ଓଡ଼ିଆ ସିନେମା ଜଗତରେ ୧୯୯୯ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।
| ନାମ |
ନିର୍ଦ୍ଦେଶକ |
ଅଭିନେତା |
ପ୍ରକାର |
ଟୀକା |
| ୧୯୯୯ |
| କଳ୍କୀ ଅବତାର |
ହର ପଟ୍ଟନାୟକ |
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ |
|
|
| କିଏ ପୋଛିବ ମା' ଆଖିର ଲୁହ |
|
ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ଜୟୀରାମ ସାମଲ |
|
|
| କୃଷ୍ଣା କାବେରୀ |
ପ୍ରଶାନ୍ତ ନନ୍ଦ |
ବିଜୟ ମହାନ୍ତି, ମିହିର ଦାସ, ରୁବି ନନ୍ଦ, ହର ପଟ୍ଟନାୟକ |
|
|
| ପବିତ୍ର ବନ୍ଧନ |
|
ମିହିର ଦାସ, ସ୍ନିଗ୍ଧା ମହାନ୍ତି |
|
|
| ପ୍ରେମ ବନ୍ଧନ |
ଏନ୍. ଗୋପାଳକୃଷ୍ଣ |
ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅପରାଜିତା ମହାନ୍ତି, ଜୟୀରାମ ସାମଲ |
|
|
| ବିଶ୍ଵପ୍ରକାଶ |
ସୁଶାନ୍ତ ମିଶ୍ର |
ସଞ୍ଜୀବ ସାମଲ, ଅନୁ ଚୌଧୁରୀ, ନନ୍ଦିତା ଦାସ |
|
|
| ମନ ରହିଗଲା ତୁମରି ଠାରେ |
ମହମ୍ମଦ ମହସୀନ |
ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ଅନୁ ଚୌଧୁରୀ, ଜ୍ୟୋତି ମିଶ୍ର |
|
|
| ମା’ ଓ ମମତା |
|
ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅନୁ ଚୌଧୁରୀ |
|
|
| ରକତ ଚିହ୍ନିଛି ନିଜର କିଏ |
ବସନ୍ତ ସାହୁ |
ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି |
|
|
| ଷୋଳ ଶୁକ୍ରବାର |
ଗୋପାଳ ଯୋଗେଶ |
ମିହିର ଦାସ, ଅନିତା ଦାସ, ଅଭିନବ, ପ୍ରଭାତି ସାହୁ |
|
|
| ସୁନା ହରିଣୀ |
ହିମାଂଶୁ ପରିଜା |
ରଚନା ବାନାର୍ଜୀ, ସିଦ୍ଧାନ୍ତ ମହାପାତ୍ର, ହର ପଟ୍ଟନାୟକ, ଦେବୁ ବୋଷ |
|
|