ଓଡ଼ିଆ ସିନେମା ଜଗତରେ ୧୯୭୬ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।
'୧୯୭୬'ମସିହାର ଓଡ଼ିଆ କଥାଚିତ୍ର ତାଲିକା [ସମ୍ପାଦନା]
| ନାମ |
ନିର୍ଦ୍ଦେଶକ |
ଅଭିନେତା |
ପ୍ରକାର |
ଟୀକା |
| ୧୯୭୬ |
| କୃଷ୍ଣ ସୁଦାମା[୧] |
ନିତାଇ ପାଲିତ |
ଗୋବିନ୍ଦ ତେଜ, ତ୍ରିପୁରା ମିଶ୍ର, ଅନିତା ଦାସ |
|
|
| ବତୀଘର[୨] |
ଅନନ୍ତ ମହାପାତ୍ର |
ସାଧୁ ମେହେର, ପ୍ରଶାନ୍ତ ନନ୍ଦ, ପ୍ରୀତି ଗାଙ୍ଗୁଲୀ |
|
|
| ଗପ ହେଲେବି ସତ[୩] |
ନଗେନ ରାୟ |
ହରିଶ, ବନଜା ମହାନ୍ତି |
|
ପ୍ରଥମ ଓଡ଼ିଆ ସମ୍ପୁର୍ଣ୍ଣ ରଙ୍ଗୀନ କଥାଚିତ୍ର |
| ସିନ୍ଦୂର ବିନ୍ଦୁ[୪] |
ଶିଶିର ମିଶ୍ର |
ଶ୍ରୀରାମ ପଣ୍ଡା, ପ୍ରଶାନ୍ତ ନନ୍ଦ, ତ୍ରିପୁରା ମିଶ୍ର |
|
|
| ଶେଷ ଶ୍ରାବଣ[୫] |
ପ୍ରଶାନ୍ତ ନନ୍ଦ |
ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ହେମନ୍ତ ଦାସ |
|
|
| ହୀରା ମୋତି ମାଣିକ[୬] |
ଅଭିଯାତ୍ରିକ |
ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଧୀର ବିଶ୍ୱାଳ |
|
|
| ଅମର ପ୍ରେମ[୭] |
ଗୋପାଳ ଘୋଷ, ପଳାଶ ବାନାର୍ଜୀ |
ହେମନ୍ତ ଦାସ, ସୁରେଶ ମହାପାତ୍ର, ବନଜା ମହାନ୍ତି |
|
|
ଛାଞ୍ଚ:୧୯୭୬ର ସିନେମା