Jump to content

ନନ୍ଦିକେଶ୍ୱରୀ

ଉଇକିପିଡ଼ିଆ‌ରୁ
(ନନ୍ଦିକେଶ୍ଵରୀରୁ ଲେଉଟି ଆସିଛି)

ନନ୍ଦିକେଶ୍ୱରୀ ରାଧାନାଥ ରାୟଙ୍କ[୧] ରଚିତ ଏକ କବିତା ଅଟେ ।[୨] [୩]

ସଂକ୍ଷିପ୍ତ ବିବରଣୀ

[ସମ୍ପାଦନା]

କାବ୍ୟର ପ୍ରଥମ ସର୍ଗରେ ଚୋଡ଼ଗଙ୍ଗ ଦେବଙ୍କ ଉତ୍କଳ ଆକ୍ରମଣ କଥା କୁହାଯାଇଛି । ଏଥିରେ କବି ଚୋଡ଼ଗଙ୍ଗଙ୍କର ସମରସଜ୍ୟା ଓ ଉତ୍କଳବୀରଙ୍କ ଆବସସ୍ଥଳୀ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।

କିଛି ପଦ

[ସମ୍ପାଦନା]

ଉତ୍କଳୀୟ ପ୍ରକୃତିକୁ ବର୍ଣ୍ଣନା କରିବାକୁ ଯାଇ କବି ଲେଖିଛନ୍ତି :


ବିରଜା ମଣ୍ଡଳେ ଯେତେ ବୀରପଲ୍ଲୀ

ପୂଗମାଳେ ଯହଁ ଜଡ଼େ ନାଗବଲ୍ଲୀ,
ପରସ୍ପରେ ଭୁଜ ଛନ୍ଦିବାରେ ସଦା
ଚମ୍ପାଚୁତ ଯହିଁ ବଳାନ୍ତି ଶରଧା
ଭାଦ୍ରବ ଯା'ପାଦେ ବେଢ଼ିଅଛି ଛନ୍ଦି
ଉତ୍କଳେ କାଳିନ୍ଦୀ ରୂପିଣୀ ସାଳନ୍ଦୀ
ସୋର, ଗର୍ବ, ଯାର, କରଇ ପ୍ରସାର

ପଶ୍ଚିମେ ପର୍ବତ ପୂର୍ବେ ପାରାବାର।


ସପ୍ତକୋଶୀ ଗଣ୍ଡ ରାଜେ ଶୈଳକୁଞ୍ଜେ

ସୁଶୀତଳ ତୁଙ୍ଗ ଶୈଳଛାୟା ପୁଞ୍ଜେ
ନିର୍ଜନେ ଦିଅନ୍ତି ନବ ଦ୍ରୁମାବଳୀ
ଜଳଦେବତାଙ୍କୁ ଯହିଁ ପୁଷ୍ପାଞ୍ଜଳି,
ତହିଁ ମହାନଦୀ ପ୍ରବାହେ ନିଦାଘେ
ପ୍ରିୟା ସଂଗେ ଖେଳୁଥିଲା ଅନୁରାଗେ
ମର ଦନ୍ତାବଳ, ଏବେ ରଣସ୍ଥଳ

କରିଅଛି ନିଜ ଅସ୍ଥିରେ ଧବଳ।

[୪]


ଆହୁରି ଦେଖନ୍ତୁ

[ସମ୍ପାଦନା]
  1. B. P. Mahapatra (1989). Constitutional languages. Presses Université Laval. pp. 391–. ISBN 978-2-7637-7186-1.
  2. "ଆର୍କାଇଭ୍ କପି" (PDF). Archived from the original (PDF) on 2020-09-20. Retrieved 2018-02-23. {{cite web}}: Cite has empty unknown parameter: |1= (help)
  3. Dr. Siyaram Tiwari. Bhartiya Bhashaon Ki Pahchan. pp. 75–. ISBN 978-93-5229-677-4.
  4. "ଆର୍କାଇଭ୍ କପି" (PDF). Archived from the original (PDF) on 2020-10-13. Retrieved 2018-02-23. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ

[ସମ୍ପାଦନା]