"ଦେବଯାନୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
|||
୧୮ କ ଧାଡ଼ି: | ୧୮ କ ଧାଡ଼ି: | ||
}} |
}} |
||
'''ଦେବଯାନୀ ଦେଘୁରିଆ''' ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।<ref>{{cite web|title=Real Life Images of Debjani Deghuri Odia Actress|url=http://www.bestodisha.in/2013/10/real-life-images-of-debjani-deghuria.html|publisher=BestOdisha.In|accessdate=6 April 2017}}</ref> ସେ ଓଡ଼ିଆ ଚଳଚ୍ଚିତ୍ର [[ରଙ୍ଗିଲା ଟୋକା]]ରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପୂର୍ବରୁ ଦେବାଯାନୀ କିଛି ଓଡ଼ିଆ ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । [[ଆଇ ଲଭ୍ ମାଇଁ ଇଣ୍ଡିଆ]] ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା ଦେବଯାନୀ [[ପାଗଳ ପ୍ରେମୀ]], [[ତୋ ବିନା ମୋ କାହାଣୀ ଅଧା]], [[ରସିକ ନାଗର]], [[ଲାଲ ଟୁକୁ ଟୁକୁ ସାଧବ ବୋହୂ]], [[ଡନ୍]] ଆଦି ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ସେ ଶୀର୍ଷ ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପରେ ସେ [[ଚାନ୍ଦ ନା ତମେ ତାରା]], [[ସଲାମ ସିନେମା]], [[ଖାସ୍ ତୁମରି ପାଇଁ]] ଭଳି ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । |
'''ଦେବଯାନୀ ଦେଘୁରିଆ''' ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।<ref>{{cite web|title=Real Life Images of Debjani Deghuri Odia Actress|url=http://www.bestodisha.in/2013/10/real-life-images-of-debjani-deghuria.html|publisher=BestOdisha.In|accessdate=6 April 2017}}</ref> ସେ ଓଡ଼ିଆ ଚଳଚ୍ଚିତ୍ର [[ରଙ୍ଗିଲା ଟୋକା]]ରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ ।<ref>{{cite news|title=ଦେବଯାନୀ ଙ୍କ ନୂଆ ଓଡିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦା କୁ ଆସୁଛି|url=http://enewsodia.com/debjani-new-odia-movie/|accessdate=29 August 2017|newspaper=E News ଓଡ଼ିଆ|date=12 July 2017}}</ref> ଏହା ପୂର୍ବରୁ ଦେବାଯାନୀ କିଛି ଓଡ଼ିଆ ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । [[ଆଇ ଲଭ୍ ମାଇଁ ଇଣ୍ଡିଆ]] ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା ଦେବଯାନୀ [[ପାଗଳ ପ୍ରେମୀ]], [[ତୋ ବିନା ମୋ କାହାଣୀ ଅଧା]], [[ରସିକ ନାଗର]], [[ଲାଲ ଟୁକୁ ଟୁକୁ ସାଧବ ବୋହୂ]], [[ଡନ୍]] ଆଦି ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ସେ ଶୀର୍ଷ ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପରେ ସେ [[ଚାନ୍ଦ ନା ତମେ ତାରା]], [[ସଲାମ ସିନେମା]], [[ଖାସ୍ ତୁମରି ପାଇଁ]] ଭଳି ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । |
||
==ପ୍ରାରମ୍ଭିକ ଜୀବନ== |
==ପ୍ରାରମ୍ଭିକ ଜୀବନ== |
୧୯:୫୬, ୨୯ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଦେବଯାନୀ | |
---|---|
ଜନ୍ମ | ଦେବଯାନୀ ଦେଘୁରିଆ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ଦେବଯାନୀ ଦେଘୁରିଆ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୧] ସେ ଓଡ଼ିଆ ଚଳଚ୍ଚିତ୍ର ରଙ୍ଗିଲା ଟୋକାରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ ।[୨] ଏହା ପୂର୍ବରୁ ଦେବାଯାନୀ କିଛି ଓଡ଼ିଆ ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ଆଇ ଲଭ୍ ମାଇଁ ଇଣ୍ଡିଆ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା ଦେବଯାନୀ ପାଗଳ ପ୍ରେମୀ, ତୋ ବିନା ମୋ କାହାଣୀ ଅଧା, ରସିକ ନାଗର, ଲାଲ ଟୁକୁ ଟୁକୁ ସାଧବ ବୋହୂ, ଡନ୍ ଆଦି ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ସେ ଶୀର୍ଷ ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପରେ ସେ ଚାନ୍ଦ ନା ତମେ ତାରା, ସଲାମ ସିନେମା, ଖାସ୍ ତୁମରି ପାଇଁ ଭଳି ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
ଅଭିନୟ ଜୀବନ
ଦେବଯାନୀ ୨୦୦୬ ମସିହାରେ ଆଇ ଲଭ୍ ମାଇଁ ଇଣ୍ଡିଆ କଥାଚିତ୍ରରେ ପାଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ୨୦୦୭ ମସିହାରେ ସେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପାଗଳ ପ୍ରେମୀ, ତୋ ବିନା ମୋ କାହାଣୀ ଅଧା, ଲାଲ ଟୁକୁ ଟୁକୁ ସାଧବ ବୋହୂରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ୨୦୧୦ ମସିହାରେ ବ୍ରଜରାଜ ମୁଭିଜ୍ର ଚଳଚ୍ଚିତ୍ର ଡନ୍ରେ ଦେବଯାନୀ ମଧ୍ୟ ସହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।
୨୦୧୨ ମସିହାରେ ପପୁ ପମ ପମଙ୍କ ସହ ଦେବଯାନୀ ରଙ୍ଗିଲା ଟୋକାରେ ନାୟିକା ଭାବରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ।[୩] ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ଦେବଯାନୀ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହା ପରେ ଦେବଯାନୀ ଚାନ୍ଦ ନା ତମେ ତାରା ଚଳଚ୍ଚିତ୍ରରେ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ନାୟିକା ଭାବରେ ଦେବଯାନୀଙ୍କ ଅଭିନୀତ ଅନ୍ୟ ଚଳଚ୍ଚିତ୍ର ହେଲା: ସଲାମ ସିନେମା, ଖାସ୍ ତୁମରି ପାଇଁ ।
ଦେବଯାନୀଙ୍କ ଆଗାମୀ ଚଳଚ୍ଚିତ୍ର ଅଜାତ ଶତ୍ରୁର ସୁଟିଂ ଚାଲିଛି ।[୪]
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୬ | ଆଇ ଲଭ୍ ମାଇଁ ଇଣ୍ଡିଆ | ରୋଜୀ | ପ୍ରଥମ ଅଭିନୟ ଆରମ୍ଭ |
୨୦୦୭ | ପାଗଳ ପ୍ରେମୀ | ଶାନ୍ତି | ସହ ଅଭିନେତ୍ରୀ |
୨୦୦୭ | ତୋ ବିନା ମୋ କାହାଣୀ ଅଧା | କୋଇଲି | ଖଳ ନାୟିକା |
୨୦୦୭ | ଲାଲ ଟୁକୁ ଟୁକୁ ସାଧବ ବୋହୂ | ପୂଜାର ସାଙ୍ଗ | |
୨୦୧୦ | ଡନ୍ | ସୋନାଲି | |
୨୦୧୨ | ରଙ୍ଗିଲା ଟୋକା | ପ୍ରିୟା | ନାୟିକା ଭାବରେ ପ୍ରଥମ ଅଭିନୟ |
୨୦୧୨ | ଚାନ୍ଦ ନା ତମେ ତାରା | ମୋହିନୀ | ସମାନ୍ତରଳ ଅଭିନେତ୍ରୀ |
୨୦୧୩ | ସଲାମ ସିନେମା | ନାୟିକା | |
୨୦୧୪ | ଖାସ୍ ତମରି ପାଇଁ | ||
୨୦୧୭ | ଅଜାତଶତ୍ରୁ | ଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର |
ଆଧାର
- ↑ "Real Life Images of Debjani Deghuri Odia Actress". BestOdisha.In. Retrieved 6 April 2017.
- ↑ "ଦେବଯାନୀ ଙ୍କ ନୂଆ ଓଡିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦା କୁ ଆସୁଛି". E News ଓଡ଼ିଆ. 12 July 2017. Retrieved 29 August 2017.
- ↑ "Cast and Crew of Oriya film Rangila Toka". NewOdisha.in. Retrieved 6 April 2017.
- ↑ ""AjatShatru" Upcoming Odia Film Mahurat Held at Bhubaneswar". E News ଓଡ଼ିଆ. 14 March 2017. Retrieved 6 April 2017.
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଦେବଯାନୀ