୧୯୭୩ର ଓଡ଼ିଆ ସିନେମା
ଉଇକିପିଡ଼ିଆ ରୁ
ଓଡ଼ିଆ ସିନେମା ଜଗତରେ ୧୯୭୩ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।
'୧୯୭୩'ମସିହାର ଓଡ଼ିଆକଥାଚିତ୍ର ତାଲିକା [ସମ୍ପାଦନା]
| ନାମ | ନିର୍ଦ୍ଦେଶକ | ଅଭିନେତା | ପ୍ରକାର | ଟୀକା | ||
|---|---|---|---|---|---|---|
| ୧୯୭୩ | ||||||
| ଧରିତ୍ରୀ | ନିତ୍ୟାନନ୍ଦ ପାଲିତ | ଶ୍ରୀରାମ ପଣ୍ଡା, ଧୀର ବିଶ୍ଵାଳ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ | ||||
| କନକଲତା | ଘନଶ୍ୟାମ ମହାପାତ୍ର | ସୁଜାତା ଆନନ୍ଦ, ନମ୍ରତା ଦାସ, ପି ସି ଜେନା | ||||
| ଘର ବାହୁଡ଼ା | ସୋନା ମୁଖାର୍ଜୀ | ସୁଜାତା ଆନନ୍ଦ, ନିରଞ୍ଜନ, ସାହୁ ସାମୁଏଲ | ||||
| ଘର ସଂସାର | ବ୍ୟୋମୋକେଶ ତ୍ରିପାଠୀ, ଗୋପାଳ ଘୋଷ | ଶରତ ପୂଜାରୀ, ପ୍ରଶାନ୍ତ ନନ୍ଦ, ସୁଜାତା | ||||
ଆଧାର [ସମ୍ପାଦନା]
|
|||||||||||