ମୋରାଦାବାଦ୍

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

Moradabad
मुरादाबाद
مُرادآباد
Jigar Moradabadi Gate in Moradabad
Jigar Moradabadi Gate in Moradabad
Nickname: 
Brass City
CountryIndia
StateUttar Pradesh
DistrictMoradabad
Established1625][୧]
Founded byRustam Khan
Named forMurad Baksh
Government
 • MPKunwar Sarvesh Kumar Singh (BJP)
 • MayorMrs. Beena Agrawal (BJP)
 • District MagistrateDeepak Agarwal
Area
 • ସମୁଦାୟ3,493 km2 (1,349 sq mi)
Elevation
198 m (650 ft)
Population
 (2011)[୨]
 • Total୮,୮୯,୮୧୦
 • Density250/km2 (660/sq mi)
DemonymMoradabadi
Languages
 • OfficialHindi, Urdu
Time zoneUTC+5:30 (IST)
PIN
244001
Telephone code0591
ଯାନବାହାନ ପଞ୍ଚୀକରଣUP-21
Websitewww.moradabad.nic.in


ମୋରାଦାବାଦ୍ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମୋରଦବଦ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମୋରାଦାବାଦ୍ ୨୮.୮୩୮୯ ଉତ୍ତର ଅକ୍ଷାଂଶ ଓ ୭୮.୭୭୬୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୋରାଦାବାଦ୍ ସହରର ମୋଟ ଜନସଂଖ୍ୟା ୨୯୯୯୩ ଅଟେ ।[୪] ସେଥି ମଧ୍ୟରୁ ୫୨.୨୮% ଜଣ ପରୁଷ ହୋଇଥିବା ବେଳେ ୪୭.୭୨% ଜଣ ନାରୀ ଅଟନ୍ତି । ମୋରାଦାବାଦ୍ର ସାକ୍ଷରତା ହାର ୫୧.୮୦% ଅଟେ । ଏହା ଜାତୀୟ ହାରଠାରୁ ୧୩.୦୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୦.୮୩% ପ୍ରତିଶତ ପୁରୁଷ ଓ ୨୦.୯୭% ନାରୀ ଅଟନ୍ତି । ୧୭.୯୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ହିନ୍ଦୀ ମୋରାଦାବାଦ୍ର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Moradabad
Climate chart (explanation)
JFMAMJJASOND
 
 
20
 
21
7
 
 
38
 
24
10
 
 
16
 
30
15
 
 
4.2
 
36
21
 
 
16
 
40
24
 
 
38
 
38
26
 
 
276
 
34
25
 
 
280
 
33
25
 
 
172
 
32
24
 
 
47
 
31
19
 
 
2.7
 
28
14
 
 
4.8
 
23
9
Average max. and min. temperatures in °C
Precipitation totals in mm
Source: [୫]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ମୋରାଦାବାଦ୍ରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୦.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୮.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୦୧୧.୩ mm/inches ହୋଇଥାଏ ।

Climate data for Moradabad, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 21.2
(70.2)
23.7
(74.7)
29.6
(85.3)
36.1
(97)
39.7
(103.5)
37.9
(100.2)
33.6
(92.5)
32.6
(90.7)
32.1
(89.8)
31.2
(88.2)
27.8
(82)
23.2
(73.8)
30.8
(87.4)
ହାରାହାରି ସର୍ବନିମ୍ନ °C (°F) 7.4
(45.3)
9.6
(49.3)
14.7
(58.5)
20.5
(68.9)
23.8
(74.8)
25.7
(78.3)
25.1
(77.2)
24.7
(76.5)
23.6
(74.5)
19.3
(66.7)
13.8
(56.8)
9.0
(48.2)
18.3
(64.9)
Average rainfall mm (inches) 20.2
(0.795)
38.1
(1.5)
15.8
(0.622)
4.2
(0.165)
16.3
(0.642)
134.3
(5.287)
276.3
(10.878)
280.4
(11.039)
171.7
(6.76)
46.6
(1.835)
2.7
(0.106)
4.8
(0.189)
୧,୦୧୧.୩
(୩୯.୮୧୫)
ହାରାହାରି ମେଘାତ୍ସନ ଦିବସ 1.3 1.6 1.3 0.7 1.3 5.7 10.4 11.7 6.8 1.4 0.4 0.4 43.0
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.2 0.3 0.2 0.1 0.3 0.3 0.1 0.2 0.0 0.0 0.0 0.0 1.6

ହାରାହାରି କୁହୁଡ଼ି ଘେରା ଦିବସ 2.3 0.4 0.0 0.0 0.1 0.0 0.0 0.0 0.0 0.3 1.0 3.5 7.5
Source: India Meteorological Department (temperatures and precipitation)[୬][୭]


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "1625". moradabad.nic.in. Retrieved 19 August 2023.
  2. "Provisional Population Totals, Census of India 2011; Cities having population 1 lakh and above" (PDF). Office of the Registrar General & Census Commissioner, India. Retrieved 26 March 2012.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  5. "World Weather Information Service -Moradabad". Worldweather.wmo.int. 5 October 2006. Retrieved 28 June 2015.
  6. "Chennai- Climatological Information". India Meteorological Department. Retrieved 29 May 2014.
  7. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ[ସମ୍ପାଦନା]