ଓଡ଼ିଆ ସିନେମା ଜଗତରେ ୨୦୦୭ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।
'୨୦୦୭'ମସିହାର ଓଡ଼ିଆକଥାଚିତ୍ର ତାଲିକା [ସମ୍ପାଦନା]
| ନାମ |
ନିର୍ଦ୍ଦେଶକ |
ଅଭିନେତା |
ପ୍ରକାର |
ଟୀକା |
| ୨୦୦୭ |
| ଏ ଯୁଗର କୃଷ୍ଣ ସୁଦାମା |
ହର ପଟ୍ଟନାୟକ |
ଉତ୍ତମ ମହାନ୍ତି, ମିଥୁନ ଚକ୍ରବର୍ତ୍ତି, ବର୍ଷା ପ୍ରିୟଦର୍ଶିନୀ, ଜୟୀରାମ ସାମଲ |
|
|
| ଚକା ଚକା ଭଉଁରୀ |
ଶୁଭେନ୍ଦୁ ସ୍ୱାଇଁ |
ବିଜୟ ମହାନ୍ତି, ନମ୍ରତା ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ |
|
|
| ଜୟ ଜଗନ୍ନାଥ |
ସବ୍ୟସାଚୀ ମହାପାତ୍ର |
ଶ୍ରୀତମ ଦାସ, ଜ୍ୟୋତି ମିଶ୍ର, ପିଣ୍ଟୁ ନନ୍ଦ, ସାଧୁ ମେହେର, ଶରତ ପୂଜାରୀ |
|
|
| ତୋ ବିନା ମୋ କାହାଣୀ ଅଧା |
ସଞ୍ଜୟ ନାୟକ |
ଅନୁଭବ ମହାନ୍ତି, ଅର୍ଚ୍ଚିତା ସାହୁ, ବିଜୁ ବଡ଼ଜେନା, ଅଜିତ ଦାସ |
|
|
| ଧଉଳି ଏକ୍ସପ୍ରେସ୍ |
ଚିତ୍ତ ରଞ୍ଜନ ତ୍ରିପାଠୀ |
ସମରେଶ, ସିଦ୍ଧାନ୍ତ ମହାପାତ୍ର , କାଜଲ ମିଶ୍ର, ମିହିର ଦାସ |
|
|
| ନାରୀ ନୁହେଁ ତୁ ନାରାୟଣୀ |
ହିମାଂଶୁ ପରିଜା |
ରଚନା ବାନାର୍ଜୀ, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି |
|
|
| ପାଗଳ ପ୍ରେମୀ |
ହର ପଟ୍ଟନାୟକ |
ସବ୍ୟସାଚୀ ମିଶ୍ର, ଅର୍ପିତା ଚାଟ୍ଟାର୍ଜୀ, ସୁଶାନ୍ତ ଲେଙ୍କା, ସରୋଜ ଦାସ |
|
|
| ପୂଜା ପାଇଁ ଫୁଲଟିଏ |
ଗଦାଧର ପୁଟୀ |
ଆଦ୍ୟାଶା ମହାପାତ୍ର, ଆକାଂକ୍ଷା କବି, ନୈନା ଦାସ, ଶରତ ପୂଜାରୀ |
|
|
| ରସିକ ନାଗର |
ଦିଲ୍ଲିପ ପଣ୍ଡା |
ସିଦ୍ଧାନ୍ତ ମହାପାତ୍ର, ନମ୍ରତା ଥାପ୍ପା, ଅନିତା ଦାସ, ଜିନା, ପ୍ରଦ୍ୟୁମ୍ନ ଲେଙ୍କା |
|
|
| ଲକ୍ଷ୍ମୀ ପ୍ରତିମା |
ମହମ୍ମଦ ମହସିନ |
ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଦେବୁ ବୋଷ, ନମ୍ରତା ଦାସ |
|
|
| ସେଇ ଝିଅଟି |
ସଞ୍ଜୟ ପାଠକ |
ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଦେବୁ ବୋଷ, ନମ୍ରତା ଦାସ, ବିଜୟ ମହାନ୍ତି |
|
|