ଉଇକିପିଡ଼ିଆ:ଆଧାର ଗଣସମ୍ପାଦନା
ଦେଖଣା
ଏହି ଗଣସମ୍ପାଦନାଟି ଓଡ଼ିଆ ଉଇକିପିଡ଼ିଆରେ ଥିବା ଲେଖା ଗୁଡ଼ିକୁ ଉନ୍ନତ କରିବା ପାଇଁ ଓ ଲେଖା ଗୁଡ଼ିକରେ ଆଧାର ଯୋଡ଼ିବାର ଏକ ପ୍ରୟାସ । ଆମ ଉଇକି ନୀତି ହିସାବରେ ଗୋଟେ ଲେଖାରେ ସର୍ବନିମ୍ନ ଭାବେ ତିନୋଟି ଆଧାର ରହିବା ଦରକାର ହେଲେ ଆମର କିଛି କିଛି ଲେଖାରେ ଜମାରୁ ଆଧାର ନାହିଁ, ଏହି ପ୍ରକଳ୍ପ ଦ୍ଵାରା ଆମେ ସେହି ଲେଖା ମାନଙ୍କୁ ସୁଧାରିବାକୁ ପ୍ରଚେଷ୍ଟା କରିବା ।
ଆଧାର ନଥିବା ଲେଖାର ତାଲିକା
[ସମ୍ପାଦନା]ଆଧାର କେମିତି ଯୋଡ଼ିବେ?
[ସମ୍ପାଦନା]ଏହି ପୃଷ୍ଠାର ଆଲୋଚନା ପୃଷ୍ଠା ଦେଖନ୍ତୁ ।
କଣ କରିବେ ?
[ସମ୍ପାଦନା]- ତଳେ ଭାଗ ନିଅନ୍ତୁରେ ନିଜ ନାମ ଯୋଡନ୍ତୁ ।
- ଉପରେ ଦିଆଯାଇଥିବା ତଳିକରୁ ଲେଖା ବାଛି ସେଇ ଲେଖାରେ ୩ଟି ଆଧାର ଯୋଡନ୍ତୁ ।
- ଆଧାରଟି କୌଣସି ବିଶ୍ୱାସଯୋଗ୍ୟ ତଥ୍ୟରୁ ହେଇଥିବା ଦରକାର ।
- ଆଧାର ଯୋଡିସାରିବା ପରେ ନିଜ ନାମ ତଳେ ବୁଲେଟ କରି ନିଜ ଅବଦାନକୁ ଯୋଡନ୍ତୁ ।
ଭାଗ ନିଅନ୍ତୁ
[ସମ୍ପାଦନା]- --Saileshpat (ମୋ ଆଲୋଚନା) ୦୦:୧୭, ୨୩ ଫେବୃଆରୀ ୨୦୧୮ (IST)
- ସଂଗ୍ରାମ କେଶରୀ ସେନାପତି (ଗପୁ) (ମୋ ଆଲୋଚନା) ୦୦:୧୯, ୨୩ ଫେବୃଆରୀ ୨୦୧୮ (IST)
- --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୨୨, ୨୩ ଫେବୃଆରୀ ୨୦୧୮ (IST)
- ବିଜୟ କେତନ ମିଶ୍ର
- କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ
- ସୁନୀତା ଗରାବଡୁ
- ଅମୃତ ଫଳ
- ଦରବାର (କବିତା)
- ଧର୍ମପଦ
- ନନ୍ଦିକେଶ୍ଵରୀ
- ରୂପା ମିଶ୍ର
- ଶୈଳରାଣୀ ମିଶ୍ର
- ରେଙ୍ଗାଳୀ ବନ୍ଧ
- ମହୁଚାଷ
- ଫୁଟବଲ
- ବିରାଟ କୋହଲୀ
- ରବି ଶା୍ସ୍ତ୍ରୀ
- ପ୍ରକାଶ ପାଦୁକୋନ
- ନଡ଼ିଆ ଚଟଣୀ
- ହିରାଖଣ୍ଡ ଏକ୍ସପ୍ରେସ ଟ୍ରେନ
- ସୁବର୍ଣ୍ଣରେଖା ନଦୀ
- ଅଭିଜିତ ମଜୁମଦାର
- ମହେଞ୍ଜୋଦାରୋ
- ସାନ୍ତାଳ ଜନଜାତି