ରାଜ୍ୟ ରାଣୀ ଏକ୍ସପ୍ରେସ ଟ୍ରେନ

ଉଇକିପିଡ଼ିଆ‌ରୁ

ରାଜ୍ୟ ରାଣୀ ଟ୍ରେନଗୁଡ଼ିକ ଏକ ଟ୍ରେନ ସିରିଜ ଯାହା ବିଭିନ୍ନ ରାଜ୍ୟର ରାଜଧାନୀକୁ ରାଜ୍ୟର ଅନ୍ୟ ମୁଖ୍ୟ ସହର ତଥା ପର୍ଯ୍ୟଟନ କେନ୍ଦ୍ରସ୍ଥଳୀ , ବ୍ୟବସାୟୀକ କେନ୍ଦ୍ର ସହର  ମାନଙ୍କୁ ଯାତାୟତ ସୁବିଧା ପାଇଁ ଆରମ୍ଭ କରା ଯାଇଛି । 

ଇତିହାସ [ସମ୍ପାଦନା]

୨୦୧୧ ରେଳ ବଜେଟରେ ରାଜ୍ୟ ରାଣୀ ଏକ୍ସପ୍ରେସ ମାନ ଚାଲିବା ପାଇଁ ଘୋଷଣା ହେଇ କ୍ରମଶଃ ଏହା ପ୍ରଚଳିତ ହେଲା । ରାଜ୍ୟ ରାଣୀ କହିଲେ ବିଭିନ୍ନ ଭାରତୀୟ ଭାଷାରେ ରାଜ୍ୟର ରାଣୀକୁ ବୁଝାଏ । ସେହି ଅନୁସାରେ ଏହାର ନାମକରଣ ସେପରି ଦିଆ ଗଲା ।  

ବ୍ୟୁପତ୍ତି [ସମ୍ପାଦନା]

ପ୍ରକୃତରେ ପ୍ରାଚୀନ କୁଚବିହାର ରାଜ୍ୟର ପୂର୍ବତନ ରାଣୀ ଗାୟତ୍ରୀ ଦେବୀଙ୍କ ନାମ ଅନୁସାରେ ଏହି ଟ୍ରେନ ସିରିଜର ନାମ ରାଜ୍ୟ ରାଣୀ ଦିଆ ଗଲା ।ବିଶ୍ୱର ସବୁଠୁ ସୁନ୍ଦରୀ ମହିଳା ଭାବେ ଏକଦା Vogue ମେଗାଜିନରେ ସ୍ଥାନ ପାଇଥିବା ମହାରାଣୀ ଗାୟତ୍ରୀ ଦେବୀଙ୍କୁ ସମ୍ମାନ ଅରଦର୍ଶନ ପୂର୍ବକ ଏହି ସିରିଜ ଟ୍ରେନ ତାଙ୍କ ନାମ ସହ ଯୋଡ଼ା ଯାଇଛି । ସେପରି ବିଶ୍ୱ କବି ରବୀନ୍ଦ୍ର ନାଥ ଟାଗୋରଙ୍କ ନାମ ଅନୁସାରେ କବି ଗୁରୁ ଏକ୍ସପ୍ରେସ , ବିବେକାନନ୍ଦଙ୍କ ନାମ ଅନୁସାରେ ବିବେକ ଏକ୍ସପ୍ରେସ ମଧ୍ୟ ଚାଲୁଛି ।  

ଗତିପଥ ଗୁଡ଼ିକ [ସମ୍ପାଦନା]

S.no. Train no Type Sector Via. State Distance (km) Zone Frequency Date of iIntroduction
1 16557 / 16558 Express MysoreBangalore Mandya, Ramanagaram Karnataka 139 SWR Daily[୧] 01 July 2011
2 11003 / 11004 Express Dadar–Sawantwadi Road Panvel, Ratnagiri Maharashtra 497 CR Daily[୨] 01 July 2011
3 22861 / 22862 Superfast Shalimar–Adra Kharagpur, Midnapore, Bankura West Bengal 229 SER Tri-Weekly 01 Oct 2011
4 22161 / 22162 Superfast Bhopal–Damoh Vidisha, Bina Madhya Pradesh 291 WCR Daily 12 Nov 2011
5 16349 / 16350 Express Trivandrum–Nilambur Road Kottayam, Ernakulam Kerala 393 SR Daily 16 Nov 2011
6 18417 / 18418 Express RourkelaBhubaneswar Jharsuguda, Sambalpur City, Cuttack Odisha 341 ECoR Tri-weekly 16 Nov 2011
7 15817 / 15818 Express Dhubri–Silghat Guwahati, Jogighopa Assam 460 NFR Tri-Weekly 14 Feb 2012
8 22453 / 22454 Superfast Meerut–Lucknow Bareilly, Moradabad Uttar Pradesh 459 NR Daily 11 March 2012
9 22101 / 22102 Superfast Manmad–LTT Kalyan, Nashik Road Maharashtra 242 CR Daily 12 March 2012
10 12567 / 12568 Superfast Saharsa–Patna Khagaria, Bakhtiarpur Bihar 214 ECR Daily 18 March 2012

ମାନଚିତ୍ର ସମୂହ [ସମ୍ପାଦନା]

ଗ୍ୟାଲେରି [ସମ୍ପାଦନା]

11003 ରାଜୟରାଣୀ ଏକ୍ସପ୍ରେସର AC କୋଚ
ଭୁବନେଶ୍ୱର - ରାଉରକେଲା ରହୟରଣୀ ଏକ୍ସପ୍ରେସର ରୁଟ ମେୟ
Rajya Rani Express (Nilambur - Trivandrum) Route map
Manmad Lokmanya Tilak Terminus Rajya Rani Express - trainboard

ପୁନଶ ଦେଖନ୍ତୁ [ସମ୍ପାଦନା]

  • Shatabdi Express
  • Duronto Express
  • Rajdhani Express
  • Kavi Guru Express
  1. Indiarailinfo: Mysore Bangalore Rajya Rani Express/16557., Indiarailinfo, August 28, 2011.
  2. Indiarailinfo: Dadar Sawantwadi Rajya Rani Express/11003., Indiarailinfo, August 28, 2011.