Jump to content

"ସ୍ୱରାଜ ବାରିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୨୯ କ ଧାଡ଼ି: ୨୯ କ ଧାଡ଼ି:
୨୦୧୭ ମସିହାରେ ସ୍ୱରାଜ ଓଡ଼ିଆ କଥାଚିତ୍ର [[ତୁ ମୋ ଲଭ୍ ଷ୍ଟୋରୀ]] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ ।<ref>{{cite news|title=ମୁଁ ଖାଇବାରେ ବହୁତ ଚୁଜି : ସ୍ୱରାଜ ବାରିକ|url=http://sambad.in/metro/colour-of-life-swaraj-barik-78932/|accessdate=15 February 2018|newspaper=sambad.in|date=6 February 2018}}</ref> ଏହି କଥାଚିତ୍ରଟିରେ ତାଙ୍କ ସ‌ହ ନାୟିକ ଭାବରେ [[ଭୂମିକା ଦାଶ]] ମଧ୍ୟ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।<ref>{{cite news|title=ଭୂମିକାଙ୍କଠୁ ପଛରେ ପଡ଼ିଲେ ସ୍ୱରାଜ|url=http://sambad.in/entertainment/swaraj-getting-lesser-number-of-movies-12496/|accessdate=15 February 2018|newspaper=sambad.in|date=19 October 2017}}</ref> ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ସ୍ୱରାଜଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତା ପୁରସ୍କାର ମିଳିଥିଲା ।<ref>{{cite news|title=‘ଚଳଚ୍ଚିତ୍ର ଜଗତ’ ପୁରସ୍କାର ସମାରୋହ|url=http://sambad.in/state/film-awards-60788/|accessdate=15 February 2018|newspaper=sambad.in|date=8 January 2018}}</ref>
୨୦୧୭ ମସିହାରେ ସ୍ୱରାଜ ଓଡ଼ିଆ କଥାଚିତ୍ର [[ତୁ ମୋ ଲଭ୍ ଷ୍ଟୋରୀ]] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ ।<ref>{{cite news|title=ମୁଁ ଖାଇବାରେ ବହୁତ ଚୁଜି : ସ୍ୱରାଜ ବାରିକ|url=http://sambad.in/metro/colour-of-life-swaraj-barik-78932/|accessdate=15 February 2018|newspaper=sambad.in|date=6 February 2018}}</ref> ଏହି କଥାଚିତ୍ରଟିରେ ତାଙ୍କ ସ‌ହ ନାୟିକ ଭାବରେ [[ଭୂମିକା ଦାଶ]] ମଧ୍ୟ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।<ref>{{cite news|title=ଭୂମିକାଙ୍କଠୁ ପଛରେ ପଡ଼ିଲେ ସ୍ୱରାଜ|url=http://sambad.in/entertainment/swaraj-getting-lesser-number-of-movies-12496/|accessdate=15 February 2018|newspaper=sambad.in|date=19 October 2017}}</ref> ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ସ୍ୱରାଜଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତା ପୁରସ୍କାର ମିଳିଥିଲା ।<ref>{{cite news|title=‘ଚଳଚ୍ଚିତ୍ର ଜଗତ’ ପୁରସ୍କାର ସମାରୋହ|url=http://sambad.in/state/film-awards-60788/|accessdate=15 February 2018|newspaper=sambad.in|date=8 January 2018}}</ref>


ତାଙ୍କର ଏହି ପ୍ରଥମ କଥାଚିତ୍ରଟି ସଫଳ ହେବା ପରେ, ସ୍ୱରାଜଙ୍କ ୨୦୧୭ର ୨ୟ କଥାଚିତ୍ର [[ଲୈଲା ଓ ଲୈଲା]] ଅଭିନେତ୍ରୀ [[ସନ୍‌ମିରା ନାଗେଶ]]ଙ୍କ ସ‌ହ ମୁକ୍ତିଲାଭ କରିଥିଲା ।<ref>{{cite news|title=ସ୍ୱରାଜ ବାରିକ ତାଙ୍କର ନୂଆ ଓଡିଆ ସିନେମା ଲୈଲା ଓ ଲୈଲା କୁ ନେଇ ବହୁତ ଆଶାବାଦୀ ଅଛନ୍ତି|url=https://enewsodia.com/swaraj-barik-new-odia-cinema-laila-laila/|accessdate=15 February 2018|newspaper=E News ଓଡ଼ିଆ|date=1 August 2017}}</ref><ref name="ଲୈଲା ଓ ଲୈଲା">{{cite news|title=ନୂଆ ବର୍ଷରେ ନୁହେଁ, ତା’ ଆଗରୁ ରିଲିଜ୍‌ ହେଉଛି ସ୍ୱରାଜଙ୍କ ‘ଲୈଲା ଓ ଲୈଲା’|url=http://sambad.in/entertainment/lailaolaila-44600/|accessdate=15 February 2018|newspaper=sambad.in|date=12 December 2017}}</ref>
ତାଙ୍କର ଏହି ପ୍ରଥମ କଥାଚିତ୍ରଟି ସଫଳ ହେବା ପରେ, ସ୍ୱରାଜଙ୍କ ୨୦୧୭ର ୨ୟ କଥାଚିତ୍ର [[ଲୈଲା ଓ ଲୈଲା]] ଅଭିନେତ୍ରୀ [[ସନ୍‌ମିରା ନାଗେଶ]]ଙ୍କ ସ‌ହ ମୁକ୍ତିଲାଭ କରିଥିଲା ।<ref>{{cite news|title=Swaraj Barik & Sunmeera Will Romance For The First Time|url=https://enewsodia.com/swaraj-barik-sunmeera-will-romance-first-time/|accessdate=15 February 2018|newspaper=E News ଓଡ଼ିଆ|date=14 September 2017}}</ref><ref>{{cite news|title=ସ୍ୱରାଜ ବାରିକ ତାଙ୍କର ନୂଆ ଓଡିଆ ସିନେମା ଲୈଲା ଓ ଲୈଲା କୁ ନେଇ ବହୁତ ଆଶାବାଦୀ ଅଛନ୍ତି|url=https://enewsodia.com/swaraj-barik-new-odia-cinema-laila-laila/|accessdate=15 February 2018|newspaper=E News ଓଡ଼ିଆ|date=1 August 2017}}</ref><ref name="ଲୈଲା ଓ ଲୈଲା">{{cite news|title=ନୂଆ ବର୍ଷରେ ନୁହେଁ, ତା’ ଆଗରୁ ରିଲିଜ୍‌ ହେଉଛି ସ୍ୱରାଜଙ୍କ ‘ଲୈଲା ଓ ଲୈଲା’|url=http://sambad.in/entertainment/lailaolaila-44600/|accessdate=15 February 2018|newspaper=sambad.in|date=12 December 2017}}</ref>


==ଅଭିନୀତ କଥାଚିତ୍ର==
==ଅଭିନୀତ କଥାଚିତ୍ର==

୧୯:୦୦, ୧୫ ଫେବୃଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ସ୍ୱରାଜ ବାରିକ
ଜନ୍ମ
ସ୍ୱରାଜ ବାରିକ

ବୃତ୍ତି(ଓଡ଼ିଆ) ଅଭିନେତ୍ରା
ସକ୍ରିୟ ବର୍ଷଶିଶୁ କଳାକାର
୨୦୧୭- ଏବେଯାଏଁ

ସ୍ୱରାଜ ବାରିକ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ।[] ଶିଶୁ କଳାକାର ଭାବରେ ସେ ଓଡ଼ିଆ ଚଳଚ୍ଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୭ ମସିହାରେ ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

ସ୍ୱରାଜ ବାରିକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ତେଣୁ ସେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଏବଂ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ ।[]

ଅଭିନୟ ଜୀବନ

ଶିଶୁ କଳାକାର

ସ୍ୱରାଜ ଜଣେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ପହିଲି ରଜ, ହିରୋ, ଆକାଶେ କି ରଙ୍ଗ ଲାଗିଲା, ପାଗଳ ପ୍ରେମୀ, ସୁନା ଚଢ଼େଇ ମୋ ରୂପା ଚଢ଼େଇ ଆଦି ୨୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସ୍ୱରାଜ କଥାଚିତ୍ର ବ୍ୟତୀତ ଶିଶୁ କଳାକାର ଭାବରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଦୂରଦର୍ଶନ ଧାରାବାହିକ ଗାୟତ୍ରୀରେ ମଧ୍ୟ ଅଭିନୟ କରିଥିଲେ ।

ନାୟକ

୨୦୧୭ ମସିହାରେ ସ୍ୱରାଜ ଓଡ଼ିଆ କଥାଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ ।[] ଏହି କଥାଚିତ୍ରଟିରେ ତାଙ୍କ ସ‌ହ ନାୟିକ ଭାବରେ ଭୂମିକା ଦାଶ ମଧ୍ୟ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[] ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ସ୍ୱରାଜଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତା ପୁରସ୍କାର ମିଳିଥିଲା ।[]

ତାଙ୍କର ଏହି ପ୍ରଥମ କଥାଚିତ୍ରଟି ସଫଳ ହେବା ପରେ, ସ୍ୱରାଜଙ୍କ ୨୦୧୭ର ୨ୟ କଥାଚିତ୍ର ଲୈଲା ଓ ଲୈଲା ଅଭିନେତ୍ରୀ ସନ୍‌ମିରା ନାଗେଶଙ୍କ ସ‌ହ ମୁକ୍ତିଲାଭ କରିଥିଲା ।[][][]

ଅଭିନୀତ କଥାଚିତ୍ର

ଶିଶୁ କଳାକାର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୭ ପାଗଳ ପ୍ରେମୀ
୨୦୦୭ ସମୟ ହାତରେ ଡୋରି
୨୦୦୯ ଆକାଶେ କି ରଙ୍ଗ ଲାଗିଲା
୨୦୦୯ ସୁନା ଚଢ଼େଇ ମୋ ରୂପା ଚଢ଼େଇ
୨୦୧୦ ପହିଲି ରଜ
୨୦୧୦ ଆଖି ପଲକରେ ତୁ ମୁନ୍ନା
୨୦୧୧ ହିରୋ

ନାୟକ

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୭ ତୁ ମୋ ଲଭ୍ ଷ୍ଟୋରୀ ରାଜ୍ ମୁଖ୍ୟ ଭୂମିକାରେ ପ୍ରଥମ ଓଡ଼ିଆ କଥାଚିତ୍ର
ଲୈଲା ଓ ଲୈଲା

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ ଭୂମିକା
ଗାୟତ୍ରୀ ଇ ଟିଭି ଓଡ଼ିଆ ମୁନ୍ନା

ଆଧାର

  1. "ଜାଣନ୍ତୁ ,କେଉଁ ଓଡ଼ିଆ ସିନେମାରେ କେଉଁ ନବାଗତ ନାୟକଙ୍କର ଏଣ୍ଟ୍ରି ହୋଇଛି ଏ ବର୍ଷ". sambad.in. 31 December 2017. Retrieved 15 February 2018.
  2. ୨.୦ ୨.୧ "ନୂଆ ବର୍ଷରେ ନୁହେଁ, ତା' ଆଗରୁ ରିଲିଜ୍‌ ହେଉଛି ସ୍ୱରାଜଙ୍କ 'ଲୈଲା ଓ ଲୈଲା'". sambad.in. 12 December 2017. Retrieved 15 February 2018.
  3. "'ତୁ ମୋ ଲଭ ଷ୍ଟୋରି'ରେ ହିରୋ ହେବା ପରେ ମୁଁ ଏତେ ଡରି ଯାଇଥିଲି ଯେ ଫିଲ୍ମର ସ୍କ୍ରିନିଂକୁ ଯାଇ ନ ଥିଲି : ସ୍ୱରାଜ". sambad.in. 28 December 2017. Retrieved 15 February 2018.
  4. "ମୁଁ ଖାଇବାରେ ବହୁତ ଚୁଜି : ସ୍ୱରାଜ ବାରିକ". sambad.in. 6 February 2018. Retrieved 15 February 2018.
  5. "ଭୂମିକାଙ୍କଠୁ ପଛରେ ପଡ଼ିଲେ ସ୍ୱରାଜ". sambad.in. 19 October 2017. Retrieved 15 February 2018.
  6. "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
  7. "Swaraj Barik & Sunmeera Will Romance For The First Time". E News ଓଡ଼ିଆ. 14 September 2017. Retrieved 15 February 2018.
  8. "ସ୍ୱରାଜ ବାରିକ ତାଙ୍କର ନୂଆ ଓଡିଆ ସିନେମା ଲୈଲା ଓ ଲୈଲା କୁ ନେଇ ବହୁତ ଆଶାବାଦୀ ଅଛନ୍ତି". E News ଓଡ଼ିଆ. 1 August 2017. Retrieved 15 February 2018.

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ସ୍ୱରାଜ ବାରିକ Edit this at Wikidata