ବାଙ୍କୁରା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

Bankura
বাঁকুড়া
City
Country India
StateWest Bengal
DistrictBankura
Elevation
78 m (256 ft)
Population
 (2011)
 • Total୧,୩୮,୦୩୬
Languages
 • OfficialBengali, English
Time zoneUTC+5:30 (IST)
PIN
722101
Telephone code03242
Lok Sabha constituencyBankura
Vidhan Sabha constituencyBankura
Websitewww.bankura.gov.in


ବାଙ୍କୁରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ବଙ୍କୁର ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ବାଙ୍କୁରା ୨୩.୨୩୨୪ ଉତ୍ତର ଅକ୍ଷାଂଶ ଓ ୮୭.୦୭୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୮୨ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାଙ୍କୁରା ସହରର ମୋଟ ଜନସଂଖ୍ୟା ୧୨୮୮୧୧ ଅଟେ ।[୨] ସେଥି ମଧ୍ୟରୁ ୫୧.୫୦% ଜଣ ପରୁଷ ହୋଇଥିବା ବେଳେ ୪୮.୫୦% ଜଣ ନାରୀ ଅଟନ୍ତି । ବାଙ୍କୁରାର ସାକ୍ଷରତା ହାର ୭୩.୮୬% ଅଟେ । ଏହା ଜାତୀୟ ହାରଠାରୁ -୯.୦୨% ପ୍ରତିଶତ କମ ଅଟେ । ସେଥିରୁ ୪୧.୫୭% ପ୍ରତିଶତ ପୁରୁଷ ଓ ୩୨.୨୯% ନାରୀ ଅଟନ୍ତି । ୧୦.୩୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ବଙ୍ଗାଳୀ ବାଙ୍କୁରାର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Bankura
Climate chart (explanation)
JFMAMJJASOND
 
 
18
 
27
12
 
 
24
 
29
15
 
 
32
 
34
19
 
 
40
 
38
24
 
 
88
 
39
26
 
 
37
 
37
26
 
 
343
 
34
25
 
 
342
 
33
25
 
 
277
 
34
25
 
 
93
 
32
23
 
 
17
 
30
18
 
 
11
 
27
13
Average max. and min. temperatures in °C
Precipitation totals in mm
Source: [୩]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ବାଙ୍କୁରାରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୭ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୫୧୦.୬ mm/inches ହୋଇଥାଏ ।

Climate data for Bankura, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 26.5
(79.7)
29.1
(84.4)
34.0
(93.2)
38.0
(100.4)
38.9
(102)
36.9
(98.4)
33.7
(92.7)
33.2
(91.8)
33.5
(92.3)
32.4
(90.3)
29.7
(85.5)
26.7
(80.1)
32.7
(90.9)
ହାରାହାରି ସର୍ବନିମ୍ନ °C (°F) 11.9
(53.4)
15.1
(59.2)
19.4
(66.9)
23.7
(74.7)
25.7
(78.3)
26.0
(78.8)
25.4
(77.7)
25.2
(77.4)
24.9
(76.8)
22.6
(72.7)
18.1
(64.6)
12.6
(54.7)
20.8
(69.4)
Average rainfall mm (inches) 17.5
(0.689)
23.7
(0.933)
31.7
(1.248)
40.2
(1.583)
87.7
(3.453)
228.4
(8.992)
342.7
(13.492)
342.0
(13.465)
276.6
(10.89)
092.6
(3.646)
016.6
(0.654)
010.5
(0.413)
୧,୫୧୦.୬
(୫୯.୪୭୨)
ହାରାହାରି ମେଘାତ୍ସନ ଦିବସ 1.8 3.0 3.6 4.0 6.7 12.6 19.6 20.3 14.7 6.3 1.9 0.8 95.2
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.0 0.2 0.0 0.3 0.3 0.9 0.5 0.7 0.4 0.1 0.1 0.0 3.7

ହାରାହାରି କୁହୁଡ଼ି ଘେରା ଦିବସ 0.4 0.2 0.0 0.0 0.0 0.0 0.0 0.0 0.0 0.1 0.1 0.1 0.7
Source: India Meteorological Department (temperatures and precipitation)[୪][୫]


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  3. "World Weather Information Service -Bankura". Worldweather.wmo.int. 5 October 2006. Retrieved 28 June 2015.
  4. "Chennai- Climatological Information". India Meteorological Department. Retrieved 29 May 2014.
  5. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ[ସମ୍ପାଦନା]