ଓଡ଼ିଆ ସିନେମା ଜଗତରେ ୧୯୭୭ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।
'୧୯୭୭'ମସିହାର ଓଡ଼ିଆ କଥାଚିତ୍ର ତାଲିକା [ସମ୍ପାଦନା]
| ନାମ |
ନିର୍ଦ୍ଦେଶକ |
ଅଭିନେତା |
ପ୍ରକାର |
ଟୀକା |
| ୧୯୭୭ |
| ଅନୁତାପ |
ଜଲାଲ ଆଦେନୀ |
ସୁରେଶ ମହାପାତ୍ର, ପ୍ରୀତି, ବାବି |
|
|
| ଅଭିମାନ |
ସାଧୁ ମେହେର |
ଉତ୍ତମ ମହାନ୍ତି, ଶରତ ପୂଜାରୀ, ରୀତା, ବାବି |
|
|
| ଆହୁତି |
ଦେବୀ ଦାସ |
ଅଜିତ ଦାସ, ନରୀ, ନିହାରିକା ସାହୁ |
|
|
| ଏ ନୁହେଁ କାହାଣୀ |
କେ ଏଚ ଡ଼ି ରାଓ |
ଚକ୍ରପାଣି, ମହାଶ୍ୱେତା ରାୟ |
|
|
| ଚିଲିକା ତୀରେ |
ବିପ୍ଳବ ରାୟଚୌଧୁରୀ |
ବିଜୟ ମହାନ୍ତି, ତନ୍ଦ୍ରା ରାୟ |
|
|
| ମୁକ୍ତି |
ବ୍ୟୋମକେଶ ତ୍ରିପାଠୀ |
ସୁଜାତା, ତ୍ରିଭୁବନ, ଦୀପା ସାହୁ |
|
|
| ନାଗଫାଶ |
ବସନ୍ତ ନାୟକ |
ଶ୍ରୀରାମ ପଣ୍ଡା, ପ୍ରଶାନ୍ତ ନନ୍ଦ, ବନଜା ମହାନ୍ତି, ବିଜୟ ମହାନ୍ତି |
|
|
| ପୁନର୍ମିଳନ |
କେ ଏଚ ଡ଼ି ରାଓ |
ଚକ୍ରପାଣି, ରୋଜା |
|
|
| ବନ୍ଧୁ ମହାନ୍ତି |
ନିତାଇ ପାଲିତ |
ଗୋବିନ୍ଦ ତେଜ, ବନଜା ମହାନ୍ତି, ଅନିତା ଦାସ |
|
|
| ରକ୍ତ ଗୋଲାପ |
ଭୀମେଶ୍ଵର ରାଓ |
ସୁରେଶ, ବନଜା ମହାନ୍ତି |
|
|
| ସନ୍ଧ୍ୟା ତାରା |
ଗୋପାଳ ଘୋଷ |
ଅଜିତ ଦାସ, ହେମନ୍ତ ଦାସ, ଜୟା |
|
|
| ସୁନା ସଂସାର |
ଶିଶିର ମିଶ୍ର |
ବାବି, ସୁଜାତା ଆନନ୍ଦ, ନିହାରିକା |
|
|