ରାମାନଗରମ
ଦେଖଣା
Ramanagaram | |
|---|---|
| ଦେଶ | |
| ରାଜ୍ୟ | କର୍ଣ୍ଣାଟକ |
| ଜିଲ୍ଲା | ବଙ୍ଗଲୋରେ ରୁରଲ୍ |
| Elevation | 2,509[୧] m (Formatting error: invalid input when rounding ft) |
| Population (2001)[୧] | |
| • Total | ୭୯,୩୬୫ |
| ଭାଷା | |
| • ସରକାରୀ | କନ୍ନଡ |
| Time zone | UTC+5:30 (IST) |
ରାମାନଗରମ ଏକ ଭାରତୀୟ ନଗର ପୋରପାଳିକା (City Municipal Council) ଅଟେ । ଏହା କର୍ଣ୍ଣାଟକର ବଙ୍ଗଲୋରେ ରୁରଲ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ରାମାନଗରମ ୧୨.୭୨୦୩ ଉତ୍ତର ଅକ୍ଷାଂଶ ଓ ୭୭.୨୮୧୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୦୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାମାନଗରମ ସହରର ମୋଟ ଜନସଂଖ୍ୟା ୭୯୩୬୫ ଅଟେ ।[୨] ସେଥି ମଧ୍ୟରୁ ୫୧.୭୭% ଜଣ ପରୁଷ ହୋଇଥିବା ବେଳେ ୪୮.୨୩% ଜଣ ନାରୀ ଅଟନ୍ତି । ରାମାନଗରମର ସାକ୍ଷରତା ହାର ୬୨.୬୦% ଅଟେ । ଏହା ଜାତୀୟ ହାରଠାରୁ ୨.୨୪% ପ୍ରତିଶତ କମ ଅଟେ । ସେଥିରୁ ୩୪.୪୭% ପ୍ରତିଶତ ପୁରୁଷ ଓ ୨୮.୧୩% ନାରୀ ଅଟନ୍ତି । ୧୨.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]କନ୍ନଡ ରାମାନଗରମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.