୧୯୬୨ର ଓଡ଼ିଆ ସିନେମା
ଉଇକିପିଡ଼ିଆ ରୁ
ଓଡ଼ିଆ ସିନେମା ଜଗତରେ ୧୯୬୨ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।
ଅ-କ୍ଷ[ସମ୍ପାଦନା]
| ନାମ | ନିର୍ଦ୍ଦେଶକ | ଅଭିନେତା | ପ୍ରକାର | ଟୀକା | ||
|---|---|---|---|---|---|---|
| ୧୯୬୨ | ||||||
| ଦସ୍ୟୁ ରତ୍ନାକର | ପ୍ରଭାତ ମୁଖାର୍ଜୀ | ଶରତ ପୂଜାରୀ, ଶାନ୍ତି , ପ୍ରଶାନ୍ତ ନନ୍ଦ | ||||
| ଜୟଦେବ | ବ୍ୟୋମକେଶ ତ୍ରିପାଠୀ | ବ୍ୟୋମକେଶ ତ୍ରିପାଠୀ, ଶେଫାଳୀ | ||||
| ନୂଆ ବୋଉ | ପ୍ରଭାତ ମୁଖାର୍ଜୀ | ପ୍ରଶାନ୍ତ ନନ୍ଦ, ଧିର ବିଶ୍ଵାଳ | ||||
| ଲକ୍ଷ୍ମୀ | ଶାରଦା ନାୟକ | ଗୌର ଘୋଷ, ଚନ୍ଦନା, ବାବି | ||||
ଆଧାର[ସମ୍ପାଦନା]
|
|||||||||||