ଓଡ଼ିଆ ସିନେମା ଜଗତରେ ୧୯୮୬ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।
'୧୯୮୬'ମସିହାର ଓଡ଼ିଆ କଥାଚିତ୍ର ତାଲିକା [ସମ୍ପାଦନା]
| ନାମ |
ନିର୍ଦ୍ଦେଶକ |
ଅଭିନେତା |
ପ୍ରକାର |
ଟୀକା |
| ୧୯୮୬ |
| ଏଇ ଆମ ସଂସାର |
ଶିଶିର ମିଶ୍ର |
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ |
|
|
| ଚକା ଭଉଁରୀ |
ମହମ୍ମଦ ମହସୀନ |
ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ଦେବୁ ବୋଷ, ହେମନ୍ତ ଦାସ |
|
|
| ଛମାଣ ଆଠଗୁଣ୍ଠ |
ପାର୍ବତୀ ଘୋଷ |
ପାର୍ବତୀ ଘୋଷ, ବିଜୟ ମହାନ୍ତି, ନିହାରିକା ସାହୁ, ଦୁଃଖୀରାମ ସ୍ୱାଇଁ |
|
|
| ନଳ ଦମୟନ୍ତୀ |
ବିଭୁତି ଭୁଷଣ ମିଶ୍ର |
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ତନ୍ଦ୍ରା ରାୟ, ନରି |
|
|
| ବଗୁଲା ବଗୁଲୀ |
ପ୍ରଶାନ୍ତ ନନ୍ଦ |
ପ୍ରଶାନ୍ତ ନନ୍ଦ, ଶ୍ରୀକାନ୍ତ ଗୌତମ, ମହାଶ୍ୱେତା ରାୟ, ପ୍ରିୟନାଥ ମିଶ୍ର |
|
|
| ଭଙ୍ଗା ସିଲଟ |
ପ୍ରଫୁଲ୍ଲ ମହାନ୍ତି |
ବସନ୍ତ ଦାସ, ସୁଷମା ଦାସ, ମଞ୍ଜୁଳା କୁଅଁର, ବସନ୍ତ ସାମଲ |
|
|
| ମାନିନୀ |
ରବି କିନ୍ନାଗୀ |
ଶ୍ରୀରାମ ପଣ୍ଡା, ରାମେଶ୍ଵରୀ |
|
|
| ଯୋର ଯା'ର ମୂଲକ ତାର |
ରାଜୁ ମିଶ୍ର |
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଶ୍ରୀରାମ ପଣ୍ଡା |
|
|
| ହୀରାନୀଳା |
ପ୍ରଶାନ୍ତ ନନ୍ଦ |
ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଶ୍ରୀରାମ ପଣ୍ଡା, ନିହାରିକା ସାହୁ |
|
|