Jump to content

ରୋମିଓ ଜୁଲିଏଟ

ଉଇକିପିଡ଼ିଆ‌ରୁ
ରୋମିଓ ଜୁଲିଏଟ
ନିର୍ଦ୍ଦେଶକସୁଧାରକ ବସନ୍ତ
ପ୍ରଯୋଜକରମେଶ ବାରିକ
ସଂଳାପଦୀପକ
କଳାକାରଅରିନ୍ଦମ
ବର୍ଷା ପ୍ରିୟଦର୍ଶିନୀ
ସଙ୍ଗୀତପ୍ରେମ ଆନନ୍ଦ[]
ଚିତ୍ରଗ୍ରହଣଭାସ୍କର ଭି ରେଡ୍ଡି
ସମ୍ପାଦକଚନ୍ଦ୍ର ମିଶ୍ର
ମୁକ୍ତିଲାଭ ତାରିଖ
୧୪ ଜୁଲାଇ ୨୦୧୭[]
ଦେଶ ଭାରତ
ଭାଷାଓଡ଼ିଆ

ରୋମିଓ ଜୁଲିଏଟ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ।[][][] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ।[] ନିର୍ଦ୍ଦେଶକ ସୁଧାକର ବସନ୍ତ ଏହାର ନିର୍ଦ୍ଦେଶନା ଦେଇଥିଲେ ।[][] ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନେତା ଅରିନ୍ଦମ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିଥିଲେ ।[] ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଏହି ଚଳଚ୍ଚିତ୍ରଟି ରଜ ସମୟରେ ମୁକ୍ତିଲାଭ କରିବା ପାଇଁ ଚାରିଆଡ଼େ ଚର୍ଚ୍ଚା ହେଉଥିଲା, ମାତ୍ର ରଜର ଠିକ୍ ମାସେ ପରେ ଅର୍ଥାତ ଜୁଲାଇ ୧୪ରେ ମୁକ୍ତିଲାଭ କରିଥିଲା ।[] ଏ ମନ ମାନେନା ଏବଂ ପର୍ଶୁରାମ ଚଳଚ୍ଚିତ୍ର ପରେ ଅରିନ୍ଦମ ଏବଂ ବର୍ଷାଙ୍କର ଏହା ଥିଲା ତୃତୀୟ ଚଳଚ୍ଚିତ୍ର ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଏହି ଚଳଚ୍ଚିତ୍ରଟିରେ ବିଗତ ଦିନର ସୁପ୍ରସିଦ୍ଧ ଗୀତ 'ନାହିଁ ମୋ ପାଦେ ଆଜି ଘୁଙ୍ଗୁର'କୁ ମଧ୍ୟ ସ୍ଥାନୀତ କରାଯାଇଛି । ଗୀତଗୁଡ଼ିକ ରଚନା କରିଥିଲେ ବସନ୍ତରାଜ ସାମଲ ଏବଂ ସୁବ୍ରତ ନାୟକ ।[୧୪] ଚଳଚ୍ଚିତ୍ରର ଗୀତଗୁଡ଼ିକର କଣ୍ଠଦାନ କରିଥିଲେ ଅନନ୍ୟା ଶ୍ରୀତନ ନନ୍ଦ, ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର ଏବଂ ସବିଶେସ ।

କ୍ରମଗୀତଗାୟକସମୟ
1."ନାହିଁ ମୋ ପାଦେ"ଅନନ୍ୟା ଶ୍ରୀତମ ନନ୍ଦ୦୩:୪୬
2."ତୁ ମୋର ଆଖି"ଦିପ୍ତୀରେଖା୦୪:୨୨
3."ରହିଯା ରଘୁଆ ଖାଇକି ଯିବୁ"ସବିଶେସ, ଦୀପ୍ତିରେଖା ପାଢ଼ୀ୦୩:୫୫
4."ତୁ କ‌ହିବୁ ତ"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୭:୦୦
5."ଓରେ ପ୍ରିୟା ୟେ କ୍ୟା ହୋ ଗେୟା" ୦୫:୦୨
6."ରୋମିଓ ଜୁଲିଏଟ"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୪:୨୯
7."ବେଳେ ବେଳେ ଭଲ ଲାଗେ"ସବିଶେସ, ଦୀପ୍ତିରେଖା ପାଢ଼ୀ୦୪:୪୭
8."ତୋ ସାଥିରେ"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୩:୫୭

ପୁରସ୍କାର

[ସମ୍ପାଦନା]
  • ଶ୍ରେଷ୍ଠ ନାୟକ - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌- ୨୦୧୮ [୧୫]
  1. ୧.୦ ୧.୧ "ରଜକୁ ଆସୁଛନ୍ତି 'ରୋମିଓ ଜୁଲିଏଟ୍' ! ପ୍ରେମ ବାଣ୍ଟିବେ ଅରିନ୍ଦମ୍ ଓ ବର୍ଷା". Kanak News. 8 June 2017. Retrieved 14 July 2017.
  2. ୨.୦ ୨.୧ "ଫ୍ରାଇଡେ ରିଲିଜ୍‌ : ପରଦାରେ ଓଡ଼ିଆ ରୋମିଓ ଜୁଲିଏଟ୍‌". ସମ୍ବାଦ. 14 July 2017. Archived from the original on 17 July 2017. Retrieved 14 July 2017.
  3. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  4. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  5. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  6. "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  7. "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021. {{cite news}}: |archive-date= / |archive-url= timestamp mismatch; 14 ନଭେମ୍ବର 2021 suggested (help)
  8. "Arindam and Barsha in upcoming Odia movie "Romeo Juliet". ପ୍ରଗତୀବାଦୀ. 3 May 2017. Retrieved 14 July 2017.
  9. "Romeo Juliet Odia Movie of Arindam and Barsa Priyadarsini". Incredible Orissa. 29 April 2017. Archived from the original on 7 July 2017. Retrieved 14 July 2017.
  10. "ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି | Sambad". Sambad. 1 September 2018. Archived from the original on 4 September 2018. Retrieved 1 September 2018.
  11. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
  12. "ଅନୁଭବ କରୁଛନ୍ତି ସୁଟିଂ , ହେଲେ ଅଟକି ଯାଇଛନ୍ତି ବର୍ଷା!". sambad.in. 21 April 2018. Retrieved 6 June 2018.
  13. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  14. "Odia Film : ROMEO JULIET : upcoming Odia New Movie , Starring Arindam and Barsha Priyadarshini". Odisha News Media. Archived from the original on 17 July 2017. Retrieved 14 July 2017.
  15. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018. {{cite news}}: Unknown parameter |deadur= ignored (help)

ବାହାର ଆଧାର

[ସମ୍ପାଦନା]