୨୮ ମାର୍ଚ୍ଚ ୨୦୧୬ (IST)Reply[reply]
ରାଜଲକ୍ଷ୍ମୀ, ଜ୍ଞାନ ଭାଇଙ୍କ ସହ ସହମତ, ମଇ ମାସର ବଛାଲେଖା ପାଇଁ ସମର୍ଥନ, ଏମିତିରେ ବି ପ୍ରସଙ୍ଗର କିଛି ଭାଗଲେଖା ବାକି ଅଛି ପରି ଲାଗୁଛି, ସେତେବେଳକୁ ସରିଯାଇଥିବ । --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)Reply[reply]
ଠିକ୍ ଅଛି। No problem। --Rajalaxmi Mishra (ମୋ ଆଲୋଚନା) ୧୨:୩୫, ୨୮ ମାର୍ଚ୍ଚ ୨୦୧୬ (IST)Reply[reply]
Symbol support vote.svg ସମର୍ଥନ, ୟା ପର ମାସରେ ଆନି ବେସାନ୍ତ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୪୯, ୨୮ ମାର୍ଚ୍ଚ ୨୦୧୬ (IST)Reply[reply]
Symbol support vote.svg ସମର୍ଥନ --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)Reply[reply]

ମଇ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:ଓଡ଼ିଆ ନୂଆବର୍ଷ ବା ପଣା ସଂକ୍ରାନ୍ତି ଅଥବା ହନୁମାନ ଜୟନ୍ତୀ - ମୋର ମନୋନୀତ ବଛା ଲେଖା । --Pmsarangi (ମୋ ଆଲୋଚନା) ୧୪:୧୮, ୨୩ ମାର୍ଚ୍ଚ ୨୦୧୬ (IST)Reply[reply]

ଜୁନ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ: ଅଟାରୀ--Adyasha1994 (ମୋ ଆଲୋଚନା)

:☒N ବଛା ଲେଖା ନିମନ୍ତେ ଉପଯୁକ୍ତ ମାନର ପ୍ରସଙ୍ଗ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୫, ୧ ଜୁନ ୨୦୧୬ (IST)Reply[reply]

ଜୁଲାଇ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:ବନ୍ଧୁତା--Abha S Pradhan (ମୋ ଆଲୋଚନା) ୦୩:୨୫, ୨୮ ମଇ ୨୦୧୬ (IST)Reply[reply]

ଅଗଷ୍ଟ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:ସରବଜିତ ସିଂ--Subharajit Jena (ମୋ ଆଲୋଚନା)

ସେପ୍ଟେମ୍ବର ପାଇଁ ମନୋନୟନ[ସମ୍ପାଦନା]

ଅକ୍ଟୋବର ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ନଭେମ୍ବର ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ଡିସେମ୍ବର ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ: