ଉଇକିପିଡ଼ିଆ‌ରୁ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ଅକ୍ଷର । ଏହା ଏକ ସ୍ୱର ବର୍ଣ୍ଣ । ଏହି ବର୍ଣ୍ଣର ସ୍ୱତନ୍ତ୍ର ଚିହ୍ନ ବା ମାତ୍ରା ନାହିଁ । ଏହାକୁ ବାକି ବ୍ୟଞ୍ଜନ ବର୍ଣ୍ଣ ସହିତ ଯୁକ୍ତ କରି ଉଚ୍ଚାରଣ ଓ ବର୍ଣ୍ଣପରିଣୟ କରାଯାଇଥାଏ । ଏହାର ଉଚ୍ଚାରଣର ସ୍ଥାନ କଣ୍ଠ[୧][୨]

ଇତିହାସ ଓ ପୁରାଣ[ସମ୍ପାଦନା]

ଆଗକାଳରେ ଅବଧାନମାନେ ପିଲାଙ୍କୁ ଏହି ଅକ୍ଷର ମଡ଼ାଇଲାବେଳେ ସ୍ୱରେ ଅ ବୋଲି ଡାକନ୍ତି । ଏହା ଓଁ ବା ପ୍ରଣବର ଅଂଶବିଶେଷ ବୋଲି ଶାସ୍ତ୍ରରେ କଥିତ । ଅ+ଉ+ମ୍ ମିଶି ଓଁ ହୋଇଛି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ପ୍ରହରାଜ, ଗୋପାଳ. [୧] Archived 2013-05-14 at the Wayback Machine.ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. ବିଶ୍ୱନାଥ କର. କଟକ. ପୃ. ୧ (୧୯୩୧)
  2. DDSA - ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. "ଅ". Retrieved 26 March 2014.[permanent dead link]