ଉଇକିପିଡ଼ିଆ:ଆଧାର ଗଣସମ୍ପାଦନା

ଉଇକିପିଡ଼ିଆ‌ରୁ


ଏହି ଗଣସମ୍ପାଦନାଟି ଓଡ଼ିଆ ଉଇକିପିଡ଼ିଆରେ ଥିବା ଲେଖା ଗୁଡ଼ିକୁ ଉନ୍ନତ କରିବା ପାଇଁ ଓ ଲେଖା ଗୁଡ଼ିକରେ ଆଧାର ଯୋଡ଼ିବାର ଏକ ପ୍ର‌ୟାସ । ଆମ ଉଇକି ନୀତି ହିସାବରେ ଗୋଟେ ଲେଖାରେ ସର୍ବନିମ୍ନ ଭାବେ ତିନୋଟି ଆଧାର ରହିବା ଦରକାର ହେଲେ ଆମର କିଛି କିଛି ଲେଖାରେ ଜମାରୁ ଆଧାର ନାହିଁ, ଏହି ପ୍ରକଳ୍ପ ଦ୍ଵାରା ଆମେ ସେହି ଲେଖା ମାନଙ୍କୁ ସୁଧାରିବାକୁ ପ୍ରଚେଷ୍ଟା କରିବା ।

ଆଧାର ନଥିବା ଲେଖାର ତାଲିକା[ସମ୍ପାଦନା]

  1. ଏହି ଶ୍ରେଣୀରେ ୧୪୩ଟି ଲେଖା ଅଛି
  2. Quarryରୁ ଆସିଥିବା ଏହି ତାଲିକାରେ ୨୦୦୦ରୁ ଅଧିକ ଲେଖା ଅଛି

ଆଧାର କେମିତି ଯୋଡ଼ିବେ?[ସମ୍ପାଦନା]

ଏହି ପୃଷ୍ଠାର ଆଲୋଚନା ପୃଷ୍ଠା ଦେଖନ୍ତୁ ।

କଣ କରିବେ ?[ସମ୍ପାଦନା]

  1. ତଳେ ଭାଗ ନିଅନ୍ତୁରେ ନିଜ ନାମ ଯୋଡନ୍ତୁ ।
  2. ଉପରେ ଦିଆଯାଇଥିବା ତଳିକରୁ ଲେଖା ବାଛି ସେଇ ଲେଖାରେ ୩ଟି ଆଧାର ଯୋଡନ୍ତୁ ।
  3. ଆଧାରଟି କୌଣସି ବିଶ୍ୱାସଯୋଗ୍ୟ ତଥ୍ୟରୁ ହେଇଥିବା ଦରକାର ।
  4. ଆଧାର ଯୋଡିସାରିବା ପରେ ନିଜ ନାମ ତଳେ ବୁଲେଟ କରି ନିଜ ଅବଦାନକୁ ଯୋଡନ୍ତୁ ।

ଭାଗ ନିଅନ୍ତୁ[ସମ୍ପାଦନା]

  1. ବିଜୟ କେତନ ମିଶ୍ର
  2. କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ
  3. ସୁନୀତା ଗରାବଡୁ
  4. ଅମୃତ ଫଳ
  5. ଦରବାର (କବିତା)
  6. ଧର୍ମପଦ
  7. ନନ୍ଦିକେଶ୍ଵରୀ
  8. ରୂପା ମିଶ୍ର
  9. ଶୈଳରାଣୀ ମିଶ୍ର
  10. ରେଙ୍ଗାଳୀ ବନ୍ଧ
  1. ମହୁଚାଷ
  2. ଫୁଟବଲ
  3. ବିରାଟ କୋହଲୀ
  4. ରବି ଶା୍ସ୍ତ୍ରୀ
  5. ପ୍ରକାଶ ପାଦୁକୋନ
  6. ନ‌ଡ଼ିଆ ଚଟଣୀ
  7. ହିରାଖଣ୍ଡ ଏକ୍ସପ୍ରେସ ଟ୍ରେନ
  8. ସୁବର୍ଣ୍ଣରେଖା ନଦୀ
  9. ଅଭିଜିତ ମଜୁମଦାର
  10. ମହେଞ୍ଜୋଦାରୋ
  11. ସାନ୍ତାଳ ଜନଜାତି